Viral Video : ଦେଶ କେବେ ସ୍ୱାଧୀନ ହୋଇଥିଲା ମୁଁ ଜାଣିନି,ଏମିତି କହିଲେ ଆମ ଓଡ଼ିଆ ଯୁବକ,ଭିଡ଼ିଓ ଦେଖିଲେ ହସି ଗଡ଼ିଯିବେ !ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆଜି ୭୬ ତମ ସ୍ୱାଧୀନତା ଦିବସ । ସାରା ଦେଶ ସ୍ୱାଧୀନତା ର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସର ରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ ହୋଇଛି ।

ତେବେ ବଡ଼ଚଣା ବ୍ଲକ ରେ ଥିବା ସ୍ୱାଧୀନତା ସଂଗ୍ରାମୀ ସ୍ମାରକୀ ସ୍ମୃତି ସ୍ତମ୍ଭ ଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଛି । ରାଜ୍ୟ ସ୍ୱାଧୀନତା ସଂଗ୍ରାମ ର ସଭାପତି ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଯୋଗ ଦେଇ ସ୍ମାରକୀ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାସହିତ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ସେହିପରି ବଡ଼ଚଣା ବ୍ଲକ ପରିସର ରେ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ଏଥି ରେ ବଡ଼ଚଣା ବ୍ଲକ ବିଡ଼ିଓ, ବ୍ଲକ ଅଧକ୍ଷ ଙ୍କ ସମତେ ବହୁ ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଦେଶ କୁ ସ୍ୱାଧୀନତା ଦେବାbରେ ସ୍ୱାଧୀନତା ସଂଗ୍ରାମୀ ଙ୍କ ଭୂମିକା ବେଶ ଗୁରୁତ୍ୱ ପୂର୍ଣ ଥିଲା । ବଡ଼ଚଣା ବ୍ଲକର ବହୁ ସଂଗ୍ରାମୀ ଇଂରେଜ ବିରୁଦ୍ଧରେ ଲଢ଼ି ଦେଶ ପାଇଁ ସ୍ୱାଧୀନତା ଆଣିଥିଲେ ।

 ରାଜ୍ୟରେ ନିରାଡ଼ମ୍ବର ଭାବେ ପାଳନ ହେବ ସ୍ୱାଧୀନତା ଦିବସ। ସ୍ୱଧୀନତା ଦିବସ ପାଳନ ଲାଗି ସରକାରଙ୍କ ତରଫରୁ ଗାଇଡଲାଇନ ଜାରି କରାଯାଇଛି। ଏ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ସରକାରଙ୍କ ତରଫରୁ ଚିଠି ଲେଖାଯାଇଛି। ଏହି ନିୟମ ଜିଲ୍ଲା ସମେତ ବ୍ଲକ ଏବଂ ପଞ୍ଚାୟତସ୍ତରରେ ମଧ୍ୟ ନିୟମକୁ ଅନୁସରଣ କରି ସ୍ୱାଧୀନତା ଦିବସ ପାଳନ କରାଯିବ।

ସ୍ବାଧୀନତା ଦିବସ ରେ କିଛି ଯୁବପିଢୀ ମାନଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ହେଲେ ଯୁବପିଢୀ କିପରି ଉତ୍ତର ଦେଲେ ଦେଖନ୍ତୁ:-
1- ଦେଶ କେବେ ସ୍ବାଧୀନତା ହେଇଥିଲା ?
Ans:- ମୋର ମନେ ପଡୁନାହିଁ ,କଣ କହିବି ।
2- ଆମ ଭାରତର ରାଷ୍ଟ୍ରପତି ର ନାମ କଣ ?

Ans:- ସେ ଲେଡିଜ ର ନାମ କଣ ମନେ ପଡୁନାହିଁ । ଆଉ ଜଣେ କହୁଛନ୍ତି ଦ୍ରୋପତି ମୁର୍ମୁ ।
3:- ଆମ ଦେଶ କେବେ ସ୍ବାଧୀନ ହୋଇଥିଲା ?
Ans:- ୧୯୪୭
ଆଉଜଣେ କହିଲେ କହି ପାରିବିନି ,ଆଉ ଜଣେ କହିଲେ କୁ ୧୯୪୭ ମସିହା ଓ ସେପ୍ଟମ୍ୱର୍ ୧୫ ରେ ।
4:- independence day କୁ କଣ କୁହାଯାଏ ?
Ans: ସ୍ବାଧୀନ ଭାରତ, ଆଉ ଜଣେ କହୁଛନ୍ତି ଗଣତନ୍ତ୍ର ଦିବସ, ଆଉ ଜଣେ କହୁଛନ୍ତି ମୁଁ ଜାଣେନି , ଆଉ ଜଣେ କହୁଛନ୍ତି ସାଧାରଣତନ୍ତ୍ର ଦିବସ , ଅଗଷ୍ଟ ୧୫ କୁହାଯାଏ ଓ ସ୍ବାଧୀନତା ଦିବସ ରୂପେ ପାଳନ କରାଯାଏ ।
5:- ଯଦି ଦେଶ ପାଇ କିଛି କରିବାର ସୁଯୋଗ ମିଳେ ତା ହେଲେ ଆପଣ କଣ କରିବେ ।

Ans:- ଜଣେ ଯୁବକ କହିଲେ ପାଠ ପଢ଼ାକି ତାଙ୍କୁ job ଦରକାର ବୋଲି, ଆଉ ଜଣେ ଯୁବକ କହିଲେ କି Army ହେବ ବୋଲି, ଆଉ ଜଣେ ଯୁବକ କହିଲେ ଅସୁବିଧାରେ ପଡ଼ିଥିବା ଲୋକ ଙ୍କୁ ସାହାଯ୍ୟ କରିବା,ଯଦି ଦରକାର ପଡିବ ତ ନିହାତି ସେବା କରିବି ଓ ଆଉ ଜଣେ କହିଲେ କୁ ଦୁର୍ନୀତି କୁ ହଟେଇବା । ତେବେ ଦେଖନ୍ତୁ କେଉଁ ଭଳି ଭାବରେ ଯୁବ ପିଢ଼ି ମାନେ ସ୍ବାଧୀନତା ସଂଗ୍ରାମୀଙ୍କ ପାଇଁ ଏମିତି ସବୁ ମତ ପ୍ରକାଶ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।