Viral audio call – ଯୁବତୀ ସହ ଅଶ୍ଳୀଳ କଥା ବାର୍ତା ହଉଛନ୍ତି ରସିକିଆ ପୋଲିସ ବାବୁ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ବିଭିନ୍ନ କାରଣରୁ ବିହାର ପୋଲିସ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ । ପୁଣି ଥରେ ଏକ ଏପରି ମାମଲା ସାମ୍ନାକୁ ଆସିଛି, ଯେଉଁଥିପାଇଁ ବିହାର ପୋଲିସର କାର୍ଯ୍ୟଶୈଳୀକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏପରି କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ପୋଲିସ ଡ଼ିପାର୍ଟମେଣ୍ଟ ଗର୍ବ କରିବା ପରିବର୍ତ୍ତେ ଲଜ୍ଜିତ ହେଉଛି। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ବିହାରର ଜଣେ ପୋଲିସ କର୍ମଚାରୀଙ୍କ ଅଡିଓ। ଯେଉଁଥିରେ ସେ ଏକ ଯୁବତୀ ସହିତ ଅଶାଳୀନ ଭାଷାରେ କଥାବାର୍ତ୍ତା କରୁଛନ୍ତି।

ପୋଲିସ କର୍ମଚାରୀ ଜଣେ ଯୁବତୀଙ୍କୁ କଲ କରି କହୁଛନ୍ତି ଆମମାନଙ୍କର ବି ସେବା ହେବା ଦରକାର ନା ଏହାପରେ ଯୁବତୀ ଜଣକ କହୁଛନ୍ତି ହଁ ସବୁ ହେବ। ଆପଣ ଯାହା କହିବେ ଆମେ ସେୟା କରିବୁ। ଏହା ପରେ ଯୁବତୀ କହିଛନ୍ତି ଏଥିପାଇଁ ପଇସା ଦରକାର।

ତା ପରେ ପୋଲିସ କର୍ମଚାରୀ ଜଣକ କହୁଛନ୍ତି ପଇସା ତ ମିଳିଯିବ। ଏହାପରେ ଯୁବତୀ କହୁଛନ୍ତି ପଇସା ମିଳିଯିବ ତ ଆପଣଙ୍କର ବି ସେବା ହୋଇଯିବ। ତାପରେ ପୋଲିସ କର୍ମଚାରୀ ପଚାରୁଛନ୍ତି କେଉଁ ସେବା ଯୁବତୀ ଜଣକ କହୁଛନ୍ତି ଆପଣ ଯାହା କହିବେ।

ଏହାପରେ ଯୁବତୀଙ୍କୁ ପୋଲିସ୍ କର୍ମଚାରୀ ପଚାରୁଛନ୍ତି ଆପଣଙ୍କ ପାଖରେ କିଏ ଅଛି। ଯୁବତୀ ଜଣକ କହୁଛନ୍ତି ମୋ ପାଖରେ କେହି ନାହାଁନ୍ତି ମୋର ଜଣେ ସାନ ଭଉଣୀ ଅଛି ସିଏ ଏବେ ଏବେ ଗାଁରୁ ଆସିଛି। ତା ପରେ ପୋଲିସ କର୍ମଚାରୀ ଜଣକ କହୁଛନ୍ତି ମୁଁ ତୋ ପ୍ରେମର ଭୋକରେ ରହିଛି ମତେ ପ୍ରେମ ଦରକାର୍।

ଯଦି ମୋତେ ପ୍ରେମ ମିଳିବ ତେବେ ସବୁକିଛି ଆପଣଙ୍କର ହେବ। ଏହାପରେ ଯୁବତୀ ଜଣକ କହିଛନ୍ତି ଆପଣ ପଇସା ପେମେଣ୍ଟ କରିଦିଅନ୍ତୁ ତାପରେ ଯେଉଁ ସେବା କହିବେ ସେଇ ସେବା ମିଳିବ। ଏହା ପରେ ପୋଲିସ କର୍ମଚାରୀ ଜଣକ ଯୁବତୀଙ୍କୁ ପଚାରୁଛନ୍ତି ଆପଣଙ୍କ ଫୋନ୍ ଆପଣଙ୍କ ହଜବ୍ୟଣ୍ଡ ଧରିବେନି ତ ଯୁବତୀ କହୁଛନ୍ତି ମୋବାଇଲ କେତେବେଳେ କେତେବେଳେ ତାଙ୍କ ପାଖରେ ରହେ ନହେଲେ ମୋ ପାଖରେ ସବୁବେଳେ ରହେ।

ଏହାପରେ ପୋଲିସ କର୍ମଚାରୀ ଜଣକ ଯୁବତୀଙ୍କୁ କହୁଛନ୍ତି ସକାଳେ ମିଶିବା ପାଇଁ ଯାଇପାରିବି କି ଯୁବତୀ ହଁ କହିଛନ୍ତି। ତାପରେ ପୋଲିସ୍ କହୁଛନ୍ତି ପଇସା ଯଦି ଦଶ ପନ୍ଦର ହଜାର କମ୍ ହୁଏ କିଛି ପ୍ରୋବେଲମ ଅଛିକି ଯୁବତୀ ନା ବୋଲି କହିଛନ୍ତି।

ଏହାପରେ ପୋଲିସ କର୍ମଚାରୀ ଜଣକ କହୁଛନ୍ତି ଆମ ସେବାରେ ଯେମିତି କିଛି କମି ନରୁହେ। ଯୁବତୀ ଜଣକ କହୁଛନ୍ତି ନା କିଛି ବି କମି ରହିବ ନାହିଁ। ତେବେ ପୋଲିସ କର୍ମଚାରୀ କହୁଛନ୍ତି ଯଦି ଆମ ସେବାରେ କିଛି କମି ନହେବ ତେବେ ଆପଣଙ୍କର ବି କେବେ କିଛି ଅସୁବିଧା ହେବନି। ଏହି ଭଳି ଭାବରେ ପୋଲିସ କର୍ମଚାରୀ ଓ ଯୁବତୀ ଜଣକ କଥା ହେଉଛନ୍ତି ଯାହାର ଅଡିଓ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।