viral video – ସ୍କୁଲ ଦିଦି ଙ୍କୁ ଆସୁନି ହରଣ କସା ପାଠ ପଢା ଦେଖି ଜିଲ୍ଲାପାଳ ଅବାକ…. ଭିଡ଼ିଓ ଦେଖିଲେ ହୋସ ଉଡିଯିବ, ଦେଖନ୍ତୁ Video

ଗଣିତ ଦିଦି ପଢିପାରିଲେନି ଗଣିତ ପାଠ । ଏମିତି ଏକ ଘଟଣା ସେତେ ବେଳେ ସାମ୍ନା କୁ ଆସି ଥିଲା, ଯେତେ ବେଳେ ଅଚାନକ ସ୍କୁଲ ପରିଦର୍ଶନ ରେ ଯାଇ ପହଞ୍ଚି କଥିଲେ ଜିଲ୍ଲାପାଳ । ଉତ୍ତରପ୍ର ଦେଶର ଏହି ଘଟଣା ଏବେ ସ୍କୁଲ ରେ ଶିକ୍ଷା ଦାନ କୁ ନେଇ ବ୍ୟବସ୍ଥା ଉପରେ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି । ତେବେ ଆସନ୍ତୁ ଜାଣିବା କଣ ଥିଲା ପୂରା ଘଟଣା ।

ଶୁକ୍ର ବାର ଉତ୍ତର ପ୍ରଦେଶର ସିକନ୍ଦର ପୁର ର ସରୋସି ରେ ଥିବା ସ୍କୁଲ ରେ ଅଚାନକ ପରିଦର୍ଶନ ରେ ପହଞ୍ଚି ଥିଲେ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ପାଣ୍ଡେ । ସ୍କୁଲ ରେ ପହ ଞ୍ଚିବା ପରେ ପିଲା ମାଙ୍କୁ ଗଣିତ ବହି ରେ ହରଣ କରିବା ପାଇଁ କହିଥିଲେ କିନ୍ତୁ ସେ ନୁ କରି ପାରିବ ରୁ ଦିଦି କହିଲେ ସାର୍ ସେ ଟିକେ ଗଣିତ ରେ ଦୁର୍ବଳ ଅଛି ପାଇଁ କହି ଥିଲେ ।

କିନ୍ତୁ ପିଲା ମାନେ ଗଣିତ ବହି ରେ ଥିବା ହରଣ କରି ପାରିଲେ ନାହିଁ ପଢି ପାରି ନ ଥିଲେ । ଏହା ପରେ ଗଣିତ ବହି ଶିକ୍ଷୟତ୍ରି ଙ୍କୁ ଜିଲ୍ଲାପାଳ କହିଲେ ତୁମେ ଏହି ହରଣ ଟି ବହିରୁ କିଛି ଅଂଶ କର ପଢିବା କୁ କହି ଥିଲେ ଜିଲ୍ଲାପାଳ ଦେବେନ୍ଦ୍ର କୁମାର ପାଣ୍ଡେ ।

କିନ୍ତୁ ସବୁ ଠାରୁ ବଡ କଥା ହେଉଛି, ଗଣିତ ବହି ର କିଛି ଶବ୍ଦ ମଧ୍ୟ ଭଲ ଭାବେ ପଢି ପାରି ନ ଥିଲେ ଓ ଗଣିତ ର ଭାଗ ରେ ଶିକ୍ଷୟତ୍ରୀ କିଛି କରି ପାରି ଲେନି । ଆଉ ଠିକ ଏହି ସମୟ ରେ ଶିକ୍ଷୟତ୍ରୀ ଙ୍କୁ ସଙ୍ଗେ ସଙ୍ଗେ ସସପେଣ୍ଡ କରିଥିଲେ ଜିଲ୍ଲାପାଳ ।

ଦେଖନ୍ତୁ ସେହି ସମୟ ର ଦୃଶ୍ୟ ତେବେ ସବୁ ଠାରୁ ବଡ ପ୍ରଶ୍ନ ହେଉଛି, ଯେଉଁଠି ଖୋଦ୍ ଗଣିତ ଦିଦି ଶିକ୍ଷୟତ୍ରୀ ଗଣିତ କରିପାରୁ ନାହାନ୍ତି ବହି ପଢି ପାରୁ ନାହାନ୍ତି, ସେଠି କେମିତି ଗଢା ହେବ କୁନି ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ । ଅନ୍ୟ ପଟେ ଜିଲ୍ଲାପାଳ ଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ କୁ ଅନେକ ପ୍ରଂଶସା କରୁଛନ୍ତି ।

ଯେଉଁ ଠାରେ ଶିକ୍ଷୟତ୍ରୀ ପାଠ ଜାଣି ନାହାନ୍ତି ସେଠାରେ ପିଲା ମାନେ କଣ ଶିଖିବେ ସେହି ବିଦ୍ୟାଳୟରେ ପାଠ ପଢ଼ୁ ଥିବେ ନା କଣ କରିବେ । ମାସ କୁ ମାସ ଦରମା ନେଇ ପିଲା ମାନ ଙ୍କୁ କିଛି ପାଠ ନ ପଡେଇ ବସି ବସି ଦରମା ପାଉଛନ୍ତି ଶିକ୍ଷୟତ୍ରୀ ।

ଆଜି ର ଶିଶୁ ଆଗାମୀ ଦିନ ର ଭବିଷ୍ୟତ ସେମାନ ଙ୍କୁ ଯଦି ଏହି ପରି ପଠା ପଢ଼ିବେ ସେମାନେ ଆଗକୁ କଣ କରିବେ । ଜିଲ୍ଲା ପାଳ ସେହି ସମୟ ରେ ତାଙ୍କୁ ଚାକିରି ରୁ ବାହାର କରି ଦେଇଥିଲେ । ପିଲା ମାନଙ୍କୁ କିଛି ଶିଖି ନାହାନ୍ତୁ ।ତାଙ୍କ ଉଚ୍ଚ ପାଠ ପାଇଁ ଜିଲ୍ଲାପାଳ ନୂତନ ଶିକ୍ଷୟତ୍ରୀ ଚୟନ କରି ନିଯୁକ୍ତି ଦେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।