New Twist – 2 ବର୍ଷ ଧରି ସମ୍ପର୍କରେ ଥିଲେ ପ୍ରକୃତି-ବାବୁସାନ“ନିଶାରେ ବୁଡି ରହୁଥିଲେ ବାବୁଶାନ, ଫାଇଦା ଉଠେଇଲେ ପ୍ରକୃତି”ଏମିତି କହିଲେ ସ୍ତ୍ରୀ ଦେଖନ୍ତୁ ବିରଳ ଭିଡ଼ିଓ ଟିକୁ…

ଘଟଣାକୁ ନେଇ ବାବୁଶାନ୍‌ ଓ ପ୍ରକୃତି ମିଶ୍ର ଗଣମାଧ୍ୟମକୁ କହିଛନ୍ତି କି ଫିଲ୍ମର ପ୍ରମୋସନ୍‌ ପାଇଁ ଯାଉଥିଲେ । ବାବୁଶାନ୍‌ କହିଛନ୍ତି, ମୁଁ ପ୍ରକୃତିଙ୍କୁ ପିକ୍‌ଅପ୍‌ କରି, ଚେନ୍ନାଇ ଯିବା ଲାଗି ଏୟାରପୋର୍ଟକୁ ଯାଉଥିଲୁ । ଆମେ ସାଙ୍ଗ ହୋଇ କାମ କରୁଛୁ । ସେ ମୋର ବନ୍ଧୁ ,ଯାହା ଚର୍ଚ୍ଚା ଚାଲିଛି ତାହା ଠିକ୍‌ ନୁହେଁ । ମୋର କାମକୁ ନେଇ ପତ୍ନୀ ବୁଝି ନପାରି ଏଭଳି କରିଛନ୍ତି । ତେବେ ପତ୍ନୀ ଙ୍କୁ ମୁଁ ଦୋଷ ଦେଉ ନାହିଁ । ଏକଥା ସତ ଯେ ମୁଁ କିଛି ଭୁଲ କରି ନାହିଁ ବୋଲି ବାବୁଶାନ କହିଛନ୍ତି ।

ଅନ୍ୟପଟେ ପ୍ରକୃତି ମିଶ୍ର ବି ସେହି କଥା କହିଛନ୍ତି । ଫିଲ୍ମର ପ୍ରମୋସନ ପାଇଁ ଚେନ୍ନାଇ ଯିବାର ଥିଲା । ବର୍ଷା ହେଉଥିବାରୁ ବାବୁଶାନ୍‌ ତାଙ୍କୁ ପିକ୍‌ଅପ୍‌ କରିବାକୁ ଯାଇଥିଲେ । ସେ କହିବା କଥାକୁ ବାବୁଶାନ୍‌ଙ୍କ ପତ୍ନୀ ଏବଂ ଶ୍ୱଶୁର ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ସାଙ୍ଗରେ ନେଇ ଏଭଳି ଘଟଣା ଘଟାଇଛନ୍ତି ।

ଯାହାଙ୍କ ପ୍ରେମ ସମ୍ପର୍କ ଏବେ ସର୍ବ ସାଧାରଣ ଲୋକ ଙ୍କ ସାମ୍ନା କୁ ଆସିଛି। ତେବେ ଆପଣ ବାବୁଶାନ୍ ମହାନ୍ତି ଓ ପ୍ରକୃତି ମିଶ୍ର କାର ବସି ଯାଉ ଥିଲା ବେଳେ ତାଙ୍କୁ ଧରି ପକାଇ ଛନ୍ତି ବାବୁଶାନ୍ ମହାନ୍ତି ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ।

ସୂଚନା ଅନୁଯାୟୀ ରାସ୍ତା ଉପରେ ବାବୁଶାନ୍ ମହାନ୍ତି ଙ୍କ ସହ ଝଗଡ଼ା କରି ଥିଲେ ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ। କାରଣ ବାବୁଶାନ୍ ମହାନ୍ତି ଙ୍କ କାର ରେ ଥିଲେ ଓଲିଉଡ଼ ଜଗତ ର ଚର୍ଚ୍ଚିତ ଅଭିନେତ୍ରୀ ପ୍ରକୃତି ମିଶ୍ର। ରାସ୍ତା ରେ ଗାଡି ଅଟକାଇ ଝଗଡ଼ା କରି ଥିଲେ ବାବୁଶାନ୍ ମହାନ୍ତି ଙ୍କ ସ୍ତ୍ରୀ। ତା ସହ ପ୍ରକୃତି ମିଶ୍ର ଙ୍କୁ ମଧ୍ୟ ଟାଣ ଓଟୋରା କରି ଥିଲେ ବାବୁଶାନ୍ ମହାନ୍ତି ଙ୍କ ସ୍ତ୍ରୀ।


ରାସ୍ତା ରେ ଯାଉ ଥିବା ଲୋକ ଏ ସବୁ କୁ ସୁଟ କରିଛନ୍ତି । ଏହି ସମୟ ରେ ବାବୁଶାନ୍ ମଦ ପିଇ ଥିବା ର ମଧ୍ୟ ଲୋକ ମାନେ କହିଛନ୍ତି। ଏଥି ପାଇଁ ଲୋକ ମାନଙ୍କ ମନ ରେ ପ୍ରଶ୍ନ ଉଠୁଛି ଯେ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ବାବୁଶାନ୍ ମହାନ୍ତି ଙ୍କ ମଧ୍ୟ ରେ କଣ ସମ୍ପର୍କ ଥିଲା।

ଉଭୟ ଗାଡି ରେ ବସି କୁଆଡେ ଯାଇ ଥିଲେ। ପୁର୍ବ ରୁ ବାବୁଶାନ୍ ଓ ତାଙ୍କ ପତ୍ନୀ ଙ୍କ ମଧ୍ୟ ରେ ବିବାଦ ଥିଲା କି। ତାଙ୍କ ପତ୍ନୀ ଏବେ ପ୍ରତିକ୍ରିୟା ଶିଳ ହେବାର କାରଣ । ଆଉ ମଧ୍ୟ ସେ କହିଥିଲେ କୁ ବାବୁଶାନ୍ ମହାନ୍ତି ଓ ପ୍ରକୃତି ମିଶ୍ର 2 ବର୍ଷ ରିଲେସନ ରେ ରହିଥିଲେ ଓ ଚାରି ଆଡକୁ କୁ ବୁଲିବା ପାଇଁ ଯାଇଥିଲେ ।

ତୃପ୍ତି ତାଙ୍କୁ କେତେ ଥର ଧାର ପକାଇଛନ୍ତି । ସୋସିଆଲ ମିଡିଆରେ ରେ ଭଉତ ମାତ୍ରା ରେ ଭାଇରଲ ହେବା ରେ ଲାଗିଛି ଏହି ଭିଡ଼ିଓ ଟି ପ୍ରଚୁର ମାତ୍ରା ଭାଇରଲ ହେଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।