Exclusive Video – ମୋ ଝିଅ ତପସ୍ୱିନୀ OAS ଅଫିସର ହେବ ଏମିତି କହିଲେ ପ୍ରମିଳା ତ୍ରିପାଠୀ ଦେଖନ୍ତୁ ଏହି VIRAL ଭିଡ଼ିଓ ଟିକୁ
ଆଜିକାଲି ଯୁବକ ଓ ଯୁବତୀ ମାନେ ସମସ୍ତେ ପ୍ରେମ କରୁଛନ୍ତି। ସେମାନଙ୍କ ଭିତରେ ଧୀରେ ଧୀରେ ପ୍ରେମ ସମ୍ପର୍କ ନିବିଡ଼ ହୋଇ ଯାଇଥାଏ। ଏହା ପରେ ସେମାନଙ୍କ ଭିତରେ ଶାରୀରିକ ସମ୍ପର୍କ ମଧ୍ୟ ରହି ଯାଇଥାଏ ଓ ବିବାହ କରିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇ ଥାଆନ୍ତି।
କିନ୍ତୁ ସେମାନଙ୍କ ସେହି ନିଷ୍ପତ୍ତିରେ ପରିବାର ଲୋକ ମାନେ ଅସ୍ୱୀକାର କରି ଥାଆନ୍ତି ଓ ପାରିବାରିକ ବିବାଦ ମଧ୍ୟ ଦେଖା ଯାଇଥାଏ। ଏହା ପରେ ଧୀରେ ଧୀରେ ଉଭୟ ଯୁବକ ଓ ଯୁବତୀ ମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ଯାଇଥାଏ। ଏଭଳି ସ୍ଥଳେ କୋର୍ଟ କଚେରୀ ମଧ୍ୟ ଦୋୖଡି ଥାଆନ୍ତି। ଏମିତିକି ଅନେକ ତଥ୍ୟ ମଧ୍ୟ ଶୁଣିବା ପାଇଁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତାହା ହେଉଛି ସମାଜ ସେବୀ ନମ୍ରତା ଜଡ଼ା କହିଛନ୍ତି ଯେ, ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାସ ଆଶାର ଆଲୋକକୁ ଆସିଲେ ହୁଏତ ସମାଧାନ ହୋଇ ପାରିବ ବୋଲି କହିଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ଡାକ୍ତର ସୁମିତ ସାହୁ ଓ ତପସ୍ୱିନୀ ଦାସଙ୍କ ମଧ୍ୟରେ ଲାଗି ଥିବା ପାରିବାରିକ ବିବାଦ ଆପଣ ମାନେ ସମସ୍ତେ ଜାଣିଥିବେ। ନିଜର ହକ ପୂରଣ କରିବା ପାଇଁ ଦେଢ଼ ମାସ ଧରି ସେ ତାଙ୍କ ସ୍ୱାମୀଙ୍କ ଘର ସାମ୍ନାରେ ଧାରଣାରେ ସେମିତି ବସି ରହିଥିଲେ ଓ ଏମିତିକି ଘର ବାରଣ୍ଡାରେ ରହି ମଧ୍ୟ ଦିନ କାଟୁଥିଲେ। ତାଙ୍କର ଏହି ମାମଲା କୋର୍ଟରେ ଯାଇ ପହଁଛି ଥିଲା ଓ କୋର୍ଟ ସେମାନଙ୍କୁ ୭ ଦିନ ପାଇଁ ଏକାଠି ରହିବା ପାଇଁ ନିଷ୍ପତ୍ତି ଡେଇଥିଲେ। କିନ୍ତୁ ତାଙ୍କ ମାମଲାର ସମ୍ପୂର୍ଣ୍ଣ ଭାବରେ ସମାଧାନ ହୋଇ ପାରି ନଥିଲା।
କିନ୍ତୁ ତପସ୍ୱିନୀ ତାଙ୍କ ଶ୍ୱଶୁର ଘରେ ରହିବେ ବୋଲି ଜିଦ ଧରି ବସି ରହିଲେ। କୋର୍ଟର ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ମହିଳା ତାଙ୍କ ଶ୍ୱଶୁର ଘରେ ରହୁଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ତାଙ୍କ ମାମଲା କୋର୍ଟରେ ବିଚାରଧିନ ରହିଛି। କିନ୍ତୁ ବର୍ତ୍ତମାନ ଶୁଣିବା ପାଇଁ ମିଳୁଛି ଯେ, ଏହି ଦୁଇ ଜଣଙ୍କର ମାମଲା ଆଶାର ଆଲୋକରେ ସମାଧାନ ହୋଇ ପାରିବ ବୋଲି ତାହାକୁ ନେଇ ଚର୍ଚ୍ଚା ଜୋର ସୋର ଭାବରେ ଚାଲିଛି।
ସେମାନଙ୍କର ସମସ୍ୟାର ସମାଧାନକୁ ନେଇ ସମାଜ ସେବୀ ନମ୍ରତା ଜଡ଼ା ମନ୍ତବ୍ୟ ଦେଇଛନ୍ତି ଯେ, ଉଭୟ ପକ୍ଷ ଆଶାର ଆଲୋକକୁ ଆସିଲେ ହୁଏତ ସମାଧାନ ହୋଇ ପାରିବ ବୋଲି କହିଛନ୍ତି। ଆହୁରି ମଧ୍ୟ ସମାଜ ସେବୀ କହିଛନ୍ତି ଯେ, ସୁମିତ କୋର୍ଟରେ ପହଞ୍ଚୁ ନାହାଁନ୍ତି ଉଭୟ ପକ୍ଷ ନଆସିଲେ ଏହାର ସମାଧନ ହୋଇ ପାରିବ ନାହିଁ। ଯଦି ଉଭୟ ପକ୍ଷ ଆସିବେ ତା’ହେଲେ ହୁଏତ ସମ୍ଭବ ହେବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।