🛑EXCLUSIVE : ମୋ ସ୍ତ୍ରୀ ମନୋରଞ୍ଜନ ସହ ପଳେଇ ଯାଇ ରୋମାନ୍ସ କରୁଛି..ଏବେ ପୁଣିଥରେ ମୋ ସହ ରହିବ ବୋଲି କହୁଛି! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏବେ ଏଠାରେ ଜଣେ ପୁରୁଷ ତାଙ୍କ ସ୍ତ୍ରୀ ନାଁ ରେ ଏମିତି ଅଭିଯୋଗ ଆଣିଛନ୍ତି ଯାହା ଶୁଣିବା ପରେ ମୁଣ୍ଡରେ ହାତ ଦେବେ। ବିବାହ କରିବା ପରେ ଏବଂ ତାଙ୍କର ଏକ ଛୁଆ ରହିଥିଲେ ମଧ୍ୟ ଅନ୍ୟ ପୁରୁଷ ଯାହା କରିଛନ୍ତି ତାହା ଜାଣିବା ପରେ ବିଶ୍ୱାସ କରି ପାରିବେ ନାହିଁ।

ଦୁନିଆରେ ଭଲ ଓ ମନ୍ଦ ସବୁ ଅଛି ତେବେ ସମସ୍ତଙ୍କୁ ଭଲ ଦରକାର ହୋଇଥାଏ କିନ୍ତୁ କଣ ସମସ୍ତଙ୍କୁ ଭଲ ପ୍ରାପ୍ତ ହବା ସମ୍ଭବ ଅଟେ । ଶୁକ୍ରାଚାର୍ଜ୍ୟ ଏମିତି ଗୋଟେ ମହାନ ରିଷି ଥିଲେ ଯିଏ ସ୍ତ୍ରୀ, ଦୁଷ୍ଟ ଲୋକ, ଧନ ଓ ଶତ୍ରୁ ମାନଙ୍କ ଠାରୁ ଲଢିବା ଓ ବଞ୍ଚିବା ବିଷୟରେ ବହୁତ କଥା କହିଛନ୍ତି ।

ତାଙ୍କ କହିବା ଅନୁଯାଇ ଯେଉଁ ପୁରୁଷ ବା ସ୍ତ୍ରୀ ଅସହାୟ ହୋଇଥାନ୍ତି ତାଙ୍କ ଉପରେ ଏହି ସବୁ ଲୋକେ ଆଙ୍ଗୁଳି ଉଠେଇଥାନ୍ତି । ତେବେ ଯଦି ଆପଣ ଶୁକ୍ର ନୀତି ପଢନ୍ତି ତେବେ ଆପଣ ଏହି ଭଳି ସବୁ ସମସ୍ଯାରୁ ନିଜକୁ ବଞ୍ଚାଇ ପାରିବେ ଆସନ୍ତୁ ଜାଣିବା କେମିତି ।

ଦୁନିଆରେ ବହୁତ ସ୍ତ୍ରୀ ଅଛନ୍ତି ଯିଏ ନିଜ ସ୍ଵାମୀ ଛଡା ଅନ୍ୟ ପୁରୁଷଙ୍କ ସହ ସମ୍ବନ୍ଧ ରଖିବା ପସନ୍ଦ କରନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି ପୁରୁଷଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ସ୍ତ୍ରୀ ତାଙ୍କୁ ଛାଡି ଅନ୍ୟ ପୁରୁଷଙ୍କୁ ଭଲ ପାଇଥାନ୍ତି ।

ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ଯେତେବେଳେ ସ୍ୱାମୀ ହେଉ ଅବା ସ୍ତ୍ରୀ ଯଦି ସେମାନଙ୍କ ମନ ଅନ୍ୟ ପୁରୁଷ କିମ୍ବା ମହିଳା ଆଡକୁ ଯାଇଥାଏ ତେବେ ସେମାନଙ୍କ ସମ୍ପର୍କରେ ଫାଟ ପଡିବା ଆରମ୍ଭ ହୋଇଥାଏ ।

ଏଠାରେ ଏବେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଜଣେ ସ୍ୱାମୀ ନିଜ ସ୍ତ୍ରୀ ପାଇଁ ଏବେ ନ୍ୟାୟ ଦାବିରେ ରହିଛନ୍ତି ଯାହା ଏବେ ସୋସିଆଲ ମିଡ଼ିଆ ରେ ବହୁଳ ଭାବରେ ଭାଇରଲ ହୋଇଛି। ଆଉ ଏହି ସମୟରେ ଏବେ ଘଟଣା ଟି ଜୋର ରେ ଚର୍ଚ୍ଚା ଧରିଛି ଯାହା ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ।

ବିଭିନ୍ନ ସମୟରେ ଯୁବ ପିଢ଼ି ମାନେ ପ୍ରେମ ରେ ଶିକାର ହୋଇ ଥାଆନ୍ତି ଯାହାର ପରବର୍ତ୍ତୀ ସମୟ ରେ ସେମାନେ ବିଭିନ୍ନ ପ୍ରକାର ଅସୁବିଧା ସମ୍ମୁଖୀନ ହୋଇ ଥାଆନ୍ତି ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆ ମାଧ୍ୟମରେ ନଜରକୁ ଆସିଥାଏ।
ସ୍ବାମୀ ଏବେ ମହିଳା ଥାନାରେ ଅଛନ୍ତି ସେ ନ୍ୟାୟ ଦାବି କରିଛନ୍ତି । ତାଙ୍କ ସ୍ତ୍ରୀ କିଛି ଦିନ ପୁର୍ବ ରୁ ଗୋଟିଏ ଅନ୍ୟ ଜଣ ପୁରୁଷ ସହିତ ପାଲେଇଯାଇଥିଲେ ପରେ ସେ ଆସି ସ୍ଵାମୀଙ୍କ ନାମ ରେ ମିଛ ଅଭିଯୋଗ ଆଣିଛନ୍ତି ଏହି ନେଇ ମହିଳା ଥାନା ର ଲୋକ ମାନେ ଡାକିଛନ୍ତି । ସ୍ବାମୀ କହୁଛନ୍ତି ତୁ ତ ଅନ୍ୟ ପୁଅ ସହିତ ପଲେଇଥିଲୁ ଛୁଆ କୁ ଛାଡି ଦେଇକି ଏବେ କଣ ପାଇଁ ଅଭିଯୋଗ କରୁଛୁ । ସେଇଥିପାଇଁ ସ୍ବାମୀ ଜଣକ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।