Potala Anda Recipe – ଅଣ୍ଡା ପୋଟଳର ଏହି ମଜେଦାର ରେସିପିକୁ ରୁଟି ଭାତରେ ଖାଇଲେ ପୁରାଜମିବ,ସମସ୍ତେ ହାତଚାଟିକି ଖାଇବେ/ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ଆପଣ ମାନେ ତ ପୋଟଳ ର ବିଭିନ୍ନ ପ୍ରକାର ତରକାରୀ ଖାଇଥିବେ । କିନ୍ତୁ ଏହି ରେଶିପିକୁ ଥରେ କୈଳ ମାତ୍ରେ ଆପଣ ପୋଟଳ ଓ ଅଣ୍ଡା ର ରେଷିପି କୁ ସବୁଦିନ ଖାଇବେ ବୋଲି ତିଆରି କରିବେ ।ଆପଣ ମାନେ ଥରଟିଏ ରୋଷେଇ କରନ୍ତୁ ଦେଖିବେ ଏହି ରେଷିପିକୁ ଖାଇ ସରିବା ପରେ ଆଉ ଥରେ ନିହାତି ବନେଇକୀ ଖାଇବେ । ଦେଖନ୍ତୁ ପୋଟଳ ଓ ଅଣ୍ଡା ତରକାରି ପାଇ ସାମଗ୍ରି କଣ ଦରକାର ଜାଣି ନିଆନ୍ତୁ ।
ଆବଶ୍ୟକ ସାମଗ୍ରୀ :-
ପୋଟଳ – ୭-୮ଟି,ଆଳୁ – ୪-୫ଟି,ପିଆଜ – ୪-୫ଟି (ଭଲ ଭାବରେ କଟା ହୋଇଥିବା),ସୋରିଷ ତେଲ – ଆବଶ୍ୟକତା ଅନୁସାରେ,ଲୁଣ – ଆବଶ୍ୟକତା ଅନୁସାରେ,ହଳଦୀ – ୧ ଚାମଚ,ହେଙ୍ଗୁ – ୧/୪ ଚାମଚ,ଧନିଆ ପାଉଡର – ୧,ଚାମଚ,ଗରମ ମସଲା – ୧/୪ ଚାମଚ,ଲଙ୍କା ଗୁଣ୍ଡ – ୧/୪ ଚାମଚ,ଲଙ୍କା – ୧ଟି,ଅଦା – ୧ଟି,ଲୁଣ – ୧ ଚାମଚ,ଅଣ୍ଡା -୫ ଟା
ତିଆରି ପ୍ରଣାଳୀ:-
ପୋଟଳକୁ ଚୋପା ଛଡ଼ାଇ ଧୋଇ ଛୋଟ ଛୋଟ ଚୁନି ଚିନି ଟୁକୁଡାରେ କାଟି ଦିଅନ୍ତୁ। ଏହାପରେ କରେଇରେ ତେଲ ଗରମ କରନ୍ତୁ,ତେଲ ଗରମ ହେବା ପରେ ଚୁଲାର ତେଜ କମାଇ ଦିଅନ୍ତୁ ଏବଂ ସେଥିରେ ପ୍ରଥମେ ପିଆଜ ଟିକେ ହୋଇସାରିବା ପରେ ଜିରା,ହେଙ୍ଗୁ,ହଳଦୀ,ଧନିଆ ପାଉଡର,ଲଙ୍କା ଏବଂ ଅଦା ପକାଇ ଭଲରେ ମିଶାଇ ଦିଅନ୍ତୁ!
ଯେ ପରିକି ମସଲା ଭଲ ଭାବରେ କଷି ଯିବ ଏବଂ ଛୋଟ ଛୋଟ କରି ପୋଟଳ ଗ୍ରେଡ୍ କଟିନେବେ କୁ କଟିବାରେ ଆମେ ଏଥିରେ ଗୋଟିଏ ଆଳୁ କାଟି ଦେଇ ଦେବେତାପରେ ଏଥିରେ ମିଶେଇବେ ଅଣ୍ଡା ଓ ହଳଦୀ, ଲଙ୍କା, ଜିରା ଗୁଣ , ଧନିଆ ଗୁଣ୍ଡ ଓ ଗରମ ମସଲା ଓ ଚିକେନ୍ ମସଲା ଓ ଅଳ୍ପ ବେସନ ସହିତ ଭଲ ଭାବେ ମିଶିଯିବ ଦେବେ ତାପରେ ଆଉ ଗୋଟାଏ କଢ଼େଇ ନିଅନ୍ତୁ ଏଥିରେ ସେହି ପ୍ପ୍ରାଏ କରିବେ!
କଢ଼େଇ ରେ ତେଲ ନେବେ ଓ ଏହାକୁ ପ୍ରାଏ କରିବେ ବରା ଗୁଡ଼ିକ ବେଶୀ ଭାଜିବେନି ଅଳ୍ପ ଖାଲି ଭାଜିବେ । ତାପରେ ମସଲା କଷି ଥିବା କଡ଼େଇ ରେ ଏହା ପରେ ୧ କପ୍ ପାଣି ପକାଇ କମ୍ ଆଞ୍ଚରେ ୫ ମିନିଟ ପାଇଁ ଘୋଡାଇ ଦିଅନ୍ତୁ। ୫ ମିନିଟ ପରେ ଢାଙ୍କୁଣି କାଢି ଭଲ ସେ ଚଟୁ ଚଲାନ୍ତୁ ଏବଂ ପୁଣି ଥରେ ୫ ମିନିଟ ପାଇଁ ଢାଙ୍କୁଣି ଦେଇ ଦିଅନ୍ତୁ ।
ଏହାପରେ ଅଳପ ପରିମାଣରେ ପାଣି ପକାଇ ବରାକୁ ସିଝିବାକୁ ଦିଅନ୍ତୁ । ଶେଷରେ ଗରମ ମସଲା ଏବଂ ଜିରା ପାଊଡର ,ଗରମ ମସଲା ଓ ଚିକେନ ମସଲା ପକାଇ ଭଲରେ ମିଶାଇ ଦିଅନ୍ତୁ । ଏହା ପରେ ଧନିଆ ପତ୍ର ପକାଇ ଭଲରେ ମିଶାଇ ଦେଇ ରୁଟି,ଚପାତି,ନାନ୍ କିମ୍ବା ଭାତ ସହିତ ଗରମ ଗରମ ପରଷନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !