ମାର୍କେଟ ଘାଣ୍ଟିଲା ପୂର୍ଣ୍ଣ ମଉସା ଙ୍କ ଏହି ଆଲବମ ଭିଡ଼ିଓ ” ପୁଅ ମୋର ବଡ ଲୋକ ବଡ ଅଫିସର “… ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ମ୍ୟୁଜିକ ଭିଡ଼ିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଜାଣିଥିବେ | ଆଉ ଅନେକ ପ୍ରକାରର ନୂଆ ନୂଆ ସ୍ୱର ଆଉ ଅଭିନୟ ର ର ଯାଦୁ ମଧ୍ୟ ଦେଖିବାକୁ ଆମେ ପାଇଥାଉ ସୋସିଆଲ ମିଡ଼ିଆ ଜରିଆରେ |
ତେବେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ଯାହା କୁ ଦେଖିଲେ ଆଉ ଶୁଣିଲେ ଆପଣ ଙ୍କ ମନ ଖୁସି ହେଇଯିବ ଆଉ ବୃଦ୍ଧ ଜଣଙ୍କୁ କିପରି ତାର ପୁଅ ବଡ଼ ଅଫିସର ହେବା ଫଳରେ ନିଜର ଷ୍ଟ୍ରିଭର ବୁଦ୍ଧିରେ ପଡିକି ପର କରିଦେଉଛି ଦେଖିବାକୁ ମିଳିଛି |
ଆଉ ଯେଉଁ ମ୍ୟୁଜିକ ଭିଡ଼ିଓ କୁ ଆପଣ ମାନେ ମଧ୍ୟ ଦେଖିଲେ ପ୍ରସଂଶା ନ କରି ରହି ପାରିବେ ନାହିଁ | ତାହେଲେ ଆସନ୍ତୁ ଦର୍ଶକ ଭାଇରାଲ ହେଉଥିବା ସେହି ମ୍ୟୁଜିକ ଭିଡ଼ିଓ ବିଷୟରେ ଅଧିକ କିଛି ଜାଣିବା |ତେବେ କୁହା ଯାଏ ଦୁନିଆରେ ବାପା ଆଉ ମା ଙ୍କ ଠାରୁ ବଡ଼ ଦେବତା ଆଉ କେହି ନାହିଁ | ଆଉ ସେହି ବାପା ଆଉ ମା ହେଉଛନ୍ତି ଚଳାନ୍ତି ଦେବତା ପିଲା ମାନ ଙ୍କ ପାଇଁ |
ଆଉ ସେହି ବାପା ଆଉ ମା ଙ୍କର ଆଶୀର୍ବାଦ ଯଦି ପିଲା ମାନଙ୍କ ଉପରେ ନ ରହିବ ତାହେଲେ ପିଲା ଯେତେ ବଡ଼ ହେଉ ଆଉ ଯେତେ କ୍ଷମତାର ଅଧିକାରୀ ହେଉ ତାହାର ମାନେ କିଛି ନ ଥାଏ | ତେବେ ଆଜି କାଲି ର ଯୁଗ ବଦଳି ବାକୁ ଲାଗିଲାଣି |
ଆଉ ଯେଉଁଠି ଦେଖିବାକୁ ମିଳୁଛି କି ପିଲା ମାନେ ବଡ଼ ହେବା ପରେ ତାର ବାପା ମା ଙ୍କୁ ଭୁଲି ଯାଉଛନ୍ତି |ଆଉ ସେହି ଭଳି ଆ ନ କରି ରହି ପାରିବେ ନାହିଁ | ତାହେଲେ ଆସନ୍ତୁ ଦର୍ଶକ ଭାଇରାଲ ହେଉଥିବା ସେହି ମ୍ୟୁଜିକ ଭିଡ଼ିଓ ବିଷୟରେ ଅଧିକ କିଛି ଜାଣିବା |ତେବେ କୁହା ଯାଏ ଦୁନିଆରେ ବାପା ଆଉ ମା ଙ୍କ ଠାରୁ ବଡ଼ ଦେବତା ଆଉ କେହି ନାହିଁ |
