ତୁ ଗୋଟେ ଟୋକାକୁ ଭଲ ପାଉଛୁ…ମୁଁ ଜାଣିଛି…ଏହି ଛୋଟ ପିଲାର କଥା ଶୁଣିଲେ ହସି ହସି ଗଡ଼ିଯିବେ… 196k ରୁ ଅଧିକ ଲୋକ ଦେଖି ସାରିଲେଣି…

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ବିଷୟ ରେ କିଏ ନ ଜାଣିଥିବ ତେବେ ସୋସିଆଲ ମିଡିଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକ ମାନେ ଅନେକ ଖବର ସମ୍ବନ୍ଧରେ ଅବଗତ ହୋଇଥାନ୍ତି । ସେହି ପରି ସୋସିଆଲ ମିଡିଆ ରେ ଅନେକ କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ ।

ଯାହା ଦ୍ୱାରା ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ ହେଉଛି ।ସୋସିଆଲ ମିଡିଆ ରେ କେତେ ବେଳେ କୌଣସି ଅଘଟଣ କୁ ନେଇ ଭିଡିଓ ଭାଇରାଲ ହୋଇଥାଏ ତ କେତେ ବେଳେ କିଛି ମଜାଦାରିଆ ଭିଡିଓ ଭାଇରାଲ ହୋଇଥାଏ ।

ଅଧିକାଂଶ ସମୟ କୁନି ପିଲା ଙ୍କ ଭିଡିଓ ଗଣ ମାଧ୍ୟମ ରେ ଭାଇରାଲ ହୋଇଥାଏ । ଏହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । କୁନି ପିଲା ମାନେ ନିଜର ଡାନ୍ସ ମାଧ୍ୟମ ରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି ଏବଂ କେତେବେଳେ ନିଜର ମଜାଦାର କଥା ଦ୍ଵାରା ।
ଆପଣ ମାନଙ୍କୁ କହିବା କୁ ଚାହିଁବୁ ଯେ, ସେହିପରି ଏକ କୁନି ପିଲା ର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ଯାହାକୁ ଦେଖି ସମସ୍ତେ ବହୁତ ଖୁସି ମଧ୍ୟ ହେଉଛନ୍ତି । ତେବେ ଆପଣ ମାନେ ବି ସେହି ଭିଡିଓ ଦେଖିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ କି ଏତେ କମ ବୟସରୁ ସେ ଏମିତି ସୁନ୍ଦର ଦିଦି ଙ୍କୁ ଗାଳି ଦେଉଛନ୍ତି । ତେବେ ଆପଣ ତ ଜାଣନ୍ତି କି ଭାରତ ରେ ପ୍ରତିଭାର ଅଭାବ ନାହିଁ ।

ତେବେ ଆଜିକାଲି ଇନଷ୍ଟାଗ୍ରାମ ରେ ଏହିପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଜଣେ ଛୋଟ ପିଲା ଯିଏ ଏକ ଦିଦି ଙ୍କ ଗାଳି ରେ ସବୁ କଥା କହୁଛନ୍ତି ତାର ଶିକ୍ଷୟିତ୍ରୀ ଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି ।

ପିଲା ଟି ତାଙ୍କ ଟିଉସନ୍ ଦିଦି ଙ୍କୁ ଗାଳି ଦେଉଛନ୍ତି ଆହୁରି ତାଙ୍କୁ ଧମକ ଦେଉଛନ୍ତି ଯେ ଚିହ୍ନିନୁ ମୋତେ ଛେଚିଦେବି ଯେ ତାପରେ ତାଙ୍କ ଟିଉସନ୍ ଦିଦି ଙ୍କୁ ଗାଳି ପରେ ଗାଳି ଦେଲେ କୁନି ପିଲା। ଦିଦି କହୁଛନ୍ତି ପାଠ ପଢ଼ୁନୁ କଣ ପାଇଁ ତୁ ଖାଲି ଏଇଠି ସେଇଟି ବୁଲୁଛୁ ପାଠ ପଢ଼ିବାର ନା ନାହିଁ।

ପିଲା ଟି ତାପରେ କହୁଛି ତୁ କହାକୁ ଭଲ ପାଉଛୁ ମୁଁ କହିଦେବି ପୋଲିସ୍ କୁ ମୋତେ ଯଦି ତୁ ଆଉ ଥରେ ପିଟିବୁ।ଦେଖନ୍ତୁ ଆଜି କାଲି ର ପିଲା ମାନେ ତାଙ୍କ ଟିଉସନ୍ ଦିଦି ଙ୍କୁ ମାନୁ ନାହାନ୍ତି ।

ପିଲାଟିର କିପରି କ୍ରୋଧରେ ଦିଦି ଙ୍କ ମୁଣ୍ଡ ଉପରେ ନାଚୁଛନ୍ତି ।ଏହା ଦେଖି ଦିଦି ପିଲା ଙ୍କୁ ଗାଳି ଦେଉଛନ୍ତି କିନ୍ତୁ କୁନି ପିଲା ଟି ବି କାମ ନୁହନ୍ତି ।ଟିଉସନ୍ ଦିଦି ପିଲା ଙ୍କୁ ଗାଳି ଦେଉଛନ୍ତି ଓ ପିଲା ଟି ମଧ୍ୟ ତାଙ୍କୁ ଗାଳି ଦେଉଛନ୍ତି ।ଏହି ଭିଡ଼ିଓ ଟି ନିଆଁ ପରି ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।