viral video – ଛି..ଛି.. 23 ବର୍ଷୀୟା ଯୁବତୀଙ୍କୁ ବିବାହ କଲା ରସିକିଆ ବୁଢା,,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…..

କଥାରେ ଅଛି ବୃଦ୍ଧ କାଳେ ବାଲ୍ୟଲୀଳା। ବୁଢା ବୟସରେ ବ୍ୟକ୍ତି ଜଣକ ଯାହା କରିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ବୃଦ୍ଧ ବୟସରେ ଏହି ବ୍ୟକ୍ତି ଜଣକ ବିବାହ କରି ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ତେବେ ଏହି ଭିଡିଓକୁ ଟିକେ ଭଲ କରି ଦେଖନ୍ତୁ ଏହି ବ୍ୟକ୍ତି ଜଣଙ୍କୁ ଦେଖିଲେ ଲାଗୁଛି ସେ ଯେମିତି ମୃତ୍ୟୁର ଦ୍ୱାରଦେଶରେ ପାଦ ଦେଇଛନ୍ତି ଆଉ ଯୁବତୀ ଜଣଙ୍କୁ ଦେଖିଲେ ଲାଗୁଛି ସେ ଯୌବନର ପ୍ରଥମ ପାହାଚରେ ପାଦ ଦେଇଛନ୍ତି।୬୫ ବର୍ଷ ବୟସରେ ୨୩ ବର୍ଷୀୟ ଯୁବତୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଛନ୍ତି ଏହି ବୃଦ୍ଧ ବ୍ୟକ୍ତି ଜଣକ।

ତେବେ ଏହି ବୃଦ୍ଧ ବ୍ୟକ୍ତି ଜଣକ ହେଉଛନ୍ତି ଶିବ କୁମାର। ସେ ନିଶା ନାମକ ଏକ ୨୩ ବର୍ଷୀୟ ଯୁବତୀଙ୍କୁ ବିବାହ କରିଛନ୍ତି। ସୂଚନା ଅନୁଯାୟୀ ଏହି ବୃଦ୍ଧ ବ୍ୟକ୍ତି ଜଣଙ୍କ ୮ ବର୍ଷ ଓ ୬ ବର୍ଷର ଦୁଇ ପୁତ୍ର ସନ୍ତାନ ରହିଛନ୍ତି। ଏବଂ ତାଙ୍କ ପତ୍ନୀ ମୃତ୍ୟୁ ବରଣ କରିଛନ୍ତି। ତେବେ ଏହି ବ୍ୟକ୍ତି ଜଣକର ଏକ ଜୋତା ଦୋକାନ ରହିଛି ଯେଉଁଠାରେ ଏହି ନିଶା ନାମକ ଯୁବତୀ କାମ କରି ଆସୁୁଥିଲେ। ଶିବ କୁମାର ନିଶାଙ୍କୁ ପ୍ରତି ମାସରେ ଆଠ ହାଜର ଲେଖାଏଁ ଦରମା ମଧ୍ୟ ଦେଉଥିଲେ।


ତେବେ ପରେ ଶିବ କୁମାର ଏହି ନିଶା ନାମକ ୨୩ ବର୍ଷିୟ ଯୁବତୀଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ସମ୍ମତିରେ ଏହି ବିବାହ ହୋଇଛି ବୋଲି ସେମାନେ ଦୁହେଁ କହିଛନ୍ତି। ତେବେ ସେମାନେ ବିବାହ କରି ଆସିବା ସମୟରେ କିଛି ଯୁବକ ସେମାନଙ୍କୁ ଘେରି ଯାଇ କିଛି ପ୍ରଶ୍ନ ପଚାରି ଥିଲେ।

ତେବେ ବୃଦ୍ଧ ବ୍ୟକ୍ତିଙ୍କୁ ଯେତେବେଳେ ପଚାର ଯାଇଥିଲା କି ଆପଣଙ୍କ ବୟସ ୬୫ ହୋଇ ବି ଆପଣ କେମିତି ଏହି ୨୩ ବର୍ଷୀୟ ଯୁବତୀଙ୍କୁ ବିବାହ କଲେ ଏହାର ଉତ୍ତରରେ ବୃଦ୍ଧ ବ୍ୟକ୍ତି ଜଣଙ୍କ କହିଥିଲେ ଏହା ଆମ ବ୍ୟକ୍ତିଗତ କଥା ତୁମମାନଙ୍କର ଏଥିରେ କଣ ଯାଉଛି ଯୁବତୀ ମଧ୍ୟ ଠିକ୍ ଏହିଭଳି ଉତ୍ତର ଦେଇଥିଲେ ଆଉ କହିଥିଲେକି ସେ ନିଜ ଇଚ୍ଛାରେ ବିବାହ କରିଛନ୍ତି ଏଥିପାଇଁ ତାଙ୍କୁ କେହି ବାଧ୍ୟ କରି ନାହିଁ।

ତେବେ ଏହି ସମୟର ଦୃଶ୍ୟକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ତା ପରେ ଏହି ବୃଦ୍ଧ ବ୍ୟକ୍ତିଙ୍କ ରସିକୀୟା ବିବାହ ଲୋକଙ୍କ ସାମ୍ନାକୁ ଆସି ପାରିଥିଲା। ଆଉ ଏବେ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗୁଛି। ଲୋକେ ଏହାକୁ ଅଧିକ ମାତ୍ରାରେ ଦେଖୁଛନ୍ତି ଏବଂ ଖୁବ୍ ମଜାଳିଆ କମେଣ୍ଟ ମଧ୍ୟ ଦେଉଛନ୍ତି। ତେବେ ଏ ଭିଡିଓଟି କଉଠୁ ଆସିଛି ତା ବାବଦରେ ସଠିକ ସୂଚନା ମିଳି ପାରି ନଥିଲେ ବି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।