ଆଉ ସେହି ବାପା ଆଉ ମା ହେଉଛନ୍ତି ଚଳାନ୍ତି ଦେବତା ପିଲା ମାନ ଙ୍କ ପାଇଁ | ଆଉ ସେହି ବାପା ଆଉ ମା ଙ୍କର ଆଶୀର୍ବାଦ ଯଦି ପିଲା ମାନଙ୍କ ଉପରେ ନ ରହିବ ତାହେଲେ ପିଲା ଯେତେ ବଡ଼ ହେଉ ଆଉ ଯେତେ କ୍ଷମତାର ଅଧିକାରୀ ହେଉ ତାହାର ମାନେ କିଛି ନ ଥାଏ | ତେବେ ଆଜି କାଲି ର ଯୁଗ ବଦଳି ବାକୁ ଲାଗିଲାଣି |
ଆଉ ଯେଉଁଠି ଦେଖିବାକୁ ମିଳୁଛି କି ପିଲା ମାନେ ବଡ଼ ହେବା ପରେ ତାର ବାପା ମା ଙ୍କୁ ଭୁଲି ଯାଉଛନ୍ତି |ଆଉ ସେହି ଭଳି ଆଜିର ସମାଜରେ ଘଟୁଥିବା କେତେକ ସତ ଘଟଣା କୁ ନେଇକ ଏକ ମ୍ୟୁଜିକ ଭିଡିଓଟିଏ ରିଲିଜ ହେଇଛି | ଆଉ ଯେଉଁ ଗୀତ ଟିର ନାଁ ହେଉଛି “ପୁଅ ମୋର ବଡ଼ ଘର ବଡ଼ ଅଫିସର ” ତେବେ ଏହି ଗୀତ ଟିକୁ ଆଉ ଭିଡିଓକୁ ଦେଖିକି ଜାଣି ହେଉଛି କିଭଳି ମା ବାପା କଷ୍ଟ କରିକି ପୁଅ କୁ ପାଳି ପଶିକି ମଣିଷ କରିବା ସହିତ ଛୋଟରୁ ନେଇକି ବଡ଼ କରିଛନ୍ତି |
ଆଉ ଯେତେବେଳେ ପୁଅ ବଡ଼ ହେଇଯାଉଛି ତାହାର ବଡ଼ ଘର ଆଉ ବଡ଼ ଅଫିସର ହେବା ପରେ ସ୍ତ୍ରୀ କଥାରେଆଉ ଭିଡିଓକୁ ଦେଖିକି ଜାଣି ହେଉଛି କିଭଳି ମା ବାପା କଷ୍ଟ କରିକି ପୁଅ କୁ ପାଳି ପଶିକି ମଣିଷ କରିବା ସହିତ ଛୋଟରୁ ନେଇକି ବଡ଼ କରିଛନ୍ତି |
ଆଉ ଯେତେବେଳେ ପୁଅ ବଡ଼ ହେଇଯାଉଛି ତାହାର ବଡ଼ ଘର ଆଉ ବଡ଼ ଅଫିସର ହେବା ପରେ ସ୍ତ୍ରୀ କଥାରେ ପଡି ନିଜର ବାପା ଙ୍କୁ ମଧ୍ୟ ଘରେ ରଖିବା ପାଇଁ ରାଜି ବେଉନି | ଆଉ ଶେଷରେ ବାପା ଜଣଙ୍କ ପୁଅ ଜନ୍ମ କରିକି କାନ୍ଦି କାନ୍ଦି ମୃତ୍ୟୁ ବରଣ କରୁଛନ୍ତି | ଆଉ ଯେଉଁ ଦୁଃଖଦ ଭିଡିଓକୁ ଯିଏବି ଦେଖିଲେ ତାର ଆଖିରେ ପାଣି ଆସିଯିବ | ଆଉ ଯେଉଁ ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