🛑EXCLUSIVE : ତୁମ ପୁଅ ବିନା କଣ ଛୁଆଟା ହେଇଚି ନ କଣ ସ୍ୱାମୀ ବାଡ଼େଇଲେ କଣ ସ୍ୱାମୀ ନାଁରେ କେଶ ଦେବ : ଏମିତି କହିଲେ ମଧୁମିତା ରଥ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

କାହିଁକି ନା ଆମେ ଜଣେ ସାଧାରଣ ଲୋକ।ଆମେ ଯଦି ଜଣେ ସେଲିବ୍ରିଟି ହେଇ ଥାନ୍ତୁ କି ରାଜନେତା ହେଇ ଥାଆନ୍ତୁ ତାହେଲେ ବୋଧ ହୁଏ ଓଡ଼ିଶାରେ ଏହି କେଶର ଅନ୍ତ ଘଟି ସାରନ୍ତାଣି।ରାତି ପାହିଲେ ରାକ୍ଷୀ ହେବ।ମୋ ଝିଅ କୋଉ ଭାଇ ହାତରେ ରାଖି ବାନ୍ଧିବ।ମୋ ଘର ବର୍ବାଦ କରି ଗୋଟେ ଝିଅ ଚାଲିଗଲା।ତା ପାଇଁ କଣ ହେଲା।

ଆମେ ଯଦି ଜଣେ ସେଲିବ୍ରିଟି ହେଇ ଥାନ୍ତୁ କି ରାଜନେତା ହେଇ ଥାଆନ୍ତୁ ତାହେଲେ ବୋଧ ହୁଏ ଓଡ଼ିଶାରେ ଏହି କେଶର ଅନ୍ତ ଘଟି ସାରନ୍ତାଣି।ଆମେ ତ ସାଧାରଣ ନାଗରିକ।ଆମ ପ୍ରତି ସରକାର ବି ଦେଲେ ନାହିଁ ଧ୍ୟାନ।କୌଣସି ନ୍ୟାୟ ପ୍ରକ୍ରିୟାରେ ଆମେ ଶାନ୍ତି ନୁହେଁ।ତେବେ ଓଡ଼ିଶା ବାସୀ ନୁହେଁ ସାରା ଭାରତ ବାସୀ ମଧ୍ୟ ଚାହିଁ ବସିଥିଲେ!

ଯେ ଏହି କେଶର କିଛି ଗୋଟେ ହବ।କାରଣ ସେଇ ଯେହେତୁ ଯେତେ ପ୍ରକାର ଡକ୍ୟୁମେଣ୍ଟ ସବୁ ନିଜେ ଲେଖି ଦେଇ ଯାଇଥିଲା।ମୋବାଇଲ ମଧ୍ୟ ସିଜ କରି ରଖିଲେ ଦୁଇ ମାସ କାଳ ଇନ୍ଫୋଷିସ ଥାନା।ସବୁ ରଖିଲା ପରେ କିଛି ହେଲା ନାହିଁ।ଆମେ ଭାବୁଚୁ ବୋଧେ ଉପରୁ କୌଣସି ପ୍ରକାର ଚାପ ପଡିଲା।

ଲୋକେ ତ କହୁଛନ୍ତି ଏଇଟା ପାଇଁ ପୁରା ପୋଲିସ ଦାୟୀ।କେବେ ହେଲେ ତଦନ୍ତ କଲେ ନାହିଁ।ତେବେ କି ତଦନ୍ତ କରିଛନ୍ତି କି ନାହିଁ ତାର ପ୍ରମାଣ ଏପର୍ଯ୍ୟନ୍ତ ଓଡ଼ିଶା ବାସୀ ପାଇ ପାରିଲେ ନାହିଁ।ଆମେ ବାପା ହେଇ ପାଇଲୁ ନାହିଁ ପରିବାର ପାଇଲୁ ନାହିଁ କି ଓଡ଼ିଶା ବାସୀ ବି ପାଇଲେ ନାହିଁ।ଆମକୁ କିଛି ମଧ୍ୟ ଜଣେଇ ନାହାଁନ୍ତି।

ଆମେ ହାଇକୋର୍ଟ ଗଲୁ ପୁଣି ଆଉ ଥରେ ପିଟିସନ କଲୁ ଏବେ ସୁପ୍ରିମ କୋର୍ଟ ଯିବା ପାଇଁ ଚାହୁଁଚୁ କିଛି ମୂଲ୍ୟ ନାହିଁ।ତେଣୁ ଲୁହ ଗଡ଼େଇ ଗଡ଼େଇ ଘରେ ବସିବା ଛଡ଼ା ଆଉ କିଛି ବାଟ ନାହିଁ।ଆଉ ସଂସାର ଅଛି ବୋଲି ଯାହା ବଞ୍ଚିଛୁ।ତେବେ ଆଶା କରୁଛି ଏହି ଆର୍ଟିକିଲ ଆପଣ ମାନଙ୍କୁ କିଛି ବିଶେଷ ତଥ୍ୟ ପ୍ରଦାନ କରିଥିବ।ତେବେ ଆପଣ ମାନଙ୍କ ଏହି ବିଷୟରେ ମତ କଣ ତାହା ମୋତେ ଜଣାଇବାକୁ ଜମା ବି ଭୁଲିବେ ନାହିଁ।

ଏହି ଆର୍ଟିକିଲକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ।ଆସନ୍ତୁ ଜାଣିବା ଆଜିର ପ୍ରସଙ୍ଗ ବିଷୟରେ।ଯେତେବେଳେ କଦଳୀ ବାଲା ଝିଅ ସହ ବିବାହ କରିଦେଉ ଥିଲେ ଏମାନେ ଘର ଭିତରେ ବସି ଅୟସ କରୁଛନ୍ତି ଝିଅଟା ଆଜି ଦାଣ୍ଡରେ ବସିଚି କଣ କାଇଁ ବସିଛି।ଝିଅକୁ ନ୍ୟାୟ ନ ମିଳିଲା ପର୍ଯ୍ୟନ୍ତ ତା ବାପାର ଅଧିକାର ସ୍ତ୍ରୀର ଅଧିକାର!

ତାକୁ ନ ମିଳିଲା ପର୍ଯ୍ୟନ୍ତ ମୁଁ ଏଇଠି ବସିଚି ଆଉ ବସିବି ବି।ଖାଲି ମିଛ କହି କେସ ନଦି ଦେଲେ କିଛି ଡରିବାର ନାହିଁ।ଝିଅ ଏଇଠି ବସିଛି।କିନ୍ତୁ ସମୟ ଆସିବ ସବୁ କଥା ଖୋଲା ଯିବ।ଇଏ କଣ ପାଇଁ ଆସି ଦାଣ୍ଡରେ ବସିଲା ଅଧିକାର କଣ ପାଇଁ ମାଗିଲା ଯେତେବେଳେ କଦଳୀ ବାଲା ଝିଅ ସହ ବିବାହ କରିଦେଉ ଥିଲେ!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।