Viral Vdeo : ଶାଢୀ ପିନ୍ଧି ଯୁବତୀ କରୁଛନ୍ତି ଅଦ୍ଭୁତ ଷ୍ଟଣ୍ଟ, ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଶାଢି ରେ ଅଦ୍ଭୁତ ଷ୍ଟଣ୍ଟ୍ ମାରୁଛନ୍ତି। ଲୋକ ଟି। ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏବେ ଏପରି ଗୋଟିଏ ଭିଡିଓ ଯାହାକୁ ଦେଖିଲେ ଆପଣଙ୍କର ପାଦ ବି ନାଚି ଉଠିବେ | ତେବେ ସାଧାରଣତଃ ଆପଣ ମାନେ ଜାଣିଥିବେ କି ସବୁ କଲେଜ ରେ ୱେଲକମ ଓ ଫେରୁୱେଲ ଫାଂକ୍ସନ ହେଉଥିବାର ଆପଣ ମାନେ ତ ଜାଣିଥିବେ |
ତେବେ ଏବେ ଭାଇରାଲ ହେଉଛି ଏପରି ଗୋଟିଏ ଭିଡିଓ ଯୋଉଥିରେ ଝିଅ ଦୁଇଜଣ ଲଗେଇଛନ୍ତି ଠୁମକା ଆଉ ସେହି ଠୁମକା ରେ ପାଗଳ ହେଇ ଯାଇଛନ୍ତି କଲେଜ ର ସମସ୍ତ ପିଲା ମାନେ | ତାହେଲେ ଆସନ୍ତୁ ସେହି ଭଳି ଗୋଟିଏ ଡାନ୍ସ ବିଷୟରେ ଆଜି ଆମେ ମାନେ ଆଲୋଚନା କରିବା |
ତେବେ ସେ ନାଚ ହେଉ କି ଗୀତ ଯଦି ତାହା ଭଲ ଭାବରେ ହୋଇଥିବ ଆଉ ତାଳ ସହିତ ହେଉଥିବ ତାହେଲେ ପିଲା ଠାରୁ ଆରମ୍ଭ କରି ବୁଢ଼ା ବୁଢ଼ି ପର୍ଯ୍ୟନ୍ତ ସମସ୍ତେ ତାକୁ ପସନ୍ଦ କରିଥାନ୍ତି | ତେବେ ଯଦି ନାଚ ଟି ଭଲ ହୋଇଥାଏ ତାହେଲେ ସେହି ନାଚର ତାଳେ ତାଳେ ସମସ୍ତେ ମଧ୍ୟ ତାହା ଆଡକୁ ଆକର୍ଷିତ ହୋଇଥାନ୍ତି ଓ ସେହି ନାଚର ତାଳେ ତାଳେ ଠୁମକା ଲଗାଇଥାନ୍ତି ଓ ଗୀତ ଓ ନାଚକୁ ଆନନ୍ଦର ସହିତ ଉପଭୋଗ ମଧ୍ୟ କରିଥାନ୍ତି | ତେବେ ସେମିତି ଦୁଇଟି ଝିଅ ର ନାଚ ଏବେ ଭାଇରାଲ ହେଉଛି ଯାହାକୁ ଦେଖିକି ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି |
ସେ ଝିଅ ଟି ର ନାମ ମିଲି ସରକାର। ଶାଢି ରେ ଅଦ୍ଭୁତ ଷ୍ଟଣ୍ଟ୍ ମାରୁଛନ୍ତି। ଲୋକ ଟି। ସେସିଆଲ ମିଡ଼ିଆରେ!ତେବେ ଆଜିର ସମାଜରେ ଛୋଟ ହେଉ କି ବଡ ନିଜର ପ୍ରଶଂସା ନିଜେ ସାଉଁଟି ବା ସୋସିଆଲ ମିଡ଼ିଆ ଏକ ବଡ ମାଧ୍ୟମ ପାଲଟିଛି |
ଏବେ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରାଲ ହେଉଛି ଗୋଟିଏ ଡ୍ୟାନ୍ସ ଯେଉଁ ଡ୍ୟାନ୍ସ ରେ ଯୁବତୀ ଜଣଙ୍କ ଓ ସୁନ୍ଦର ଗୀତ ରେ ନିଜର ପ୍ରତିଭା କୁ ଦର୍ଶକ ମାନଙ୍କୁ ଦେଖାଇଥିଲେ ଓ ତାହା ପୁଣି ଗୋଟିଏ କଲେଜ ର ଫେରୁୱେଲ ଫାଂକ୍ସନ ରେ | ତେବେ କଲେଜ ରେ ସମସ୍ତେ ଯୁବତୀ ଜଣଙ୍କ ଏହି ଡ୍ୟାନ୍ସ କୁ ଦେଖି ପ୍ରଶଂସା ମଧ୍ଯ କରିଥିଲି |ଯୁବତୀ ଜଣଙ୍କ ଡ୍ୟାନ୍ସ କରୁଥିବା ସମୟରେ କେହି ଜଣେ ଏହି ଡ୍ୟାନ୍ସ ର ଭିଡ଼ିଓ ମୋବଇଲ ରେ କ୍ଲିକ କରି ସୋସିଆଲ ମିଡିଆରେ ଛାଡିଛନ୍ତି ଯାହା ଦ୍ୱାରା ଏହି ଭିଡ଼ିଓ ଅତି ସହଜ ରେ ଖୁବ କମ ସମୟ ଭିତରେ ସମସ୍ତ ଙ୍କ ମନ ଜିତି ପାରିଥିଲେ |
ହୋଇଥାଏ ତାହେଲେ ସେହି ନାଚର ତାଳେ ତାଳେ ସମସ୍ତେ ମଧ୍ୟ ତାହା ଆଡକୁ ଆକର୍ଷିତ ହୋଇଥାନ୍ତି ଓ ସେହି ନାଚର ତାଳେ ତାଳେ ଠୁମକା ଲଗାଇଥାନ୍ତି ଓ ଗୀତ ଓ ନାଚକୁ ଆନନ୍ଦର ସହିତ ଉପଭୋଗ ମଧ୍ୟ କରିଥାନ୍ତି | ତେବେ ସେମିତି ଦୁଇଟି ଝିଅ ର ନାଚ ଏବେ ଭାଇରାଲ ହେଉଛି ଯାହାକୁ ଦେଖିକି ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।