ଆଜି କାଲି ର ଦୁନିଆ କେବଳ ଶାରୀରିକ ସମ୍ପର୍କ ପାଇଁ ଚାଲୁଛି । ହଁ ଆଜ୍ଞା ଟିକିଏ ଖୁସି ପାଇଁ ନିଜ ସ୍ତ୍ରୀ ସ୍ୱାମୀ କୁ ମାରି ଦେଉଛି । ଦୁନିଆ ବଡ଼ ଅଜବ ଏଠି କାହାକୁ ବି ବିଶ୍ୱାସ କରିବା ଠିକ କଥା ନୁହେଁ । ଆଜିର ସବୁ ଠାରୁ ବଡ଼ ଘଟଣା ଧରମ ଭାଇ କୁ ସ୍ୱାମୀ କରିବା ପାଇଁ ନିଜ ସ୍ୱାମୀକୁ ମାରି ଦେଲା ସ୍ତ୍ରୀ ।
ତେଣୁ କଳି ଯୁଗ ସରିବ କେମିତି ? ଏଠି ସମସ୍ତେ ଶାରୀରିକ ସମ୍ପର୍କ ପାଇଁ ପାଗଳ ହୋଇ ଯିବେ । ଆଉ ତା ପରେ କିଏ କାହାକୁ ମାରିବ ତାର କିଛି ଠିକ ଠିକଣା ନ ଥିବ । ହଁ ଆଜ୍ଞା କଟକ ର ଏମିତି କିଛି ଘଟଣା ଦେଖିବା ପାଇଁ ମିଳିଛି । ଗଙ୍ଗାଧର ବେହେରା !
ଏକ ମାତ୍ର ପୁଅ ଟୁଟୁ ବେହେରା ଗୋଟେ ଝିଅ କୁ 28 ବୟସ ରେ ବିବାହ କରି ଥିଲେ । ତେବେ ତାଙ୍କର ସଂସାର ଅତି ଖୁସି ରେ ଚାଲୁ ଥିବା ସମୟ ରେ ହଟାତ ତାଙ୍କ ଜୀବନ ଚାଲି ଗଲା । ତେବେ ଆସନ୍ତୁ ଜାଣିବା ଟୁଟୁ ର ଜୀବନ କେମିତି ଗୋଲା ।
ଟୁଟୁ କଟକ ରେ ଗୋଟେ ଘରୋଇ କମ୍ପାନୀ ରେ କାମ କରୁ ଥିବା ସମୟ ରେ , ଟୁଟୁ ର ସ୍ତ୍ରୀ ରାୟଗଡା ରେ ଓକିଲ ଅଛନ୍ତି । ତେବେ ଟୁଟୁ ଓ ତାଙ୍କ ସ୍ତ୍ରୀ ଦୁହେଁ ଦୁହିଁ କୁ ବହୁତ ଭଲ ପାଆନ୍ତି । ତେଣୁ ତାଙ୍କ ଦୁଇ ଜଣଙ୍କ ଔରସ ରୁ ତାଙ୍କର ଗୋଟେ ସନ୍ତାନ ମଧ୍ୟ ହୋଇ ଥିଲା ।
ତେବେ ମୋଟା ମୋଟୀ ଭାବରେ ଦେଖିବା ପାଇଁ ଗଲେ ସେମାନେ ଦୁଇ ଜଣ ବେଶ ଖୁସିରେ ଥିଲେ । କନ୍ତୁ ହଟାତ ଦିନେ ଟୁଟୁ ର ସ୍ତ୍ରୀ କୁ ନୟାଗଡ଼ ରେ ଚାକିରୀ ମିଳି ଥିଲା । ଆଉ ତାଙ୍କ ସ୍ତ୍ରୀ ମଧ୍ୟ ନୟାଗଡ଼ ଯାଇ ଥିଲେ । କିଛି ଦିନ ଗୋଲା ପରେ ତାଙ୍କ ସ୍ତ୍ରୀ ଆଉ ତାଙ୍କୁ କଲ କିମ୍ବା ମେସେଜ କରୁ ନ ଥିଲେ । ତାଙ୍କୁ ଘୃଣା କରିବାରେ ଲାଗି ଥିଲେ । କାରଣ ତାଙ୍କ ଜୀବନ ରେ ଆଉ ଜଣେ ଧରମ ଭାଇ ଆସି ଯାଇ ଥିଲେ ।
ତାଙ୍କ ସ୍ତ୍ରୀ ଘରକୁ ବହୁତ କମ ଆସୁ ଥିଲେ । ଅଧିକ ଦିନ ଧରମ ଭାଇ ସହିତ ରାତି କାଟୁ ଥିଲେ । କିନ୍ତୁ ଦିନେ ସେ ଟୁଟୁ କୁ ନୟାଗଡ଼ ଡାକି ଥିଲେ । ତେବେ ଠିକ ତେର ଦିନ ଯିବା ପରେ ଟୁଟୁ ର ମୃତ୍ୟୁ ଘଟି ଥିଲା ନୟାଗଡ଼ ରେ ।
ତେବେ ଟୁଟୁ ର ଘର ଲୋକ ଯାଇ ଟୁଟୁ ର ଶବ ସତ୍କାର କରି ଥିଲେ । କିନ୍ତୁ ସ୍ତ୍ରୀ ର ଦେଖା ପାଇ ନ ଥିଲେ । ତେବେ ଏବେ ଘର ଲୋକ ମାନେ କହୁ ଛନ୍ତି କି ତାଙ୍କ ପୁଅ କୁ ତାର ସ୍ତ୍ରୀ ମାରି ଦେଇଛି ଓ ଧରମ ଭାଇ ସହିତ ଫେରାର ହୋଇ ଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।