viral video – ଅକ୍ଷୟ ପରିଜାଙ୍କ ନ୍ୟୁଡ୍ ଭିଡିଓ ର ଦାମ ୩ କୋଟି ଲଗାଇଥିଲେ ଅର୍ଚ୍ଚନା | ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ମାୟାବିନୀ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଫାସରେ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା । ଅର୍ଚ୍ଚନାଙ୍କ ବିରୋଧରେ ସେ ଅଭିଯୋଗ ଆଣି ନୟାପଲ୍ଲୀ ଥାନାରେ ଏଫଆଇଆର (FIR) ଦେଇଛନ୍ତି ।ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ କେମିତି ନାଗଫାଶ ପକାଇଥିଲା ଅର୍ଚ୍ଚନା ।

ଜଣେ ଯୁବତୀଙ୍କ ଜରିଆରେ ଦେଢବର୍ଷ ଧରି ଫାସ ପକାଇବା ପରେ ଅନ୍ତରଙ୍ଗ ମୂହୂର୍ତର ଭିଡିଓ କଏଦ କରି ହନିଟ୍ରାପ କରିଥିଲା । କେମିତି ଅକ୍ଷୟ ପରିଜାଙ୍କୁ ହନିଟ୍ରାପ କରାଯାଇଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜା ଦେଇଥିବା ଏତଲା କପିରେ ଗୋଟି ଗୋଟି କରି ଲେଖାଯାଇଛି ଅର୍ଚ୍ଚନାର ବ୍ଲାକମେଲର କାହାଣୀ ।

 ନାଗଫାସ ର ଷଡଯନ୍ତ୍ର ରେ ନିଜେ ଫସି ଗଲେ ଅର୍ଚ୍ଚନା ନାଗ । ଯେଉଁ ଯୁବତୀ ଙ୍କୁ ମୋହରା କରି ହନିଟ୍ରାପର ଚକ୍ରାନ୍ତ କରୁଥିଲେ ସେହି ଯୁବତୀ ଜଣକ ପୁଲିସ ଆଗ ରେ ଅର୍ଚ୍ଚନା ଙ୍କ ଅସଲ ମୁଖା କୁ ପଦା ରେ ପକାଇ ଦେଲା । ଆଉ ନିଜେ ଯୁବତୀ ହିଁ ଖଣ୍ଡଗିରି ଥାନା ରେ ଗୋଟି ଗୋଟି କରି ହନିଟ୍ରାପର କାହାଣୀ ପୁଲିସ କୁ କହି ଦେଲେ ।

ଯାହା ଅର୍ଚ୍ଚନା ପାଇଁ କାଳ ପାଲ ଟି, ଜେଲ ର କାଳ କୋଠରୀ କୁ ଠେଲି ଦେଲା ।ଅର୍ଚ୍ଚନାଙ୍କ ଜାଲରେ ସେ କିପରି ଫସିଥିଲେ ଓ କିପରି ବ୍ଲାକମେଲରଙ୍କ ଶିକାର ହୋଇଥିଲେ ସେ ସମ୍ପର୍କରେ ଅଭିଯୋଗକାରୀ ଅକ୍ଷୟ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ।

ନଜର ପକାନ୍ତୁ କଣ କଣ ରହିଥିଲା ଅକ୍ଷୟ ପରିଜା ଙ୍କ ଏତଲା କପିରେ–


-ଦେଢବର୍ଷ ତଳେ ଜଣେ ଯୁବତୀ ସୋସିଆଲ ମିଡିଆ ରେ ଅକ୍ଷୟ ଙ୍କ ସହ ବନ୍ଧୁତା କରିଥିଲେ ।
-ନିଜକୁ ଗରିବ କହି ଟଙ୍କା ସାହାଯ୍ୟ ପାଇଁ ନେହୁରା ହୋଇଥିଲେ ।
-ଫିଲ୍ମରେ କାମ ଦେବାକୁ ରାଜି ନ ହେବାରୁ ପାର୍ଲର ପାଇଁ ୫ ଲକ୍ଷ ମାଗିଥିଲେ ଯୁବତୀ ।
-ନଭେମ୍ବର ମାସରେ ଟଙ୍କା ଦେବାକୁ ରାଜି ହୋଇଥିଲେ ଫିଲ୍ମ ପ୍ରଯୋଜକ ।
– ସାଙ୍ଗେ ସାଙ୍ଗେ ଟଙ୍କା ନ ଦେବା ରୁ ଯୁବତୀ ଖେଳି ଥିଲେ ମାଷ୍ଟରକାର୍ଡ ।
-ଓକିଲ ସାଜି ଓକିଲାତି ଆରମ୍ଭ କରି ଦେଇ ଥିଲେ ଅର୍ଚ୍ଚନା ନାଗ ।

-ଅନ୍ତରଙ୍ଗ ମୂହୂର୍ତ୍ତର ଭିଡିଓ ଭାଇରାଲ କରି ସାମାଜିକ ଗଣମାଧ୍ୟମ ରେ ବଦନାମ କରିବା କୁ ଦେଇ ଥିଲେ ଧମକ ।
-ଏକ ଷ୍ଟାର ହୋଟଲେ କୁ ଡାକି ଭିଡିଓ ଡିଲିଟ୍ ବାବଦ କୁ ମାଗିଥିଲେ ୩ କୋଟି ଟଙ୍କା ।
-ଟଙ୍କା ଦେବା କୁ ମନା କରିବା ରୁ କ୍ୟାରିଅର ବର୍ବାଦ କରିବା ସହ ହତ୍ୟା ଧମକ ଦେଇଥିଲେ ।

ଲେଡ଼ି ବ୍ଲାକମେଲର ହେଉଛନ୍ତି ଅର୍ଚ୍ଚନା ନାଗ ଚାନ୍ଦ । ସ୍ବାମୀ ଜଗବନ୍ଧୁ ଚାନ୍ଦ । ମହିଳା ଜଣକ ଉଚ୍ଚ ଶିକ୍ଷିତା ଓ ଆଇନ ପାଠ ପଢିଥିବା ଜଣାପଡିଛି । ସ୍ବାମୀ ଜଗବନ୍ଧୁ ଚାନ୍ଦ ସହାୟତାରେ ଏଭଳି କଳା କାରନାମାରେ କରୁଥିବା ସନ୍ଦେହ ହେଉଛି ।

ତାଙ୍କ ଫାସରେ ଅନେକ ନାମିଦାମି ବ୍ୟକ୍ତି ରହିଛନ୍ତି । ବ୍ଲାକମେଲରଙ୍କ ହାଇପ୍ରୋଫାଇଲ ପଲିଟିକାଲ ଲିଙ୍କ ରହିଛି । ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ଏକ ବ୍ୟୟବହୁଳ ବଙ୍ଗଳା ମଧ୍ୟ ତିଆରି କରିଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚରେ ତିଆରି ହୋଇଛି ଏହି ଆଲିସାନ ବଙ୍ଗଳା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।