Viral Video : କାମଦିଅ ଭିକ ନୁହେଁ, ହାତ ଭଲ ଅଛି ବାସନ ମାଜିପାରିବି, ଘାସ ବାଛିପାରିବି..ଦେଖିଲେ ହେଇଯିବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଭୁବନେଶ୍ୱର ରାଜ୍ୟରେ ଗରୀବ ଓ ଅନାଥଙ୍କ ପାଇଁ ମାଳ ମାଳ ସରକାରୀ ଯୋଜନା । ହେଲେ ସବୁ ବାଟବଣା ବଢୁଥିବା ଭିକାରିଙ୍କ ସ୍ଥିତିକୁ ଦେଖିଲେ ଏହା ହିଁ କୁହାଯିବ। ରାଜଧାନୀରୁ ରାଜ୍ୟବ୍ୟାପି ସଂଖ୍ୟା ଛୁଇଁବାକୁ ବସିଛି ୭ ହଜାର ପାଖାପାଖି। ବଡ଼ କଥା ହେଉଛି, ୨ ବର୍ଷରେ ଭିକ୍ଷୁକଙ୍କ ସଂଖ୍ୟା ୫୮୦ ବଢ଼ିଛି ।
ଗୃହରେ ଏଭଳି ତଥ୍ୟ ରଖିଛନ୍ତି ରାଜ୍ୟ ସରକାର। କେବଳ ସିଲ୍ଭର୍ ସିଟି କଟକରେ ସରକାରୀ ଭାବେ ହଜାରେ ଉପରେ ରହିଛନ୍ତି ଭିକାରି। କଟକ ଭଳି ଭୁବନେଶ୍ୱରରେ ବି ସଂଖ୍ୟା କିଛି କମ୍ ନୁହଁ। ତେବେ ବହୁ ଯୋଜନା ଆଉ କାର୍ଯ୍ୟକ୍ରମ ସତ୍ତ୍ୱେ କାହିଁକି ଭିକାରିମୁକ୍ତ ହୋଇପାରୁନି ଓଡ଼ିଶା ।
ରାଜଧାନୀଠୁ ରାଜ୍ୟବ୍ୟାପି ମାଳ ମାଳ ଭିକାରି। କେଉଁଠି ପରିଣତ ବୟସରେ ପୁଅବୋହୂ ପର କରିଦେବା ପରେ କିଏ ପର ହାତଟେକାରେ ଜୀବନ ଜୀଉଁଛନ୍ତି ତ ଆଉ କିଏ ଅଭାବୀ ପେଟକୁ ଦାନା ଯୋଗାଣ ପାଇଁ ଭିକ୍ଷାଥାଳ ଧରିଛନ୍ତି। ସେମିତି ଜଣେ ହେଲେ ଭୁବନେଶ୍ଵର ରେ ଭିକ୍ଷା ବୃତ୍ତି କରୁଥିବା ଲୋକଟି ଦିବ୍ୟଙ୍କ ଅଟେ ।
ନରସିହପୁର ଗ୍ରାମ ରେ ଖଣ୍ଡାୟତ ଜାତି ର ଲୋକ ଲିପୁନ ଭୁବନେଶ୍ୱର ଠାରେ ଭିକ୍ଷା ବୃତ୍ତି କୁ ନିଜ ପରିବାର ର ପେଟ ପୋଷି ଥାଏ । ଘରଦ୍ୱାର ଖଣ୍ଡେ ନାହିଁ ପରେ ଏବେ ବେସାହାରା ହୋଇ ଭିକ ମାଗୁଛନ୍ତି। ସେ ତାଙ୍କର ଦୁଃଖ ଭରା କଣ୍ଠ ରେ ଯାଇ ମୁଖ୍ୟ ସରକାର ଙ୍କୁ ଭେଟି ଥିଲେ ମନ୍ତ୍ରୀ କୁ ଦେଖା କରିଥିଲେ ଅନନ୍ତପୁର ହାଇ ସ୍କୁଲ ରେ ଓ ମୁଖ୍ୟ ମନ୍ତ୍ରୀ ତାଙ୍କ କଥା ବୁଝିବେ ବୋଲି ପ୍ରତିଶ୍ରୁତି ଦେଇ ଥିଲେ ହେଲେ ସେ କିଛି ବୁଝିଲେନି ।
