ଓଃ..କି ଡାନ୍ସ ! ସମ୍ବଲପୁରୀ ଶାଢୀରେ କୁନି ଝିଅର ଜବରଦସ୍ତ ଠୁମକ ଡାନ୍ସ …ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ video….

ଆପଣ ମାନେ ତ ଜାଣିଥିବେ କି ନାଚ ଆଉ ଗୀତ ଗୋଟିଏ ଏମିତି ଜିନିଷ ଯାହା ସମସ୍ତଙ୍କର ମନକୁ ମୁଗ୍ଧ କରେଇଦିଏ |ତେବେ ଆପଣ ମାନେ ତୋ ପ୍ରତେକ ଦିନ ସେସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଛୋଟ ଛୋଟ ପିଲା ମାନଙ୍କର ଡାନ୍ସ ଭିଡିଓ ତ ଦେଖିଥିବେ | କିନ୍ତୁ ବର୍ତ୍ତମାନ ଏପରି ଗୋଟିଏ ଭିଡିଓ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣଙ୍କ ମନ ମଧ୍ୟ ଖୁସି ହେଇଯିବ |ତେବେ ସେହି ଭଳି ଏକ ଭିଡିଓ ଆସିଛି ଯାହା ଆପଣ ମାନଙ୍କ ମନକୁ ମଧ୍ୟ ମୁଗ୍ଧ କରେଇ ଦେଉଛି | ତାହେଲେ ଆସନ୍ତୁ ସେହି କୁନି ଝିଅ ଦୁଇଜଣ ସାମି ଗୀତରେ ଡାନ୍ସ କରୁଥିବାର ଭିଡିଓ ଭାଇରାଲ ହେଉଛି, ଆସନ୍ତୁ ସେ ବିଷୟରେ ଅଧିକ କିଛି ଆଲୋଚନା କରିବା |

ତେବେ ମନକୁ ଖୁସି କରେଇ ଦେଇଥାଏ ଛୋଟ ଛୋଟ ଛୁଆ ମାନଙ୍କର ନାଚ | ସେ ନାଚ ହେଉ କି ଗୀତ ଯଦି ତାହା ଭଲ ଭାବରେ ହୋଇଥିବ ଆଉ ତାଳ ସହିତ ହେଉଥିବ ତାହେଲେ ପିଲା ଠାରୁ ଆରମ୍ଭ କରି ବୁଢ଼ା ବୁଢ଼ି ପର୍ଯ୍ୟନ୍ତ ସମସ୍ତେ ତାକୁ ପସନ୍ଦ କରିଥାନ୍ତି |

ତେବେ ଯଦି ନାଚ ଟି ଭଲ ହୋଇଥାଏ ତାହେଲେ ସେହି ନାଚର ତାଳେ ତାଳେ ଦର୍ଶକ ମାନେ ମଧ୍ୟ ତାହା ଆଡକୁ ଆକର୍ଷିତ ହୋଇଥାନ୍ତି ଓ ସେହି ନାଚର ତାଳେ ତାଳେ ଠୁମକା ଲଗାଇଥାନ୍ତି ଓ ଗୀତ ଓ ନାଚକୁ ଆନନ୍ଦର ସହିତ ଉପଭୋଗ ମଧ୍ୟ କରିଥାନ୍ତି |

ତେବେ ସେମିତି ଦୁଇ ଜଣ ଝିଅ ସାମି ଗୀତରେ ନାଚ ଏବେ ଭାଇରାଲ ହେଉଛି ଯାହାକୁ ଦେଖିକି ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି | ଆଉ ସେହି ଦୁଇ ଝିଅ ଷ୍ଟେଜ ଉପରେ ନାଚିଛନ୍ତି ଓ ଦୁଇଜଣ ସମାନ ଗେଟପ ନେଇଛନ୍ତି, ଆଉ ବହୁତ ଭଲ ଭାବରେ ଠୁମକା ମଧ୍ୟ ଲଗାଉଛନ୍ତି |

 ଏତେ କୁନି ଝିଅ ଏପରି ଡାନ୍ସ କରିପାରେ ତାହା ସମସ୍ତଙ୍କୁ ଚକିତ କରିଛି।ଆପଣଙ୍କୁ କହି ରଖୁଛୁ ଯେ ଏହି ଡାନ୍ସ ଟି ହେଉଛି ସୁପର ଡ଼ାନ୍ସର ଶୋ ର ଏକ ଡାନ୍ସର ଭିଡିଓ। ଏହି ଭିଡିଓ ରେ ଯେଉଁ ପିଲାଟି ଡାନ୍ସ କରୁଥିବାର ଆପଣ ଦେଖିବାକୁ ପାଉଛନ୍ତି ସେହି ପିଲାଟିର ଡାନ୍ସ ବାସ୍ତବରେ ଏକ ଭିନ୍ନ ମନୋରଞ୍ଜନ ପୂର୍ଣ୍ଣ ଅଟେ।

ଯାହାକୁ ଦେଖିଲେ ହୃଦୟରୁ ଏକ ଭିନ୍ନ ଖୁସି ଆସୁଛି। ତେବେ ଆପଣ ତ କୁନି ପିଲା ମାନଙ୍କର ଅନେକ ଭିଡିଓ ଅନେକ ସମୟରେ ଦେଖିଥିବେ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ।

ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ। କାରଣ ଛୋଟ ଛୋଟ ପିଲା ମାନଙ୍କର ଭିଡିଓ ଦେଖିବାକୁ ବହୁତ୍ ଖୁସି ଲାଗିଥାଏ।ସେମାନଙ୍କ ଡାନ୍ସ ଦେଖିବାରେ ଏକ ଭିନ୍ନ ଧରଣର ଆନନ୍ଦ ବି ରହିଥାଏ। ତେବେ ଅନେକ ଜଣ ସେମାନଙ୍କ ଏପରି ଭିଡିଓ କୁ ଦେଖି ବହୁତ୍ ମଜା ନିଅନ୍ତି ଏବଂ ଚାହିଁ ରହି ଯାଆନ୍ତି।

ସେମାନଙ୍କ ଡାନ୍ସ ଯେମିତି ବି ହେଉ ତାହା ବେଶ୍ ସୁନ୍ଦର୍ ଲାଗିଥାଏ। ସେହିପରି ଏଠାରେ ଏହି ପିଲାଟି ଯାହାର ନାମ ହେଉଛି ମାହି,ସେ ଯେଉଁଭଳି ଅନ୍ଦାଜରେ ନାଚୁଚି ଯେଉଁଭଳି ଷ୍ଟେପ ପକାଉଛି, ହାତରେ ଏବଂ ଗୋଡ଼ରେ ଯେମିତି ସେ ତାଳ ପକାଉଛି ତାହା ଟିକେ ହଟକେ ଲାଗୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।