ବୋଉଲୋ ବାପା ଆମକୁ ଠକି ପର କରିଥିଲେ ! ଶେଷରେ ତୁ ବି ନୂଆ ବାପାକୁ ପାଇ ଆମକୁ ଠକି ଦେଲୁ… ଦେଖନ୍ତୁ ଭାଇରାଲ Video

ପିତା ମାତା ଙ୍କ ତାଙ୍କ ପିଲା ମାନଙ୍କୁ ବହୁତ ସ୍ନେହ ଶ୍ରଦ୍ଧା ଦେଇଥାଏ ଯେ ସେ ଚାହିଁ ଥାଆନ୍ତି ତାଙ୍କ ପିଲା ମାନେ ଭଲ ହେଇଥାନ୍ତି ।କିନ୍ତୁ ସେହି ପିଲା ଙ୍କ ମୁଣ୍ଡ ରୁ ବାପା ଓ ମା ଙ୍କ ହାତ ଉଠି ଯାଇଥାଏ ସେହି ପିଲା ଟି ବେଶରା ହୋଇଯାଇଥାଏ ପିଲା ଟି କଣ କରିବ କଣ ନାହିଁ ତାହା ଜାଣି ପାରନ୍ତି ନାହିଁ ତାହା ସିଏ ଜାଣିଛି ଯାହା ପାଖରେ ମା ର ଭଲ ପାଇବା ରହିଛି ନା ନାହିଁ।

ଦୁନିଆରେ ସବୁଠାରୁ ଅଧିକ ଭଲ ପାଇବା ମା ଙ୍କ ଠାରୁ ମିଳିଥାଏ । ସେଥି ପାଇଁ ମା ର ଭଲ ପାଇବାକୁ ଦୁନିଆର ନି ସ୍ୱାର୍ଥପର ଭଲ ପାଇବା କୁହାଯାଏ । କିନ୍ତୁ ସେହି ମା ଦୁଇ କଅଳା ପିଲାଙ୍କୁ ଅନାଥ କରିକି ଫେରାର ହେଇ ଯାଇଛନ୍ତି ମାଅ । ସେହି କଅଳା ପିଲା ଙ୍କ ଅବସ୍ଥା କଣ ହୋଇଥିବ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯାହାକୁ ଦେଖିଲେ ହୁଏତ ଆପଣଙ୍କ ହୃଦୟ ଥରି ଉଠିବ ।

ଦୁଇ କଅଳା ପିଲାଙ୍କୁ ତାଙ୍କ ମା ଛାଡି ଚାଲି ଯାଇଛନ୍ତି କୁଆଡେ ଅନ୍ୟ କାହା ସହିତ ଫେରାର ହେଇଯାଇଛି । ତେବେ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ଯେ ଏକ ରେଲୱେ ଷ୍ଟେସନ ରେ ଦୁଇ ଜଣ କଅଁଳ, କମଳମୋତି ପିଲା ଏକା ଭୁକ ଉପବାସ ରେ ବସି ରହିଛନ୍ତି ଆଉ ମନେ ମନେ ତା ମା ର ଫେରିବା ବାଟ କୁ ଚାହିଁ ବସିଛି ।

ହେଲେ ସେ ଜାଣିନାହିଁ ଯେ ତା ମା ଆଉ ଫେରିବ ନାହିଁ ପିଲା ଟି ଦିନ ରୁ ବାପା ର ପରିଚୟ ପାଇ ନ ଥିବା ଏହି ଦୁଇ କୁନି କମଳ ମୋତି ପିଲା, ଆଜି ମା’ ର ପରିଚୟ ବି ହରାଇ ବସିଛ । ନିରୀହ ଦୁଇ ଜଣ ଶିଶୁ ଏବେ ତାଙ୍କ ମାଆଙ୍କ ବାଟ କୁ ଚାହିଁ ବସିଛନ୍ତି ।


ଏହି ନିରୀହ ଦୁଇ ପିଲା କି ଭୁଲ କରିଥିଲା ଯାହାର ଶାସ୍ତି ଏହି କମ ବୟସ ରୁ ସେମାନେ ଭୋଗୁ ଥିଲେ ସେମାନଙ୍କ ଦୁଃଖ ଦେଖି କେହି ସହି ପାରିବେନି ।ଜନ୍ମ ହେଲା ଦିନୁ ବାପା ର ପରିଚୟ ପାଇନଥିବା ଏହି ପିଲାଙ୍କୁ ଏ ସମାଜ ଜରାଜ ସନ୍ତାନ କହୁଥିବା ବେଳେ । ସେମାନେ ମା’ର ସେନ୍ହ ଓ ଭଲ ପାଇବା ଓ ପରିଚୟ ପାଇ ଏ ସମାଜରେ ରହିବାକୁ ଚାହୁଁଥିଲା |ହେଲେ କିଏ ଜାଣିଥିଲା ଏ ନିସ୍ଵାର୍ଥ ପର ଦୁନିଆରେ ଭଗବାନ ମଧ୍ୟ ଏ ପିଲାଙ୍କ ପାଇଁ ନିଷ୍ଠୁର ହେଇଯାଇଛି ।

ମା ତାଙ୍କ ର ମାୟା ମମତା କୁ ଭୁଲି ଏହିଭଳି ଭାବରେ ଛାଡିକି ପଳେଇଯିବ ଅତ୍ୟନ୍ତ ଦୁଃଖର କଥା ବୋଲି କୁହାଯାଉଛି ।ଭାଇରାଲ ହେଉଥିବା ଭିଡ଼ିଓରେ ଏହା ଦେଖା ଯାଇଛି ଯେ ଦୁଇଜଣ କମଳ ମୋତି ପିଲାଙ୍କୁ ତା ମା ରେଲୱେ ଷ୍ଟେସନ ରେ ଛାଡି ଦେଇ ଅନ୍ୟ ଏକ ଯୁବକ ଙ୍କ ସହିତ ଫେରାର ହେଇଯାଇଛି ବୋଲି କୁହାଯାଇଛି । ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆରେ ନିଆଁ ପରି ଭାଇରାଲ ହେବାକୁ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।