ସେ ଗୋଟିଏ ଗଛ ମୂଳ ରେ ବସି ଭିକ ମାଗିଥାଏ । ସରକାର ଦେଲେ ତାଙ୍କୁ ପ୍ରତିମାସରେ ୭୦୦ ଟଙ୍କା ତାଙ୍କ ସ୍ତ୍ରୀ ବି ଦିବ୍ୟଙ୍ଗ ତାଙ୍କ ଗୋଟିଏ ଆଖି କଣା ତାଙ୍କୁ ଦେଖା ଯାଏ ନାହିଁ ତାଙ୍କୁ ମଧ୍ୟ ମାସିକ ଭର୍ତା ମିଳେ ନାହିଁ ।
ଲିପୁନ୍ ବହୁତ ସରକାର ଦେବୀ ପ୍ରସାଦ ଓ ପ୍ରସନ୍ନ ପାସନି ଯେତେବେଳେ ଭୋଟ ପାଇଁ ଯାଇଥିଲେ ତାଙ୍କ ଗ୍ରାମ କୁ ସେତେବେଳେ ଲିପୂନ ତାଙ୍କ ଘଟଣା ଜଣାଇଥିଲେ ଙ୍କୁ ଦେଖା କରିଛନ୍ତି କିନ୍ତୁ ତାଙ୍କ କଥା କହିବି ଶୁଣି ନାହାଁନ୍ତି । ତାଙ୍କର ଗୋଟିଏ ଗୋଡ଼ ନାହିଁ ବୋଲି ତାଙ୍କୁ କେହି ଗୋଟିଏ କାମ ଦେଉ ନାହାନ୍ତି । ସେଇଥି ପାଇଁ ସେ ଭୁବନେଶ୍ଵର ର ରାସ୍ତା କଡ଼ରେ ଭିକ୍ଷା ବୃତ୍ତି କରିଥଏ ।
ଲିପୂନ୍ ଙ୍କର ଗୋଡ଼ ଜନ୍ମ ହେବା ର ୨ ରୁ ୩ ମାସ ରେ ଖରାପ ହେଇ ଯାଇଥିଲା ଓ ତାଙ୍କ ସ୍ତ୍ରୀ ର ଆଖି ଜନ୍ମ ରୁ କଣା ହେଇ ଯାଇଥିଲା । ଘର କୁ ଯେତେବେଳେ ସେ ଯାଇଥାନ୍ତି ସେତେ ବେଳେ ତାଙ୍କର ଗୋଟିଏ ପୁଅ ଅଛି ସେ କୁହନ୍ତି ତାଙ୍କୁ ବାପା ତୁମେ କଣ କର ଦେଇକି ୧୦ ତାଙ୍କ ନୋଟ କିଏ ତୁମୋକୁ ଦିଅନ୍ତି !
ବାପା ଆଖି ର ଲୁହ ରେ ଭୋରି ଯାଏ ଓ ସେ ପିଲାଙ୍କୁ ମିଛ କହିଥାଏ କି ଦୋକାନୀ ଦେଇଛନ୍ତି ବୋଲି । ତାଙ୍କର ଗୋଡ଼ ନାହିଁ ବୋଲି ତାଙ୍କୁ ଲୋକ ମାନେ କିଛି ସାହାଯ୍ୟ କରିବାକୁ ଚାହୁନାହାନ୍ତି ତେଣୁ ସେ ସରକାର ଙ୍କ ପାଖରେ ଅନୁରୋଧ କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।