Baigana recipe – ନୂଆ ଭାଉଜ ମାନେ ଭାତ ଓ ରୁଟି ରେ ଖାଇବାକୁ ତିଆରି କରନ୍ତୁ ଏମିତିଆ ବାଇଗଣ ତରକାରୀ ,ହାତ ଚାଟି ଚାଟି ଖାଇବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ……..

ବାଇଗଣ-ଆଳୁ ସବୁ ଘରର କମନ୍‌ ପରିବା। ଅନେକ ଲୋକ ଏହାକୁ ସୁଖିଲା ବନାନ୍ତି ତ ଆଉ କିଛି ଲୋକ ଏହାକୁ ରସାଳିଆ ବନାନ୍ତୁ। ଯଦି ଆପଣଙ୍କୁ ଜଲଦି ଜଲଦି ବନାଇବାର ଅଛି ଆଉ ଆପଣ ଘରୁ ବାହାରେ ରହୁଛନ୍ତି ତାହେଲେ ଆଳୁ-ବାଇଗଣର ଏହି ସବଜି ଏକଦମ ବଢ଼ିଆ ରହିବ। ଏହି ତରକାରୀ ବନାଇବା ବି ବହୁତ ସହଜ। ଏଥିରେ ବେଶି କିଛି ଜିନିଷର ଆବଶ୍ୟକ ପଡିବନି ମୁଖ୍ୟ ହେଉଛି ଆଳୁ ବାଇଗଣ ଟମାଟୋ। ତାହେଲେ ଆସନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ:-

ଆଳୁ, ବାଇଗଣ, ଟମାଟୋ, ପିଆଜ, ଅଦା, କଞ୍ଚା ଲଙ୍କା, ଧନିଆ ପତ୍ର, ଲେମ୍ବୁ, ମଟର,ହେଙ୍ଗୁ, ଜିରା, ପାନମଧୁରୀ, ଗରମ ମସଲା, ସୋରିଷ, ଲୁଣ, ଲାଲ ଲଙ୍କା,ହଳଦୀ , କସ୍ତୁରୀ ମେଥି,ଧନିଆ ପାଉଡର, ଜିରା ପାଉଡର ଓ ତେଲ ।

 ପ୍ରସ୍ତୁତି ପ୍ରଣାଳୀ :-
ସର୍ବ ପ୍ରଥମେ ଆଳୁ ଏବଂ ବାଇଗଣ କୁ କାଟି ପାଣି ରେ ପକାଇ ଦିଅନ୍ତୁ। ଏବେ ପିଆଜ ଏବଂ କଞ୍ଚା ଲଙ୍କା କୁ ଚପର ରେ କାଟି ଦିଅନ୍ତୁ। ଆପଣ ଏହାକୁ ଗ୍ରାଇଣ୍ଡର ରେ ବି ଚଲାଇ ପାରିବେ କିମ୍ବା ଛୁରି ରେ କାଟି ପାରିବେ। ଏବେ ଏକ ପ୍ୟାନ କିମ୍ବା କଡେଇ ନିଅନ୍ତୁ। ସେ ଥିରେ ତେଲ ଗରମ କରନ୍ତୁ।

ଏ ଥିରେ ବାଇଗଣ କୁ ତେଲ ରେ ଛାଣି ଦିଅନ୍ତୁ।ତା ପରେ ହେଇଗଲା ପରେ ବାଇଗଣ କୁ ଗୋଟିଏ ପ୍ଲେଟ୍ କୁ ଯଦି ଦିଅନ୍ତୁ ।ତାପରେ ଗ୍ୟାସ୍ ରେ ଆଉ ଗୋଟିଏ କଢ଼େଇ ନିଅନ୍ତୁ ଏଥିରେ ହେଙ୍ଗୁ, ଜିରା, ସୋରିଷ ଏବଂ ପାନମଧୁରୀ ପକାନ୍ତୁ। ଏହା ଫୁଟି ଆସିଲେ ସେ ଥିରେ ପିଆଜ ଏବଂ ଅଦା- ରସୁଣ ପେଷ୍ଟ ପକାନ୍ତୁ।

ମସଲା ଭାଜି ହୋଇ ଗଲା ପରେ ଟମାଟୋ ପକାଇ ଦିଅନ୍ତୁ। ଏବେ ହଳଦି, ଲୁଣ, ଲଙ୍କା, ଗରମ ମସଲା ପକାନ୍ତୁ। ଯେତେ ବେଳେ ତେଲ ଗରମ ହେବା କୁ ଲାଗିବ ସେ ଥିରେ କାଟି ରଖିଥିବା ବାଇଗଣ ଏବଂ ଆଳୁ ପକାନ୍ତୁ। ପାଣି ପକାଇ ମିଡିୟମ୍‌ ଆଞ୍ଚ ରେ ପରିବା କୁ ସିଝିବା କୁ ଦିଅନ୍ତୁ।

ପରିବା ଯେତେ ବେଳେ ସିଝି ଯିବ ସେତେ ବେଳେ ଗ୍ୟାସ ବନ୍ଦ କରି ଦିଅନ୍ତୁ। ଯଦି ରସୁଣ ଫ୍ଲେଭର ଅଲଗା ଭାବେ ଚାହୁଁ ଛନ୍ତି ତା ହେଲେ ଏକ ଚାମଚ ଘିଅ ଗରମ କରନ୍ତୁ, ଏଥିରେ ସୁଖିଲା ଲାଲ ଲଙ୍କା ଏବଂ ରସୁଣ କୋଲା ପକାଇ ତଡକା ଦିଅନ୍ତୁ ଏବଂ ଏହାକୁ ନେଇ ତରକାରୀ ଉପରେ ପକାଇ ଦିଅନ୍ତୁ ।

ତାପରେ ମସଲା ଟିକେ କଷି ଗଲା ପରେ ସେଥିରେ ବାଦାମ ପେଷ୍ଟ କୁ ସେହି ମସଲା ଉପରେ ଦେଇକି କଷି ଦିଅନ୍ତୁ । ତାପରେ ଏଥିରେ କିଛି ପାଣି ଦେଇକି ଟିକେ ଗୋଡେଇ ଦିଅନ୍ତୁ ।କିଛି ସମୟ ପରେ ତା ଉପରେ ବାଇଗଣ ପକେଇ ଦିଆନ୍ତୁ ଏହା କୁ ୧୦ ମିନିଟ୍ ଛାଡି ଦିଅନ୍ତୁ । ତାପରେ ଏହା ଗୋଟିଏ ପ୍ଲେଟ୍ କୁ କାଢି ଦିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !