Viral Video : ମୁଁ ଲଙ୍ଗଳା ହେଇ ରାସ୍ତାରେ ବୁଲିବି : ଏମିତି କହିଲେ ରାଣୀ ପଣ୍ଡା,ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଅଭିନେତା ବାବୁସାନ୍ ଓ ପ୍ରକୃତି ମିଶ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଏହି ଅଭିନେତା ଓ ଅଭିନେତ୍ରୀ ଜଣକ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି । ଆପଣ ମାନେ ବାବୁସାନ ଓ ପ୍ରକୃତି ଙ୍କ ଏକ ଭିଡିଓ ନିଶ୍ଚୟ ଦେଖୁଥିବେ , ଏହି ଭିଡିଓ ରେ ବାବୁସାନ୍ ପ୍ରକୃତି ମିଶ୍ର ଙ୍କୁ ନେଇ କାର ରେ ଯାଉଥିବା ସମୟରେ ବାବୁସାନ୍ ଙ୍କ ପତ୍ନୀ ତୃପ୍ତି ଆସି ବାବୁସାନ୍ ପିନ୍ଧି ଥିବା ଗଞ୍ଜି କୁ ଓଲାରି ପ୍ରକୃତି ମିଶ୍ର ଚୁଟି ଭିଡା ଭିଡି କରି ମାଡ ମାରିଛନ୍ତି ।

ତାହେଲେ ଏହି ଦୃଶ୍ୟ ରେ ଶୁଣିବାକୁ ମିଳିଛି ଯେ ତୃପ୍ତି ଙ୍କ ଘର ପରିବାର ପ୍ରକୃତି ମିଶ୍ର ଭାଙ୍ଗି ଦେଇଛନ୍ତି । ଏହି ଭିଡିଓ ଟି ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି , ଏହି ଭିଡିଓ ଟି ଅନେକ ଲୋକ ଦେଖିବା ପରେ ଏହା ଠିକ୍ ହୋଇଛି ବୋଲି କହି ତୃପ୍ତି ଙ୍କୁ ସମର୍ଥନ କରିଛନ୍ତି ।

ତାହେଲେ ଏହାରି ଭିତରେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ନିଜ ପ୍ରତିକ୍ରିୟା ରଖିଛନ୍ତି ଯେ ବର୍ତ୍ତମାନ୍ ସମୟ ରେ ସମସ୍ତେ ପର ସ୍ବାମୀ କୁ ନିଜ ସ୍ବାମୀ କରିବା ଓ ପର ସ୍ତ୍ରୀ କୁ ନିଜ ସ୍ତ୍ରୀ କରିବା । ଏହା ସବୁ ଇଣ୍ଡଷ୍ଟ୍ରି ରେ ହେଉଛି , ଏହି କିଛି ଦିନାଧୁ ଏହି ଭଳି ଘଟଣା ଅନେକ ଘଟିଛି । ଏମାନ୍ ଙ୍କୁ ଫ୍ରେସ ମାଲ ମିଳୁ ନାହିଁ କଣ ପାଇଁ ଏମାନେ ପର ଜିନିଷ ଉପରେ ଆଖି ପକାଉଛନ୍ତି ସେମାନ ଙ୍କୁ କଣ ପାଇଁ ଭଲ ଲାଗୁଛି ସେ ଜାଣି ନାହାଁନ୍ତି । ତାହେଲେ ବନ୍ଧୁଗଣ ରାନୀ ପଣ୍ଡା ଓଡ଼ିଶା ର ଲୋକ ମାନ ଙ୍କୁ କହିଛନ୍ତି ରାନୀ ପଣ୍ଡା ଭଳି ଫ୍ରେସ ମାଲ ଖୋଜନ୍ତୁ ।

ପର ସ୍ବାମୀ କୁ ଧରି କାହା ପଇସା ମାରି , ସ୍ବାମୀ ସ୍ତ୍ରୀ କୁ ଅଲଗା କରି ଘର୍ ଭାଙ୍ଗି କଣ ମିଳେ ମୁଁ ବୁଝି ପାରୁନି , ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଏହି ଭଳି ଲୋକ ଆହୁରି ଅନେକ ଅଛନ୍ତି କିନ୍ତୁ ସେମାନେ ଧରା ପଡୁ ନାହାଁନ୍ତି । ସେମାନ ଙ୍କ ଭଳି ଏମାନ ଭିତିରିଆ ଖେଳ ଚାଲି ଥିଲା କିନ୍ତୁ ଏମାନେ ହଠାତ୍ ଧରା ପଡିଗଲେ ।

ତାହେଲେ ଓଡ଼ିଶା ରେ ପ୍ରକୃତ ରେ ଯିଏ ନିଜ ସ୍ବାମୀ କୁ ଭଲ ପାଉ ଥିବ , ଭକ୍ତି କରୁଥିବ, ସ୍ନେହ କରୁଥିବ , ସେହିଭଳି ସ୍ତ୍ରୀ କେବେ ବି ପର ଝିଅ ସହିତ ନିଜ ସ୍ବାମୀ କୁ ଦେଖିଲେ ସହି ପାରିବ ନାହିଁ । ଯେଉଁଟା କୁ ତୃପ୍ତି ଦେଖି ରାସ୍ତା ଉପରେ ଆକ୍ସନ ନେଲେ ।

ତାହେଲେ ସମସ୍ତେ ନିଜ ଘର୍ ର କଳି କୁ ବାହାର କୁ ଆଣନ୍ତୁ ନାହିଁ । ଏହି ଭଳି ଭାବେ ରାନୀ ପଣ୍ଡା ତାଙ୍କ ପ୍ରତିକ୍ରିୟା ରଖିଥିଲେ । ଏହି ପ୍ରତିକିୟା ରେ ଓଡ଼ିଶା ର କିଛି ଲୋକ ରାଣୀ ପଣ୍ଡା କୁ କହିଥିଲେ କି ପ୍ରକୃତି ମିଶ୍ର ଙ୍କୁ କଣ କହୁଛ ନିଜେ ତ ସେମିତି ତାପରେ ରାନୀ ପଣ୍ଡା କହିଲେ କି ମୁଁ ଯଦି କାହାର ଘର ଭାଙ୍ଗି ଥିବି ଗୋଟାଏ ଯଦି ପ୍ରମାଣ ଦେଇ ଦବ ତାହେଲେ ମୁଁ ନାଣ୍ଡ ହେବି ଓ ଲଙ୍ଗଳା ହେଇ କି ରାସ୍ତାରେ ବୁଲିବି ଓ , କଳାକାର ଛାଡି ଦେବୀ ଓ ମାଳିସାହି ରେ ନାଚିବି ହେଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।