Viral Video – ରସିକିଆ ପୋଲିସ ବାବୁ..ସ୍ତ୍ରୀ-ଛୁଆ ଥାଇବି ଭରିଲାନି ମନ..ସହକର୍ମୀଙ୍କୁ ବିବାହ କରିବାକୁ ଗଲେ ପୋଲିସ ବାବୁ Iଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ…
ଆପଣ ମାନେ ତ ଜାଣିଛନ୍ତି କି ଆଜିର ସମୟରେ ପ୍ରେମ ଆଉ ରାଧା କୃଷ୍ସଙ୍କ ପବିତ୍ର ପ୍ରେମ ପରି ହୋଇନାହିଁ। ଏବେକା ପ୍ରେମରେ ଦେଖାଯାଏ କେବଳ ଲୋଭ , ମୋହ , ମାୟା ଆଉ ପ୍ରତାରାଣା । ନିଜର କାମନାର ବାସ ମେଣ୍ଟାଇବା ପାଇଁ ଆଜିକାଲିର ପିଲାମାନେ ପ୍ରେମ କରୁଛନ୍ତି , ହେଲେ ପ୍ରେମ ଭଳି ପବିତ୍ର ଶବ୍ଦର ମାନେ କଣ ତାହା ସେମାନେ ବୁଝନ୍ତି ନାହିଁ । ଆଜି କାଲିର ପିଲା ମେନ କଣ ସଚ୍ଚା ପ୍ରେମ କରିବେ ଆଜିକାଲିର ଯୁବତୀ ଯୁବକ ମାନଙ୍କ ପାଖରେ ମଧ୍ୟ ସଚ୍ଚା ପ୍ରେମର ବହୁତ ଅଭାବ ଦେଖାଯାଏ ।
ବିବାହ ପରେ ମଧ୍ୟ ଆଜିର ପ୍ରେମୀ ଯୁଗଳ ମାନେ ଅନ୍ୟ କାହାକୁ ଭଲ ପାଇ ତାହା ସହିତ ପଳେଇ ଯାଆନ୍ତି ବା ନିଜ ସ୍ୱାମୀ ସ୍ତ୍ରୀ ଥାଇ କରି ଅନ୍ୟ କାହାକୁ ଭଲ ପାଆନ୍ତି । ତେବେ ସେହି ଲୋକମାନଙ୍କ ପାଇଁ ଆମ ସମାଜ ଧୀରେ ଧୀରେ କଳଙ୍କିତ ହେବାରେ ଲାଗିଛି ।
ଯେଉଁ ଘଟଣା ସଂପର୍କରେ ଆମେ ଆପଣ ମାନଙ୍କୁ କହିବୁ ତାହା ମଧ୍ୟ ଏକ ବହୁତ ନିନ୍ଦିତ ଘଟଣା ଏଟେ । କାରଣ ଏଥିରେ ଜଣେ ସରକାରୀ କର୍ମଚାରୀ ହୋଇ କରି ନିଜ ସ୍ତ୍ରୀ ଛୁଆଁ ପିଲା ସହିତ ଏପରି ଭାବେ ପ୍ରତାରଣା କରିଛନ୍ତି ।
ଯାହା ତାଙ୍କ ପାଇଁ କଳଙ୍କ ହେବା ସହିତ ସମାଜକୁ ମଧ୍ୟ ବହୁତ କଳଙ୍କିତ କରିଦେଉଛି ।
ଅନେକ ସମୟରେ ଦେଖାଯାଏ କି ବହୁତ ସରକାରୀ କର୍ମଚାରୀ ମାନେ ନିଜର ପାୱାର ଅନୁସାରେ ଗୋଟିଏ ଦୁଇଟା ବିବାହ ହେବାର କିମ୍ବା ଗୋଟିଏ ପତ୍ନୀ ଥାଉ ଥାଉ ଅନ୍ୟ କାହାକୁ ବିବାହ କରିବାର । ତେବେ ଏପରି କରିବା ତାଙ୍କର ପକ୍ଷେ କେତେ ଠିକ ତାଙ୍କର ଏପରି କାର୍ଯ୍ୟକଳାପ ଦ୍ୱାରା ଅନ୍ୟ ମାନଙ୍କ ମଧ୍ୟରେ ତାହାର ପରିଣାମ କଣ ପଡିବ ସେ କଥାର ସେମାନେ ଧ୍ୟାନ ରଖନ୍ତି ନାହିଁ ।
ରସିକିଆ ପୋଲିସ୍ ବାବୁ। ରସିକିଆ ପୋଲିସ୍ ବାବୁ ପୁନି ନୂତନ ବିବାହ କରିବା ପାଇଁ ଚାହୁଁଛନ୍ତି। ତାଙ୍କର ପ୍ରଥମ ସ୍ତ୍ରୀ କୁ ଛାଡି କରି ଦ୍ବିତୀୟ ବିବାହ କରିବା ପାଇଁ ସେ କହିଛନ୍ତି।
ଯେଉଁ ଘଟଣା ସଂପର୍କରେ ଆମେ ଆପଣ ମାନଙ୍କୁ କହିବୁ ତାହା ମଧ୍ୟ ଏକ ବହୁତ ନିନ୍ଦିତ ଘଟଣା ଏଟେ । କାରଣ ଏଥିରେ ଜଣେ ସରକାରୀ କର୍ମଚାରୀ ହୋଇ କରି ନିଜ ସ୍ତ୍ରୀ ଛୁଆଁ ପିଲା ସହିତ ଏପରି ଭାବେ ପ୍ରତାରଣା କରିଛନ୍ତି ।
ଯାହା ତାଙ୍କ ପାଇଁ କଳଙ୍କ ହେବା ସହିତ ସମାଜକୁ ମଧ୍ୟ ବହୁତ କଳଙ୍କିତ କରିଦେଉଛି । ଅନେକ ସମୟରେ ଦେଖାଯାଏ କି ବହୁତ ସରକାରୀ କର୍ମଚାରୀ ମାନେ ନିଜର ପାୱାର ଅନୁସାରେ ଗୋଟିଏ ଦୁଇଟା ବିବାହ ହେବାର କିମ୍ବା ଗୋଟିଏ ପତ୍ନୀ ଥାଉ ଥାଉ ଅନ୍ୟ କାହାକୁ ବିବାହ କରିବାର।
ନିଜର କାମନାର ବାସ ମେଣ୍ଟାଇବା ପାଇଁ ଆଜିକାଲିର ପିଲାମାନେ ପ୍ରେମ କରୁଛନ୍ତି , ହେଲେ ପ୍ରେମ ଭଳି ପବିତ୍ର ଶବ୍ଦର ମାନେ କଣ ତାହା ସେମାନେ ବୁଝନ୍ତି ନାହିଁ । ଆଜି କାଲିର ପିଲା ମେନ କଣ ସଚ୍ଚା ପ୍ରେମ କରିବେ ଆଜିକାଲିର ଯୁବତୀ ଯୁବକ ମାନଙ୍କ ପାଖରେ ମଧ୍ୟ ସଚ୍ଚା ପ୍ରେମର ବହୁତ ଅଭାବ ଦେଖାଯାଏ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।