shocking video -ଏମିତି ହୋଇଥିଲା ଅଭିନେତା ରାଇମୋହନ ପରିଡାଙ୍କ ମୃତ୍ୟୁ ,ଛାତିଥରା ଦୃଶ୍ୟ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ..

ଅଭିନେତା ରାଇମୋହନ ପରିଡାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର।ଓଡ଼ିଆ ସିନେ ପ୍ରେମୀ ଓ କଳା ଜଗତକୁ ବଡ଼ ଝଟକା। ଆଉ ନାହାନ୍ତି ଜଣାଶୁଣା ଓଲିଉଡ୍ ଖଳନାୟକ ରାଇମୋହନ ପରିଡା ।ଦୀର୍ଘ ଦିନ ଧରି ଓଲିଉଡ୍‌ ଓ ଯାତ୍ରା ଜଗତରେ ଦମ୍‌ଦାର୍‌ ଖଳନାୟକ ଭାବେ ରାଜ କରିବା ପରେ ସେ ଆଜି ଆରପାରିକୁ ଚାଲିଯାଇଛନ୍ତି।

ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ରାଇମୋହନ ପରିଡ଼ା । ଭୁବନେଶ୍ୱର ମଞ୍ଚେଶ୍ଵର ସ୍ଥିତ ପ୍ରାଚୀ ବିହାରରେ ଥିବା ନିଜ ବାସଭବନରୁ ମିଳିଲା ରାଇମୋହନଙ୍କ ଝୁଲନ୍ତା ମୃତଦେହ ଆଜି ତଥା ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରା ଯାଇଛି।

ତେବେ ନିଜ ଘରେ କାହିଁକି ଫାଶୀ ଲଗାଇ ଆତ୍ମହତ୍ୟା କଲେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ତେବେ ରାଇମୋହନଙ୍କ ମୃତ୍ ଦେହ ଯେଉଁଭଳି ଭାବରେ ଉଦ୍ଧାର କରା ଯାଇଛି ତାହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇ ପାରି ନାହିଁ।

ଅନ୍ୟ ପଟେ ରାଇମୋହନଙ୍କ ରସି ଲଗାଇ ଆତ୍ମହତ୍ୟା କରି ଥିବାର ଫୋଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆଉ ଭାଇରାଲ ହେଉଥିବା ଫୋଟରେ ଦେଖିବାକୁ ମିଳିଛି ରାଇମୋହନ ଏକ ଚେୟାର ଉପରେ ଛିଡା ହୋଇ ଫାଶୀ ଲଗେଇ ଛନ୍ତି।

 ଆଉ ଯେଉଁ ଭଳି ଭାବରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ତାଙ୍କ ଗୋଟେ ଗୋଡ଼ ତଳେ ଓ ଗୋଟେ ଗୋଡ଼ ଚେୟାର ଥିବାର ଦେଖିବାକୁ ମିଳୁଛି। ଅନ୍ୟପଟେ ଏ ଖବର ଜଣା ପଡିବା ପରେ କଳାକାର ମାନେ ତଙ୍କ ବାସ ଭବନ ଆଗରେ ଭିଡ଼ ଜମାଇଛନ୍ତି।
ତେବେ ରାଇମୋହନ ଜଣେ ଲୋକପ୍ରିୟ ଅଭିନେତା ଥିଲେ । ଦର୍ଶକଙ୍କ ମନରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିଲା। ତେବେ ଓଲିଉଡ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି।ନିଜ ଅଭିନୟ ଯାଦୁରେ ସେ ଦର୍ଶକମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଥିଲେ।କେଉଁଝରର ଉଦୟପୁର ଗ୍ରାମରେ ୧୦ ଜୁଲାଇ ୧୯୬୩ ମସିହାରେ ରାଇମୋହନ ପରିଡ଼ାଙ୍କ ଜନ୍ମ ଗ୍ରହଣ କରିଥିଲେ।

ଓଡ଼ିଆ କଥାଚିତ୍ର ‘ସାଗର’ ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ ରାଇମୋହନ। ଏହାପରେ ଗଙ୍ଗଶିଉଳି,ଚକାଆଖି ସବୁ ଦେଖୁଛି ,ସହରୀ ବାଘ ,ଗଙ୍ଗ ଶିଉଳି,ସହରୀ ବାଘ, କୋଟିଏ ମଣିଷ ଗୋଟିଏ ଜଗା ,ନାଗ ଜ୍ୟୋତି,ସାଗର ଗଙ୍ଗା,ସୁନା ଭାଉଜ,କୁଳ ନନ୍ଦନ,ମଣୀ ନାଗେଶ୍ୱରି ,ମୋ ମନ ଖାଲି ତୁମରି ପାଇଁ ,ବିଧାତା,ସରପଞ୍ଚ ବାବୁ,ରଣଭୂମି ,ଧର୍ମ ନିକିତୀ,ସିଂହ ବାହିନୀ ଏମିତି ଭାଇ ଯଗତେ ନାହିଁ,ଉଦଣ୍ଡି ସୀତା ,କୋଟିଏ ମଣିଷ ଗୋଟିଏ ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର,ଲକ୍ଷ୍ମୀ ପ୍ରତିମା , ମେଣ୍ଟାଲ୍, ‘ତୁ ମୋ’ ସୁନାଚଢେଇ’ ଏବଂ ‘ମିଷ୍ଟର ମଜନୁ’ ଆଦି ସମେତ ୭୦ ରୁ ଅଧିକ ଓଡ଼ିଆ ସିନେମାରେ ନଜର ଆସିଛନ୍ତି ରାଇମୋହନ ପରିଡା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।