ସାଧୁବାଣି – ସକାଳୁ ଉଠି ସ୍ତ୍ରୀ କିମ୍ବା ପରନାରୀ ସହ ସମ୍ପର୍କ ରଖିଲେ ଭିକାରୀରୁ ହେବେ କୋଟିପତି ଏବଂ କେଉଁ କାମ କଲେ ହେଇଯିବେ ଭିକାରୀ ଜାଣନ୍ତୁ….
ଆଜି ଆମେ ଆପଣ ଙ୍କୁ ଏପରି କିଛି ଅନୁଚିନ୍ତା ଗୁଡିକ କହିବୁ ଯାହା କି ଶାସ୍ତ୍ର ରେ ବର୍ଣନିୟ। ଯେଉଁଗୁଡିକୁ କରିବା ଦ୍ୱାରା ଆପଣଙ୍କ ର ଜୀବନରେ ସବୁ କିଛି ଦୁଃଖ କଷ୍ଟ ଦୂର ହୋଇ ଯାଇଥାଏ। ଆପଣ ସେଗୁଡିକୁ ପାଳିବା ଦ୍ୱାରା ଆପଣଙ୍କ ର ସର୍ବଦା ମଙ୍ଗଳ ହୋଇ ଥାଏ। ତେବେ ଆସନ୍ତୁ ଜାଣିବା କଣ ରହିଛି ସେହି ଅନୁଚିନ୍ତା ଗୁଡିକ।
1. ସକାଳୁ ଜଲଦି ଉଠିବା। ସକାଳୁ ଜଲଦି ଉଠିବା ଦ୍ୱାରା ଆପଣଙ୍କ ର ଶରୀର ସତେଜ ରହିଥାଏ। ଯାହା ଦ୍ୱାରା ମୋଟାପା ହ୍ରାସ ହେବା ସହ ଶରୀର ଅନେକ ପ୍ରକାର ରୋଗରୁ ଦୁରେଇ ରହିଥାଏ। ତେଣୁ ପ୍ରତିଦିନ ସକାଳୁ ଉଠିବା ଆପଣଙ୍କ ଶରୀର ପାଇଁ ଉପକାର ଦାୟୀ।
2. ସକାଳୁ ଆପଣ ଜଲଦି ଉଠିବା ସହ ଜଲଦି ଭୋଜନ ମଧ୍ୟ କରିବା ଉଚିତ। ଏହା ଦ୍ଵାରା ଆପଣଙ୍କ ଶରୀର ନିରୋଗ ରହି ଥାଏ।
3. ସକାଳୁ ଜଲଦି ଉଠିବା ଦ୍ୱାରା ମନ ପ୍ରଫୁଲ୍ଲିତ ରହିଥାଏ ଓ ଏହା ଦ୍ୱାରା ମନରେ ସକାରାତ୍ମକ ଚିନ୍ତା ଧାରା ସୃଷ୍ଟି ହୋଇ ଥାଏ।
4. ସକାଳୁ ଶୀଘ୍ର ଉଠିବା ଦ୍ୱାରା ଆପଣଙ୍କୁ ସବୁ କାର୍ଯ୍ୟ କରିବା ପାଇଁ ଅନେକ ସମୟ ମିଳି ଥାଏ ଓ ଏହା ସହ ନିଜ ପାଇଁ ମଧ୍ୟ ଅନେକ ସମୟ ମିଳି ଥାଏ।
5. ସକାଳୁ ଶୀଘ୍ର ଉଠିବା ଦ୍ୱାରା ମସ୍ତିଷ୍କ ସ୍ଥିର ରହି ଥାଏ। ଯାହା ଫଳରେ ସବୁ କାର୍ଯ୍ୟ କରିବା ରେ ସହଜ ହୋଇ ଥାଏ।
6. ସକାଳ ସମୟ ରେ ବାୟୁମଣ୍ଡଳ ନିର୍ମଳ ରହିଥାଏ। ଏହି ସମୟ ରେ ବ୍ୟାୟାମ ଓ ଯୋଗ କରିବା ଦ୍ୱାରା ଶରୀର ସତେଜ ରୁହେ ଓ ବିଭିନ୍ନ ରୋଗ ରୁ ମୁକ୍ତି ମିଳି ଥାଏ।
7. ସକାଳୁ ଉଠି ସୂର୍ଯ୍ୟ ଙ୍କ ର କଅଁଳ କିରଣ ରେ ବସିବା ଦ୍ୱାରା ଆପଣଙ୍କ ର ହାଡ ଗଣ୍ଠି ଜନିତ ସମସ୍ୟା ଦୂର ହୋଇ ଥାଏ। ଏହା ସହ ସକାଳ ସମୟରେ ବାୟୁ ମଣ୍ଡଳ ରେ ଅମ୍ଳଜାନ ର ପରିମାଣ ଅଧିକ ଥାଏ ଯାହା ଫଳରେ ଏହି ସମୟରେ ବାହାରେ କିଛି ସମୟ ବିତାଇବା ଦ୍ୱାରା ମସ୍ତିଷ୍କ ଉପରେ ଏହା ଭଲ ପ୍ରଭାବ ପକାଇ ଥାଏ।
8. ସକାଳୁ ଉଠିବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୋଇ ଥାଏ ଓ ହଜମ ଶକ୍ତି ବୃଦ୍ଧି ପାଇ ଥାଏ। ଏହା ସହ ସକାଳ ଉଠି ବାହାରେ ତାଜା ପବନ ରେ ବୁଲିବା ସହିତ ବ୍ୟାୟାମ କରିବା ଦ୍ୱାରା ଶରୀର ର ସୌନ୍ଦଯ୍ୟ ବୃଦ୍ଧି ପାଇ ଥାଏ।
9. ସକାଳ ର ବାୟୁ କୁ ଶାସ୍ତ୍ର ଅନୁସାରେ ଅମୃତ ବାୟୁ କୁହା ଯାଏ। ତେଣୁ ଏହି ଅମୃତ ତୁଲ୍ୟ ବାୟୁ କୁ ଗ୍ରହଣ କଲେ ଶରୀର ଅନେକ ବଡ ରୋଗ ରୁ ମୁକ୍ତି ପାଇ ଥାଏ।
10. ସକାଳ ର ପବନରେ ନିଶ୍ଵାସ ନେବା ଦ୍ୱାରା ଆମର ଫୁସ ଫୁସ ର ଶକ୍ତି ବୃଦ୍ଧି ହୋଇ ଥାଏ ଓ ଏହା ଆମ ର ଶରୀରକୁ ସୁସ୍ଥ ରଖିବା ରେ ସାହାଯ୍ୟ କରିଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।