ମୁଁ ମୋ ପୁତୁରା ପାଖରେ ଶୋଇବି ! ଖୁଡି କୁ ଦରକାର ଭେଣ୍ଡିଆ ପୁତୁରାର ଫୁଙ୍ଗୁଳା ଦେହ | ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବର୍ତ୍ତମାନର ଆଧୁନିକ ସମାଜରେ ଯଦି ଆମେ 30 ବର୍ଷ ପଛକୁ ଫେରିଯିବା, ବର୍ତ୍ତମାନ ସମାଜ ପରି ଏତେଟା ଉନ୍ନତ ନଥିଲା। କିନ୍ତୁ ବର୍ତ୍ତମାନ ଭଳି ମାନସିକତା ନ ଥିଲା, ସେତେବେଳେ ଲୋକ ମାନେ ଜଣେ ଜଣଙ୍କୁ ସନମାନ କରୁଥିଲେ।

ତେବେ ଯେବେଠୁ ମଣିଷ ଆଧୁନିକତାର ବସବର୍ତ୍ତି ହେଲାଣି, ଖାଲି ଯେ କେବଳ ଲୋକ ମାନଙ୍କର ମାନସିକତା ରେ ପରିବର୍ତ୍ତନ ହେଲାଣି ତାହା ନୁହେଁ ବରଂ ଲୋକଙ୍କ ମୂଲ୍ୟବୋଧ ରେ ମଧ୍ୟ କମ ହୋଇ ଯାଇଛି। ଆଜି କାଲିର ଯୁବକ ଯୁବତୀଙ୍କ କଥା ଯଦି ଆମେ ବିଚାର କରିବା ତାହାଲେ, ସର୍ବଦା ସେମାନଙ୍କ ମଧ୍ୟରେ କଳୁଷିତ ମନଭାବ ଦେଖା ଦେଉଛି।

ତେବେ ଆଜି କାଲିର ସୋସିଆଲ ମିଡିଆରେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳେ, ଯେ ଖରାପ ଲାଗିବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ଲାଗିଥାଏ। ବେଳେ ବେଳେ ଯୁବକ ଯୁବତୀ ମାନେ ପ୍ରେମ କରି ନିଜର ଅସଂଯମତା ରକ୍ଷା କରିବା ଭଳି ଘଟଣା ସେମାନଙ୍କୁ ଅନେକ ହଟହଟା ହେବା ପାଇଁ ପଡ଼ିଥାଏ। ତେବେ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରାଲ ହେଉଛି।

ଯୁବକ ଯୁବତୀ ଅସଂଯମତ ଅବସ୍ଥାରେ ଦେଖିବା ପରେ ତାଙ୍କୁ କିଛି ଏପରି ହଟହଟା ହେବା ପାଇଁ ପଡ଼ିଥିଲା। ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା। ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁ ଭିଡିଓରେ ଉଭୟ ପ୍ରେମୀଯୁଗଳ ପରସ୍ପରକୁ ଆଲିଙ୍ଗନ କରି ପରସ୍ପରକୁ ଆଲିଙ୍ଗନ କରି ଚୁମ୍ବନ ଦେଉଥିବାର ନଜର ଆସିଥିଲେ।

ଏହି ସମୟରେ କିଛି ସ୍ଥାନୀୟ ଯୁବକ ତାଙ୍କୁ ଦେଖି ମୋବାଇଲ କ୍ୟାମେରାରେ ଧରିଥିଲେ ଏବଂ ଏହା ପରେ ଉଭୟ ଝିଅ ଏବଂ ପୁଅ ବହୁତ ଜୋରରେ କାନ୍ଦିବାକୁ ଲାଗିଲେ ଏବଂ ସେମାନଙ୍କୁ ଛାଡ଼ି ଦେବାକୁ କହିଥିଲେ। ଏହି ସମୟରେ କିଛି ସ୍ଥାନୀୟ ଯୁବକ ତାଙ୍କୁ ଦେଖି ମୋବାଇଲ କ୍ୟାମେରାରେ ଧରିଥିଲେ ଏବଂ ଏହା ପରେ ଉଭୟ ଝିଅ ଏବଂ ପୁଅ ବହୁତ ଜୋରରେ କାନ୍ଦିବାକୁ ଲାଗିଲେ ଏବଂ ସେମାନଙ୍କୁ ଛାଡ଼ି ଦେବାକୁ କହିଥିଲେ।

କହିଥିଲେ ଯେ ସେମାନେ ଖୁବ୍ ଶୀଘ୍ର ବିବାହ କରିବେ, ତେଣୁ ସେମାନେ କିଛି ଭୁଲ୍ କରୁନାହାଁନ୍ତି। ସେ ମଧ୍ୟ କ୍ଷମା ମାଗିଛନ୍ତି କିନ୍ତୁ ତାଙ୍କୁ ଛାଡୁ ନାହାଁନ୍ତି। ସେହିଭଳି, ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ଏବଂ ଯୁବକ ମାନେ କହିଥିଲେ ଯେ ସେମାନେ ସେମାନଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବେ।

ଏହାପରେ ଯୁବତୀ ଜଣକ ଅତ୍ୟଧିକ କ୍ରୋଧିତ ହୋଇ ସେହି ଲୋକଙ୍କୁ କହିଥିଲେ କି ଯାହା କରିବାର ଅଛି କରନ୍ତୁ। ସେମାନେ ଉଭୟ ଉଭୟଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେମାନେ ବିବାହ ମଧ୍ୟ କରିବେ। ତେଣୁ ସେମାନେ କିଛି ବି ଭୁଲ କରି ନାହାନ୍ତି ଵୋଲି କରିଛନ୍ତି।

ତେବେ ଉଭୟଙ୍କ ଘର ଠିକ ଭାବରେ ଜଣା ନାହିଁ ଏହି ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଆପଣ ମାନେ ଦେଖିବା ପରେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେଣୁ ଆପଣ ମାନେ ମଧ୍ୟ ଏଭଳି କିଛି କାମ କରନ୍ତୁ ନାହିଁ ଯାହାର ଫଳ ଆପଣଙ୍କୁ ଭୋଗିବା ପାଇଁ ପଡ଼ିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।