ନାରୀଟିଏ ହେଉଛି ସମାଜର ଆଦର୍ଶ । ସେ ହେଉଛି ମାଆ ଲକ୍ଷ୍ମୀଙ୍କ ଅନ୍ୟରୂପ, ସେ ହେଉଛନ୍ତି ଅନ୍ନପୂର୍ଣ୍ଣା ,ନାରୀର ହୃଦୟ ହୋଇଥାଏ ବହୁତ ସଫା ,ତା ହୃଦୟରେ ଥାଏ ଅସରନ୍ତି ପ୍ରେମ ଓ ଭଲପାଇବା ,ନାରୀ ପାଖରେ ସମସ୍ତଙ୍କୁ ନିଜର କରିବାର କ୍ଷମତା ରହିଛି। ପରିବାରର ଉନ୍ନତି ପଛରେ ରହିଥାଏ ନାରୀର ହାତ ।ପରିବାରର ରହୁଥିବା ସଦସ୍ୟ ମାନଙ୍କ ଯନ୍ତ ଠାରୁ ଆରମ୍ଭ କରି ସେମାନଙ୍କର ଗତିବିଧିକୁ ମଧ୍ୟ ନାରୀଟିଏ ଲକ୍ଷ୍ୟ କରିଥାଏ । ପରିବାରରେ ସୁଖ, ଶାନ୍ତି ଓ ଧନର ବର୍ଷା କରିବାରେ ମଧ୍ୟ ନାରୀଟିଏ ସକ୍ଷମ ହୋଇଥାଏ।
ତେବେ ଜାଣି ରଖନ୍ତୁ ନାରୀର ଏହି ଦୁଇ ଜିନିଷ ଛୁଇଁବା ଦ୍ବାରା ହୋଇଥାଏ ବହୁତ ସାରା ଧନର ବର୍ଷା ।ନାରୀର ସେହି ଦୁଇ ଜିନିଷ ଛୁଇଁବା ଦ୍ବାରା ସେ ହୋଇଥାଏ ବହୁତ ଖୁସି ଏବଂ ହୃଦୟରୁ ଦେଇଥାଏ ଅସରନ୍ତି ଆର୍ଶୀବାଦ ।ଯାହା ଫଳରେ ସେହି ବ୍ୟକ୍ତିର ଭାଗ୍ୟ ଖୋଲିଯାଏ । ତେବେ ନାରୀର ସେହି ଦୁଇ ଜିନିଷଟି କ’ଣ ଓ ଏହାର ଅର୍ଥ କ’ଣ ଜାଣିବା।
ଜଣେ ନାରୀ ପାଖରେ ଦେବାକୁ କଣ ବା ନାହିଁ । ଏମିତି ଦେଖିବାକୁ ଗଲେ ନାରୀ ପାଖରେ ଦେବାକୁ ଦୁନିଆର ସବୁଠାରୁ ବଡ଼ ଖଜଣା ଲୁଚି ରହିଥାଏ। ନାରୀ ପାଖରୁ ଯଦି ସେହି ସବୁ ପାଇବାକୁ ଚାହୁଁଛନ୍ତି ତେବେ ଏହି ଗୋଟିଏ କାମ କରନ୍ତୁ ତେବେ ଆପଣଙ୍କର ଭାଗ୍ୟର ଚାବିକାଠି ଖୋଲିବା ସହ ଆପଣ ହୋଇପାରିବେ ରାତାରାତି ଧନୀଲୋକ । ନାରୀ ପାଖରେ ରହିଥିବା ସେହି ଦୁଇ ଜିନିଷଟି ବିଷୟରେ ଜାଣିବା ଯାହା ଫଳରେ ଆପଣଙ୍କ ଜୀବନର ଗତିପଥ ବଦଳି ଯାଇପାରେ ।
ନାରୀମାନଙ୍କ ଶରୀରର ଏହି ଦୁଇ ଅଙ୍ଗ ଛୁଇଁବା ଦ୍ବାରା ଆପଣଙ୍କୁ ସୈାଭାଗ୍ୟ ମିଳେ ତାହା ହେଉଛି ନାରୀର ଦୁଇ ପାଦ ଯାହା ଛୁଇଁବା ଫଳରେ ନାରୀର ହାତ ଆପଣଙ୍କ ମୁଣ୍ଡରେ ରହିଥାଏ ଏବଂ ତା ହୃଦୟରୁ ଦେଇଥାଏ ଅସରନ୍ତି ଆର୍ଶୀବାଦ ସେହି ବ୍ୟକ୍ତିର ଜୀବନରେ ଭରିଯାଏ ଅଶେଷ ଖୁସି ।
ଯଦି ଆମେ ବିଜ୍ଞାନ ଦୃଷ୍ଟିରୁ ଦେଖିବା ତେବେ ଆମେ ଯେତେବଳେ ଜଣେ ଆପଣାର ମଣିଷ ପାଖରେ ମୁଣ୍ଡ ନୁଆଇଁ ଆର୍ଶୀବାଦ ନେଇଥାଉ ସେତେବେଳେ ସେହି ବ୍ୟକ୍ତିର ହାତ ଆମ ମୁଣ୍ଡ ଉପରେ ଥାଏ ଏବଂ ଆମ ହାତ ସେହି ବ୍ୟକ୍ତିର ଚରଣରେ ରହି ଥାଏ ଯାହା ଦ୍ୱାରା ମନରେ ସକରାତ୍ମକ ଚିନ୍ତାଧାରା ଆସିଥାଏ। ଏହା ସହ ଆମର ମାନସିକ ବିକାଶ ମଧ୍ୟ ହୋଇଥାଏ।
ଏବେ ଆପଣ ଭାବୁଥିବେ କ’ଣ ସ୍ତ୍ରୀ ର ପାଦ ଛୁଇଁବା ଦରକାର ସେମିତି କରନ୍ତୁ ନାହିଁ ଆପଣ ଆପଣଙ୍କ ଠାରୁ ବଡ଼ ଗୁରୁଜନଙ୍କ ପାଦ ଛୁଇଁ ପ୍ରଣାମ କରି ପାରିବେ। ଏବଂ ସମସ୍ତ ନାରୀମାନଙ୍କ ଠାରୁ ଆପଣଙ୍କ ମାତା ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ଯିଏକି କେବେ ହେଲେ ଆପଣଙ୍କ ଅମଙ୍ଗଳ ଚିନ୍ତା କରି ପାରିବେ ନାହିଁ। ତେଣୁ ଆପଣ ନିଜ ମାତାଙ୍କର ପାଦ ଛୁଇଁ ପ୍ରଣାମ କରନ୍ତୁ ନିଶ୍ଚିତ ଭାବରେ ଘରେ ସୁଖ ଶାନ୍ତି ରହିବ ଓ ଧନର ବର୍ଷା ହେବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।