shocking Video -1000 ବର୍ଷ ପରେ ଆଶ୍ଚର୍ଯ୍ୟଜନକ ଭିଡିଓ କ୍ୟାମେରାରେ ରେକର୍ଡ ହେଲା ବିଷାକ୍ତ ସାପର ଭୟଙ୍କର ହରକତ… ମାତ୍ର 4 ଘଣ୍ଟାରେ 36 Million ରୁ ଅଧିକ ଲୋକ ଦେଖି ସାରିଲେଣି…
ଆପଣ ମାନେ ସାପ କେମିତି ଓ କେତେ ପ୍ରକାର ଦେଖି ଛନ୍ତି । ଦୁନିଆ ରେ ଏମିତି କିଛି ସାପ ଅଛନ୍ତି ଯାହା ଆପଣ ମାନେ ତାର ନାଁ ଓ ସେ କେମିତି ଦେଖିବା ପାଇଁ କେମିତି ମଧ୍ୟ ଜାଣି ନ ଥିବେ । ତେବେ ଆଜି ଏକ ଗୁଜୁରାଟ ର ଶିଖର ଜିଲ୍ଲାର ର ନଇଁପଡ଼ି ଗ୍ରାମ ରେ ଏକ ବିଷାକ୍ତ ସାପ ଦେଖିବା ପାଇଁ ମିଳିଛି । ତେଣୁ ସେହି ସାପ ଟି କଣ କରି ପାରେ ଆପଣ ନିହାତି ଜାଣିବା ଦରକାର ।
କାରଣ ଆପଣ ଜାଣିବା ଦ୍ୱାରା ସତର୍କ ହୋଇ ପାରିବେ । ତେବେ ନଇଁପଡ଼ି ଗ୍ରାମ ରେ ଏକ ଛୋଟ ଘର ଅଛି , ସାପ ଟିକୁ ସେହି ସ୍ଥାନ ରୁ ଉଦ୍ଧାର କରା ଯାଇ ଥିଲା । ତେବେ ସାପ ଟି ଘରେ ପଶି ଥିଲା । ଘର ର ମାଲିକ ଜାଣି ପାରି ଥିଲା ଯେ ଗୋଟେ ସାପ ଘରେ ପଶିଛି । ତେଣୁ ସେ କିଛି ନ ଭାବି ବନ ବିଭାଗ କୁ ଡାକି ଥିଲା । ତେବେ ଜଣେ ଝିଅ ଆସି ଥିଲେ ସାପ ଟିକୁ ଉଦ୍ଧାର କରିବା ପାଇଁ ।
ତେବେ ପ୍ରଥମେ ଝିଅ ଜଣକ ଆସି ଘର ଭିତରେ ପଶି ଥିଲେ । ତା ପରେ ବେଡ଼ ରୁମ ପାଖକୁ ଯାଇ ଥିଲେ । ସେଠାରେ ଯାଇ ଗଦୀ ଟିକୁ ଉଠାଇ ଥିଲେ କିନ୍ତୁ କିଛି ମିଳି ନ ଥିଲା । ତା ପରେ ତକିଆ ଟିକୁ ଧରି ଥିଲେ । ତକିଆ ଟି ଧରିବା ସମୟ ରେ ଜାଣି ପାରି ଥିଲେ କି ସେହି ତକିଆ ଭିତରେ ସାପ ଅଛି ବୋଲି ।
ତା ପରେ ସାପ ଟିକୁ ଖୋଲିବା ବେଳକୁ , ସେଥିରୁ ଗୋଟେ ବିଷାକ୍ତ ସାପ ବାହାରି ଥିଲା । ଯାହାର ନାମ ଘଡା ନାଗ ବା ଡେଂଜର କିଲର । ତେବେ ଏହି ସାପ ଟି ରାତ୍ରି ସମୟ ରେ ଘରେ ପଶି ଥାଏ ଆଉ ମଣିଷ ଶୋଇବା ଅବସ୍ଥା ରେ ସେ ଚୋଟ ମାରି ଥାଏ । ତେବେ ଏହି ସାପ ଟି ବହୁତ ବିଷାକ୍ତ ସାପ ।
ଏହି ସାପ ମଣିଷ ସୋଇ ଥିବା ସମୟ ରେ ତାର ମୁଣ୍ଡ କୁ ଚୋଟ ମାରି ଥାଏ । ଶରୀର ର କୌଣସି ଜାଗା କୁ ସେ ଲକ୍ଷ କରେ ନାହିଁ । କେବଳ ମୁଣ୍ଡ କୁ ସେ ଲକ୍ଷ କରି ଥାଏ । କେବଳ ସେତିକି ନୁହେଁ , ଏହି ସାପ କାମୁଡିଲେ ଆପଣ ଜାଣି ପାରିବେ ନାହିଁ । କାମୁଡିବା ଏକ ଘଂଟା ପରେ ମଣିଷ କମା କୁ ଚାଲି ଯାଇ ଥାଏ ।
ଏହି ସାପ ଦେଖିବା ପାଇଁ କଳା ଅଟେ ଆଉ ପିଠି ରେ ଟିକେ ଟିକେ ଧଳା କଲର ରହି ଥାଏ । ଏହି ସାପ ବେଶୀ ମୋଟା ହୋଇ ନ ଥାଏ । କିନ୍ତୁ ଲମ୍ବା ଅଧିକ ହୋଇ ଥାଏ । ତେଣୁ ରାତିରେ ସୋଇଲେ ଆପଣ ମାନେ ମସାରି ଦେଇ ସୁଅନ୍ତୁ । ମଶା କାମୁଡ଼ା ରୁ ବଂଚିବା ସହିତ ସାପ କାମୁଡ଼ା ରୁ ମଧ୍ୟ ବଂଚି ଯିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।