ଓଡ଼ିଶାର no 1 vlogger ରୂପା ଦେଖନ୍ତୁ କେମିତି ରାଜା ପାଇଁ ସଯ ହଉଛନ୍ତି ଭିଡ଼ିଓ ଦେଖିଲେ ହସି ଗଡିଯିବେ, ମାତ୍ର 2 ଘଣ୍ଟାରେ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ ….

ରଜ ଓଡ଼ିଶାର ପାରମ୍ପରିକ ପର୍ବ। ଏହା ପ୍ରତିବର୍ଷ ଜ୍ୟେଷ୍ଠ ମାସରେ ପାଳନ ହୁଏ।ଏହାକୁ ଚାରିଦିନ ଧରି ପାଳନ କରାଯାଇଥାଏ। ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ କରାଯାଇଥାଏ।

ବରଷକେ ଥରେ ଆସିଛି ରଜ।ବରଷକେ ଥରେ ରଜ ପାଳିବାକୁ ସତେ ଯେପରି ଅନାଇ ରହିଥାନ୍ତି ସଭିଏଁ ।ଆଜି ରଜ ସଜବାଜ ।ରଜ ସଜବାଜକୁ ନେଇ ଉତ୍ସବମୁଖର ହୋଇ ପଡ଼ିଲାଣି ଗାଁ ଠୁ ସହର।ଧୁମ୍‌ଧାମ୍‌ରେ ରଜ ପାଳନ କରିବାକୁ ସବୁଠି ଉତ୍ସାହ।ଗାଁରେ କୁଆଁରୀମାନେ ସଜବାଜ ହେବାପାଇଁ ପ୍ରସ୍ତୁତ ହେଲେଣି।ଏହି ରଜରେ କୁମାରୀ ମାନେ ଅଳତା ଲଗାଇବା, ମୁହଁରେ ଟିପି ଟିପି ଚନ୍ଦନ ଲଗାଇ ସଜ ହୋଇ ଦୋଳି ଖେଳିବା ପାଇଁ ପ୍ରସ୍ତୁତ ହୋଇଥାନ୍ତି।

ତେବେ ରଜର ସଜବାଜ ଆରମ୍ଭ କରି ଦେଇଛନ୍ତି ଓଡିଶାର ଫେମୋଶ ୟୁଟ୍ୟୁବର ରୂପା ଓ ପିଣ୍ଟୁ। ଆପଣ ମାନେତ ଏହି ଦୁଇ ଯୋଡ଼ିକୁ ନିଶ୍ଚିତ ଭାବରେ ଜାଣିଥିବେ। ଏମାନଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି ଯାହାର ନା ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ବେଶ ଜଣାଶୁଣା।

ତେବେ ବର୍ତ୍ତମାନ ସମୟରେ ଏହି ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ୟୁଟ୍ୟୁବ ଚ୍ୟାନେଲ ସାରା ଓଡ଼ିଶାରେ ଅନେକ ପ୍ରସିଦ୍ଧ ହୋଇ ପାରିଛି ଏବଂ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛନ୍ତି।ଏମାନେ ତାଙ୍କର ଦୈନନ୍ଦିନ ଜୀବନ ଜୀବନ ଶୈଳୀକୁ ବ୍ଲଗ୍ ଭିଡ଼ିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପାଂହଞ୍ଚାଇ ଥାନ୍ତି। ଏମାନଙ୍କ ନିଆରା ଢଙ୍ଗର ଭିଡିଓକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି।ଏମାନଙ୍କ ପ୍ରତ୍ୟେକ ଭିଡିଓକୁ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି ଲାଇକ ମଧ୍ୟ କରିଥାନ୍ତି।


ତେବେ ପୁଣିଥରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଆଉ ଏକ ନୂଆ ଭିଡିଓ ଅପଲୋଡ଼ ହୋଇ ସାରିଛି ଯେଉଁଥିରେ ଦର୍ଶକ ଦେଖିବା ପାଇଁ ପାଇବେ ରୂପା ପିଣ୍ଟୁ କିଭଳି ରଜ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି। ଆଜ୍ଞା ହଁ ଭିଡିଓରେ ଦେଖିବା ପାଇଁ ମିଳୁଛି ରଜ ପାଇଁ ରୂପା ପିଣ୍ଟୁଙ୍କ ଘରର କୁଆଁରୀ ଝିଅ ମାନେ ପୁରା ସଜ ବାଜରେ ଲାଗି ପଡିଛନ୍ତି।

ସମସ୍ତେ ହତାରେ ମେହେନ୍ଦି କରୁଥିବାର ଦେଖିବାକୁ ମିଳୁଛି ତାପରେ ସଜବାଜ ହୋଇଛନ୍ତି ସମସ୍ତେ। ଖୁସିଙ୍କୁ ରୂପା ବହୁତ୍ ସୁନ୍ଦର ଭାବେ ସଜାଇଛନ୍ତି। ସମସ୍ତେ ରଜ ପାନ ଖାଉଥିବାର ମଧ୍ୟ ଦେଖିବାକୁ ମିଳୁଛି। ତେବେ ରଜ ପାଇଁ ସବୁ ପ୍ରକାର ପ୍ରସ୍ତୁତି ଆରମ୍ଭ ହେଇ ସାରିଛି ସମସ୍ତେ ହତାରେ ମେହେନ୍ଦି ଲଗାଇ ପାଦରେ ଅଳତା ଲଗାଇ ନୂଆଁ ଡ୍ରେସ୍ ପିନ୍ଧି ସୁନ୍ଦର୍ ଭାବରେ ସଜେଇ ହୋଇଛନ୍ତି। ଏହାଛଡା ଭିଡିଓରେ ବହୁତ୍ ସାରା ମଜା ମସ୍ତି ଦେଖିବାକୁ ମିଳୁଛି। ତେବେ ଆପଣ ମଧ୍ୟ ଏହି ମଜା ମସ୍ତିରେ ଭରପୁର ଭିଡିଓ ଦେଖି ତାର ମଜା ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।