ରାଶି ଚକ୍ର ରେ ବହୁତ ବଡ ପରିବର୍ତ୍ତନ ଘଟିବା କୁ ଯାଉଛି । ତେବେ ଏହି ବର୍ଷ ୨୪ ଅକ୍ଟୋବର୍ ରେ ପଡିବା କୁ ଯାଉଛି । ଜୋତିଷିକ ମତରେ ଏହି ଦିନ ଠାରୁ କିଛି ରାଶି ଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବରେ ବଦଳିବା କୁ ଯାଉଛି । ମାତା ଲକ୍ଷ୍ମୀ ଙ୍କ ଅଶେଷ କୃପା ଦୃଷ୍ଟି ଏହି ମାନଙ୍କ ଉପରେ ପଡିବା କୁ ଯାଉଛି । ସେହି ରାଶି ମାନ ଙ୍କ ଭିତରୁ ସର୍ବ ପ୍ରଥମେ ଦେଖନ୍ତୁ.।
ମେଷ:-
ରାଶି ଟି ହେଉଛି ମେଷ ରାଶି । ଏହା ରାଶି ର ବ୍ୟକ୍ତି ବିଶେଷ୍ୟକ ଉପରେ ମାତା ଲକ୍ଷ୍ମୀ ଙ୍କ ଅଶେଷ କୃପା ଦୃଷ୍ଟି ପଡିବା କୁ ଯାଉଛି । ଦୀପାବଳୀ ଏହି ରାଶି ମାନ ଙ୍କ ପାଇଁ ବହୁତ ଶୁଭ ସାବ୍ୟସ୍ତ ହେବା କୁ ଯାଉଛି । ବ୍ୟାପାର ବାଣିଜ୍ୟ ରେ ଶୁଭ ଫଳ ମିଳିବ ।
ସିଂହ:-
ଦ୍ୱିତୀୟ ରାଶି ଟି ହେଉଛି ସିଂହ ରାଶି । ଏହି ରାଶି ର ବ୍ୟକ୍ତି ବିଶେଷ୍ୟକ ଉପରେ ମାତା ଲକ୍ଷ୍ମୀ ଙ୍କ ଅଶେଷ କୃପା ଦୃଷ୍ଟି ପଡିବା କୁ ଯାଉଛି । ଆପଣ ଙ୍କ ପାଇଁ ସମୟ ଶୁଭ ଦାୟକ ରହିବା କୁ ଯାଉଛି । ଜୀବନ ରେ ଅନେକ ପରିବର୍ତ୍ତନ ହେବ। ପୁରୁଣା କରଜ ରୁ ଆପଣ ଙ୍କୁ ମୁକ୍ତି ସଂମ୍ପୂର୍ଣ୍ଣ ଭାବରେ ମିଳିବ ।
କନ୍ୟା:-
ତୃତୀୟ ରାଶି ଟି ହେଉଛି କନ୍ୟା ରାଶି । ଏହି ରାଶି ର ବ୍ୟକ୍ତି ବିଶେଷ୍ୟକ ଉପରେ ମାତା ଲକ୍ଷ୍ମୀ ଙ୍କ ଅଶେଷ କୃପା ଦୃଷ୍ଟି ପଡିବା କୁ ଯାଉଛି । ଆପଣ ଙ୍କ ଜୀବନ ରେ ଥିବା ସମୟ ଏବେ ଶେଷ ହେବା କୁ ଯାଉଛି । ଆଗାମୀ ସମୟ ଆପଣ ଙ୍କ ପାଇଁ ଅନୁକୂଳ ରହିବ । ଚାକିରି ଓ ବ୍ୟାପାର କ୍ଷେତ୍ର ରେ ଆପଣ ଅର୍ଥ ଲାଭ କରିବେ ।
କର୍କଟ:-
ଚତୁର୍ଥ ରାଶିଟି ହେଉଛି କର୍କଟ ରାଶି । ଏହି ରାଶିର ବ୍ୟକ୍ତି ବିଶେଷ୍ୟକ ଉପରେ ମାତା ଲକ୍ଷ୍ମୀଙ୍କ ଅଶେଷ କୃପା ଦୃଷ୍ଟି ପଡିବାକୁ ଯାଉଛି । ଆପଣଙ୍କ ବାଣିଜ୍ୟ କ୍ଷେତ୍ରରେ ଭଲ ଲାଭ ପ୍ରାପ୍ତି ହେବ । ପିତା ମାତାଙ୍କ ସ୍ୱାସ୍ଥ୍ୟ ରେ ସୁଧାର ଆସିଯିବ ।
ଭୌତିକ ସୁଖ ସୁବିଧାରେ ବୃଦ୍ଧି ହେବ । ପଞ୍ଚମ ରାଶିଟି ହେଉଛି ମିଥୁନ ରାଶି । ଏହି ରାଶିର ବ୍ୟକ୍ତି ବିଶେଷ୍ୟକ ଉପରେ ମାତା ଲକ୍ଷ୍ମୀ ଙ୍କ ଅଶେଷ କୃପା ଦୃଷ୍ଟି ପଡିବା କୁ ଯାଉଛି । ଯେଉଁ କାରଣରୁ ଏମାନଙ୍କ ଭାଗ୍ୟ ସୁନା ଠାରୁ ଚମକି ଉଠିବ । ଏମାନେ ଯେଉଁ ବି କାର୍ଯ୍ୟ ରେ ହାତ ମାରିବେ ତାହା ସଂପୂର୍ଣ୍ଣ କରିବେ । ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନେ ବହୁତ କିଛି ପାଇବାକୁ ଯାଉଛନ୍ତି । ମାନ ସମ୍ମାନ ଆପଣଙ୍କୁ ପ୍ରାପ୍ତ ହେବ ।
କୁମ୍ଭ:-
ଷଷ୍ଠ ରାଶିଟି ହେଉଛି କୁମ୍ଭ ରାଶି । ଏହି ରାଶିର ବ୍ୟକ୍ତି ବିଶେଷ୍ୟକ ଉପରେ ମାତା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଛି । ସଫଳତାର ଅବସର ଏହି ସମୟରେ ପ୍ରାପ୍ତ ହେବ । ଯେଉଁ କାମ କରିବା ପାଇଁ ଚିନ୍ତା କରିବେ ତାହା ପୂର୍ବରୁ ଆର୍ଥିକ ସ୍ଥିତି ମଜବୁତ ରହିବା । ପୁରୁଣା ସମସ୍ୟାରୁ ବଞ୍ଚିତ ରହିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।