Best Jatra Comedy – ହାତ ଟେକ ଫିତା ପକେଇ ମାପ,ଗୌରୀ ଗଣନାଟ୍ୟ କମେଡି ଦେଖିଲେ ହସି ହସି ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ମଞ୍ଚରୁ ହିଁ ଅଭିନୟ ଜୀବନ ଆରମ୍ଭ କରିଥିଲେ ଓଲିଉଡରୁ ଯଲିଉଡକୁ ଯାଇଥିବା ଏହି ଅଭିନେତା ଜଣକ। ସେତେବେଳେ ଅଶ୍ରୁମୋଚନ ଷଷ୍ଠ ଶ୍ରେଣୀରେ ପଢ଼ୁଥାନ୍ତି। ସେହି ସମୟରେ ତାଙ୍କୁ ମିଳିଥିଲା ‘ଶ୍ରୀଗଣେଶ’ ଗୀତିନାଟ୍ୟରେ ଭଗବାନ ବିଷ୍ଣୁଙ୍କ ଭୂମିକା। କିନ୍ତୁ ଏହି ଭୂମିକାଟି ନିଭାଇବା ଲାଗି ଅଶ୍ରୁମୋଚନଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା।
ସ୍ୱର୍ଗତଃ ବେଣୁଧର ପଟ୍ଟନାୟକ ହେଉଛନ୍ତି ଓଲିଉଡରୁ ଯଲିଉଡକୁ ଆସିଥିବା ସେଲିବ୍ରିଟି ଅଶ୍ରୁମୋଚନଙ୍କ ଆଦ୍ୟଗୁରୁ, ପ୍ରଥମ ନିର୍ଦ୍ଦେଶକ। ତାଙ୍କ ନିର୍ଦ୍ଦେଶନାରେ କାମ କରିବା ପରେ ଆଉ ଡରି ନଥିଲେ।ଜୀବନରେ ସବୁ ଠାରୁ ବଡ କଷ୍ଟକର କାର୍ଯ୍ୟ ହେଉଛି କାହାକୁ ହସେଇବା ।
ଖୁସି କରେଇବା । କାହା ମୁହଁରେ ହସ ଫୁଟାଇବା । ତେବେ ଆପଣ ଜାଣନ୍ତି ଏହି ହସାଇବାକୁ କିଛି ଲୋକ ପେସା ମାଧ୍ୟମରେ ମଧ୍ୟ ନେଇ ଥାଆନ୍ତି । ଆଉ ସେ ଜୀବନ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଲୋକଙ୍କୁ କେବଳ ହସେଇବାକୁ ହିଁ ଚାହାନ୍ତି । ତେବେ ଆଜି ଏହି ଭଳି ଏକ ବ୍ୟକ୍ତି ବିଶେଷଙ୍କର ଦେହାନ୍ତ ହୋଇ ଯାଇଛି । ଆଉ ତାଙ୍କୁ ସାରା ଦେଶରେ ଲୋକେ କମେଡି କିଙ୍ଗ ଭାବରେ ଜାଣନ୍ତି ।
ଅବଶ୍ୟ ଆମେ ନିଜ କାମ ପାଇଁ ନିଜ ଘର ଲୋକଙ୍କୁ ସମୟ ଦେଇ ପାରୁ ନାହିଁ । ଲକଡାଉନରେ ଆମେ ନିଜ ଘର ଲୋକଙ୍କ ସହ ବହୁତ ଭଲ ସମୟ ବିତେଇଲୁ । ଆଜି ନୁହଁ ମୋର ବହୁତ ପିଲା ଦିନରୁ ଇଛା ଥିଲା ଅଭିନୟ ଦୁନିଆରେ !
କାମ କରିବା ପାଇଁ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବା ପାଇଁ ଅଭିନୟ ଜଗତ ରେ । ମୁଁ ଯାତ୍ରାରେ କମେଡି କରେ ଲୋକ ଙ୍କୁ ହସାଇ ଥାଏ ଓ ଲୋକମାନଙ୍କୁ ମୋ କମେଡି ବହୁତ ଭଲ ଲାଗେ ଯାହା ଦ୍ବାରା ସେମାନେ ମୋତେ ଭଲ ପାଇବା ଦେଇଛନ୍ତି ।
ମୁଁ ବହୁତ ମଜାମସ୍ତି କରିଛୁ ସେ ଅଭିନୟ ମାନେ କଣ ମୋତେ ଜଣାଇଛନ୍ତି । ମୋ ବାପା ଜଣେ ବଡ କଳାକାର ଥିଲେ ମୁଁ ମୋ ବାପାଙ୍କୁ ନଜଣାଇ ଯାତ୍ରା ଜଗତକୁ ଆସିଥିଲି ହେଲେ ସେତେବେଳେ ଆର୍ଥିକ ପରିସ୍ଥିତି ବହୁତ ଦୁର୍ବଳ ଥିଲା ଯାହା ପାଇଁ!
ଆମେ ବହୁତ କଷ୍ଟ ରେ ଥିଲୁ । ଯାତ୍ରା ଜଗତକୁ ମୁଁ ପିଲା ଦିନରୁ ଆସି ଥିଲି ଆଉ ପ୍ରଥମେ ଡ୍ୟାନ୍ସ କରିଥିଲି ଆଉ ତା ପରେ ମୋତେ ଅନେକ ମଉକା ଦିଆଯାଇଥିଲା ଅଭିନୟ କରିବା ପାଇଁ ।କିଙ୍ଗ ଦୟା ବହୁତ ଭଲ ଭାବରେ ଅଭିନୟ କରିଥିଲେ ।
କଳାକାର ମାନେ ନିଜ ର କଳା ସାହାର୍ଯ୍ୟ ରେ ସବୁ ଠା ରେ ନଜର ରେ ଆସି ପାରିବେ ନିଜ କଳା ଦ୍ବାରା କାହାର ବି ମନ କୁ ଜିତି ପାରିବେ ତେବେ ସେ କଳାକାର ମନେ ଚଲଚିତ୍ର ରେ ହଉ କି ଯାତ୍ରା ଦୁନିଆ ରେ ହଉ ବାସ ନିଜ ର କଳା ପ୍ରଦର୍ସନ ରେ ସମସ୍ତ ଙ୍କ ହୃଦୟ କୁ ଜିତି ନିଅନ୍ତି। କମେଡିଆନ ମାନେ ବହୁତ ଭଲ ହସେଇ ଥାଆନ୍ତି ଦର୍ଶକ ମାନେ ଖୁବ୍ ପସନ୍ଦ କରନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।