ପୁଣି ସୁପ୍ରିମକୋର୍ଟ ଙ୍କ ବଡ ଘୋଷଣା ! ଅଳ୍ପ ମଦ ପିଅନ୍ତୁ ସ୍ୱାସ୍ଥ୍ୟ ପାଇଁ ଭଲ… ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

ସୋସିଆଲ ମିଡ଼ିଆରେ ରେ ବର୍ତ୍ତମାନ ମଦ ପିଇବାକୁ ନେଇକି ଚର୍ଚ୍ଚା ଜୋର ଧରିଛି । ଆଉ ଯେଉଁଠି ଜଣା ପଡିଛି କି ମଦ ପିଇବା କୁ ନେଇକି ତଥା ମଦ ଉପରେ ସତର୍କତା ର ଚି଼ହ୍ନ ଦେବା ପାଇକି ସୁପ୍ରିକୋଟ ରେ ବର୍ତ୍ତମାନ ତର୍କ ଚାଲିଛି ।

ଆଉ ଅଳ୍ପ ମଦ ପିଇବା ଶରୀର ପାଇଁକି ଭଲ ବୋଲି ମଧ୍ୟ କହିଛନ୍ତି କେତେକ ବିଶେଷଜ୍ଞ । ଆଉ ଯେଉଁ ଘଟଣା କୁ ନେଇକି ବାର୍ତ୍ତାମାନ ଚର୍ଚ୍ଚା ଜୋର ଧରିଛି । ତାହେଲେ ଦେଖନ୍ତୁ ଭାଇରାଲ ହେଉଥିବା ସେହି ଘଟଣା ଉପରେ ଆପଣ ମାନେ ନଜର ପକାନ୍ତୁ ।
ତେବେ ଯାହା ସୂଚନା ମିଳିଛି କି ମଦ କୁ ନେଇକି ବର୍ତ୍ତମାନ ସୁପ୍ରିମକୋଟ ତାହାର ବଡ଼ ଟିପ୍ପଣୀ ଦେଇଛି । ଆଉ ଯେଉଁଠି ଜଣା ପଡିଛି କି ଅନେକ ମତ ଦେଇଛନ୍ତି କି ଅଳ୍ପ ମଦ ସ୍ୱାସ୍ଥ୍ୟ ପାଇଁକି ଭଲ ହୋଇଥାଏ ବୋଲି କହିଛନ୍ତି |ତେବେ ବରିଷ୍ଠ ଆଇନ ଯିବି ହର୍ଶିନୀ ଉପାଧ୍ୟାୟ ଦାବି କରିଥିବା ଜନ ସ୍ୱାସ୍ଥ୍ୟ ମାମଲା ର ଶୁଣାଣି କରି ମଦ ବିଷୟରେ କିଛି ଏପରି ମନ୍ତବ୍ୟ ରଖିଛନ୍ତି ସୁପ୍ରିମକୋର୍ଟ ।

ତେବେ ମଦ ପିଇବା କୁ ନେଇକି ଅନେକ ଜଣ ଅନେକ ମତ ମଧ୍ୟ ଦେଇଥିବା ବେଳେ, ଯେଉଁଭଳି ତମାଖୁ ସେବନ ସ୍ୱାସ୍ଥ୍ୟ ପ୍ରତି କ୍ଷତି କାରକ ହେଇଥିବା ବେଳେ ତାହା ଉପରେ ସ୍ୱାସ୍ଥ୍ୟ ର ସୁରକ୍ଷା ପାଇଁକି ବୌଧାନିକ ଚି଼ହ୍ନ ଦିଆଯିବାର ଫେଖିବାକୁ ମିଳୁଛି ।

ମଦ ଉପରେ ମଧ୍ୟ ସେହିଭଳି କିଛି ଚି଼ହ୍ନ ଦେବା କଥା ପିଇ ଆଇ ଏଲ ଦାବି କରିଥିଲା । ତେବେ ଏହି କଥାକୁ ସମ୍ପୂର୍ଣ୍ଣ ଭାବରେ ମଣା କରି ଦେଇଛି ସୁପ୍ରିମ କୋଟ, ଆଉ କହୁଛି ଏହା ଗୋଟିଏ ବିଧିଗତ ନିଷ୍ପତି ଅଟେ । ଆଉ ଏହାର ନିଷ୍ପତି ନେବାର ଦାୟିତ୍ୱ କେବଳ ସରକାର ଙ୍କର ଅଛି ବୋଲି ମଧ୍ୟ କହିଛନ୍ତି ସୁପ୍ରିମକୋର୍ଟ । ତେବେ ଏହି ମାମଲା କୁ ନେଇକି ଜଷ୍ଟିସ ର ପ୍ରଧାନ ବିଚାରପତି ଉଦୟ ଉମେଶ ଲଳିତ,ଜଷ୍ଟିସ ଇନ୍ଦିରା ବାନାର୍ଜୀ, ଜଷ୍ଟିସ ଏସ ରବୀନ୍ଦ୍ର ମିଶିକି ଏହି ମାମଲା ର ଶୁଣାଣି କରିଛନ୍ତି ।

ପିଇ ଆଇ ଏଲ ଦାଖଲ କରି କହିଛନ୍ତି କି ସେ ମଦ କୁ ବନ୍ଦ କରିବା କଥା କହୁନାହାନ୍ତି, ମଦ ଉପରେ ବୌଧାନିକ ସତର୍କତାର ଚି଼ହ୍ନ ଦେବାକୁ କହୁଥିଲେ । ଅନେକ ପ୍ରକାରର ରୋଗ ଆଉ ଦୁର୍ଘଟଣା ପାଇଁ ଏହି ମଦ ଦାୟୀ ବୋଲି ସିଗାରେଟ ଭଳି ମଦ ଉପରେ ଲେଖିବା ପାଇଁ କହିଥିଲେ ସେ ।ତେବେ ଏହି ମାମଲା କୁ ସୁପ୍ରିମକୋର୍ଟ ପ୍ରତ୍ୟାଖାନ କରିବା କଥା ଶୁଣିବାକୁ ମିଳିଛି ।

ତେବେ ଏମିତି କି ଲୋ କମିଶନ ରେ ମଧ୍ୟ ଏହି ମାମଲା କୁ ଉଠାଇ ନେବାକୁ କହିଛି ସୁପ୍ରିମକୋର୍ଟ । ତେବେ ଅନ୍ୟ ପକ୍ଷରେ ମଦରେ ଉପକାରିତା କମ ଓ ଅପକାରିତା ବେଶି ବୋଲି କହିଛନ୍ତି, ଆଉ ଏହା ସ୍ଥାନ ଆଉ ପରିମାଣ ଉପରେ ନିର୍ଭର କରେ ବୋଲି କହିଛନ୍ତି ସୁପ୍ରମକୋଟ । ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!