viral ଭିଡ଼ିଓ -OMG ! ବର୍ଷା ସାହୁ ଲାଇଫ ଷ୍ଟାଇଲ ଇଉଟୁବ ଚ୍ୟାନେଲ ରେ 100k ରେ କଲେ ଜବରଦସ୍ତ ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି,ମାତ୍ର 4 ଘଣ୍ଟାରେ 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !

ଦୁନିଆ ରେ ଏମତି ବହୁତ ଷ୍ଟାର ଲୋକ ଅଛନ୍ତି । ଆପଣ ସବୁ ବେଳେ ଭଲ କଳା କାର ମାନକୁ ଚିହ୍ନନ୍ତି । କିନ୍ତୁ ଆଜି ଆମେ ଆପଣଂକୁ କହିବା ପାଇଁ ଯାଉଛୁ ସେହି କଥା , ଯିଏ ଆଜି ଜଣେ ଭଲ କଳା କଳା କାର ହୋଇ ପାରି ଛନ୍ତି । ତାଙ୍କ ନାମ ବର୍ଷା ସାହୁ । ଆପଣ ତାଙ୍କୁ ପ୍ରାୟ ଜାଣି ଥିବେ । କାରଣ ତାଙ୍କୁ ଆପଣ ବହୁତ ଥର ମୋବାଇଲ ରେ ଦେଖି ଥିବେ । ସେ ଜଣେ ଭଲ କଳାକାର । ତାଙ୍କର ଗୋଟିଏ ଇଉଟୁବ ଚ୍ୟାନାଲ ଅଛି । ଯୋଉ ଥିରେ ଆଜି ତାଙ୍କର 100 k ଗ୍ରହକ ହେଲେ ତାଙ୍କ ଚ୍ୟାନେଲ ରେ । ତେଣୁ ସେ ଆଜି ବହୁତ ଖୁସି ଅଛନ୍ତି ।

ଆଉ ତାଙ୍କ ଖୁସିର ଶ୍ରେୟ ସେ ତାଙ୍କ ବାପା ମା ଙ୍କୁ ଦେଇ ଛନ୍ତି । କାରଣ ଲାପଟପ ଆଣି ବାରେ ଓ ଡିଜିଟାଲ କ୍ୟାମେରା ଆଣିବାରେ ସେ ତାଙ୍କୁ ବହୁତ ସାହାର୍ଯ୍ୟ କରିବା ସହିତ ଦୃଢ଼ ମନ ବଳ ଓ ନିଜକୁ ଲୋକ ମାନଙ୍କ ଆଗରେ ପରିଚୟ ପ୍ରଦାନ କରିବା ରେ ସେମାନେ ବହୁତ ସାହାର୍ଯ୍ୟ କରି ଛନ୍ତି । ତେବେ ଆଜି ସେମାନେ ରାତ୍ରି ରେ ବହୁତ ପାର୍ଟି କରୁ ଛନ୍ତି ।

 କାରଣ ତାଙ୍କର ଆଜି , ତାଙ୍କ ଚ୍ୟାନାଲ ରେ 100 k ର ଗ୍ରହକ ହୋଇ ଯାଇ ଛନ୍ତି । ତେଣୁ ସେ ତାଙ୍କ ଖୁସି ଙ୍କୁ ସମସ୍ତଂକୁ ବାଣ୍ଟି ଛନ୍ତି ଗୋଟିଏ ଭିଡିଓ କରି । ଓ ତାଙ୍କ ଚ୍ୟାନେଲ ର ଗ୍ରାହକ ମାନକୁ ଧନ୍ୟ ବାଦ ମଧ୍ୟ ଜଣାଇ ଛନ୍ତି । ତେଣୁ ଜୀବନ ରେ ଆଗକୁ ବଢ଼ିବା ପାଇଁ ବାପା ମା ଙ୍କ ର ଆଶୀର୍ବାଦ ନିହାତି ଆବଶ୍ୟକ ।

ବାପା ମାମା ଙ୍କର ବିନା ଆଶୀର୍ବାଦ ରେ କେହି କିଛି କରି ପାରି ନାହିଁ , ଏହି କଥା ଗୁଡିକ ସେ ଏହି ଭିଡିଓ ମାଧ୍ୟମ ରେ କହି ଛନ୍ତି । ସେ ତାଙ୍କ ଚ୍ୟାନେଲ ରେ ଛୋଟ ଛୋଟ ରିଲସ କରିବା ସହିତ , ବଡ଼ ବଡ଼ ଭିଡିଓ ମଧ୍ୟ ଛାଡୁ ଥିଲେ । ତେଣୁ ଲୋକ ଏହି ସବୁ ଭିଡିଓ କୁ ଦେଖି ବହୁତ ପସନ୍ଦ କରୁ ଥିଲେ । ସେଥି ପାଇଁ ଲୋକ ମାନେ ତାଙ୍କ ଚ୍ୟାନାଲ ର ଗ୍ରହକ ହେବା ବହୁତ ପସନ୍ଦ କରୁ ଥିଲେ ।

ତେବେ ଚ୍ୟାନେଲ ର ଗ୍ରାହକ ହେଲେ ସବୁ କିଛି ଭିଡିଓ ଆପଣ ମାନେ ପାଇ ପାରିବେ । ତେବେ ଚ୍ୟାନେଲ ଟିର ନାମ ଥିଲା ବର୍ଷା ସାହୁ ଲାଇଫ ଷ୍ଟାଇଲ । ଏହି ଚ୍ୟାନେଲ ରେ ଆପଣ ମାନେ ମଧ୍ୟ ଗ୍ରାହକ ହୋଇ ଯାଆନ୍ତୁ , ଆପଣ ମାନେ ମଧ୍ୟ ସବୁ1 ଭିଡିଓ ଦେଖି ପାରିବେ ।

ତେବେ ଆଜି ଯେଉଁ ଭିଡିଓ ଛାଡି ଛନ୍ତି , ସେଥିରେ ଭାଇ ଓ ଭଉଣୀ ନିଶା ନିଶା ରାତି ଗୀତରେ ପାର୍ଟି କରି ନାଚି ଛନ୍ତି । କାରଣ ତାଙ୍କର ଖୁସି ଲହରୀ କହିଲେ ନ ସରେ । ଆପଣ ମାନେ ଏହି ଭିଡିଓ ଟିକୁ ଦେଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।