Exclusive video-ଫୋର୍ସ ଦେଇ ଦିଲ୍ଲୀପ ମତେ ଲିପ୍ କିସ୍ କଲା ଆଉ ସେ ଭିଡ଼ିଓ ମୋ ସ୍ବାମୀ ଭାଇରାଲ କରୁଛି…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ସ୍ବାମୀ ପ୍ରେମ କରୁଥିଲେ ଅନ୍ୟ ଜଣେ ଯୁବତୀଙ୍କୁ। ଆଉ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପାଇଁ ସ୍ବାମୀ ରଚିଥିଲା ଷଡ଼ଯନ୍ତ୍ର। ନିଜ ସ୍ତ୍ରୀର ଜଣେ ପୁରୁଷ ବନ୍ଧୁଙ୍କ ସହ ଥିବା ଅଶ୍ଳୀଳ ଭିଡିଓ ଭାଇରାଲ କରିଲେ ସ୍ବାମୀ।ସ୍ତ୍ରୀର ପୁରୁଷ ବନ୍ଧୁଙ୍କୁ ପଇସା ଦେଇ କରିଥିଲେ ଭିଡିଓ ସୁଟ।
ଆଉ ଭିଡିଓ ଭାଇରାଲ କରିବା ପାଇଁ ଦେଉଥିଲେ ଧମକ। ଛାଡପତ୍ର ନ ଦେଲେ ଭିଡିଓ ଭାଇରାଲ କରିବାକୁ ସ୍ବାମୀ ଦେଇ ଆସୁଥିଲେ ଧମକ। ଏଥି ସହିତ ସ୍ତ୍ରୀର ଭିଡିଓକୁ କିଛି ସାଙ୍ଗଙ୍କ ପାଖକୁ ମଧ୍ୟ ପଠାଇ ଥିଲେ ସ୍ବାମୀ। ଯାହାକୁ ନେଇ ମହିଳା ଜଣକ ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି।
ତେବେ ଏଭଳି ଏକ ଅଭାବନୀୟ ଘଟଣା ରାଉଲକେଲାରେ ଦେଖିବାକୁ ମିଳିଛି। ରୁହନ୍ତି ମହିଳା ଜଣକ ହେଉଛନ୍ତି ରଶ୍ମିତା ଦାସ। ତାଙ୍କ ସ୍ଵାମୀ ଦୀପକ କୁମାର ମିଶ୍ର। ସେମାନେ ଦୁହେଁ ରାଉଲକେଲାରେ ରୁହନ୍ତି। ରଶ୍ମିତାଙ୍କ ସ୍ବାମୀ ଦୀପକଙ୍କ ୩ ବର୍ଷ ତଳେ କେନ୍ଦ୍ରାପଡାର ଅମିତା ସାମଲ ନାମକ ଏକ ଝିଅକୁ ଭଲ ପାଉଥିଲେ।
ତେବେ ଏ ବାବଦରେ ରଶ୍ମିତା ଅମିତାଙ୍କ ବାପା ଅମୁଲ୍ୟ ସାମଲଙ୍କୁ ଜଣାଇ ଥିଲେ। କିନ୍ତୁ ଅମିତାଙ୍କ ବାପା ଏ କଥାକୁ ମିଛ ବୋଲି ଭାବିଥିଲେ। ଆଉ ଏପଟେ ଅମିତା ଓ ଦୀପକଙ୍କ ସହିତ ସମ୍ପର୍କ ରଖୁଥିଲେ। ଆଉ ରାତି ତମାମ ଭିଡିଓ କଲ୍ ରେ ବାର୍ତ୍ତାଳାପ କରୁଥିଲେ ଦୀପକ ଓ ଅମିତା ଯାହାକୁ ବିରୋଧ କରିବାରୁ ରଶ୍ମିତା ସ୍ବାମୀ ଦୀପକଙ୍କ ଠାରୁ ମାଡ ମଧ୍ୟ ଖାଉଥିଲେ। ଜୀବନରୁ ମାରି ଦେବା ପାଇଁ ମଧ୍ୟ ସ୍ବାମୀ ଦେଉଥିଲେ ଧମକ।
ତେବେ ରଶ୍ମିତାଙ୍କ ଜଣେ ପୁରୁଷ ବନ୍ଧୁ ଦିଲ୍ଲୀପ କୁମାର ଜେନା ଯିଏକି ରଶ୍ମିତାଙ୍କ ଠାରୁ କିଛି ପଇସା ଧାର ନେଇଥିଲେ। ଆଉ ସେ ପଇସା ଫେରାଇ ନଥିଲେ। ଆଉ ରଶ୍ମିତା ଯେତେବେଳେ ପଇସା ମାଗିଲେ ସେତେବେଳେ ଦିଲ୍ଲୀପ ରଶ୍ମିତାକୁ ସଫିଂ କରିବା ଡାକିଥିଲେ।
ଆଉ ଏହାପରେ ଏକ ବାରକୁ ଡାକି ନେଇଥିଲେ ଆଉ ସେଠାରେ ଜୋର୍ ଜବରଦସ୍ତି ସମ୍ପର୍କ ରଖିବାକୁ ଚେଷ୍ଟା କରିଥିଲେ ଯାହାର ଭିଡିଓ ମଧ୍ୟ କରା ଯାଇଥିଲା।ତାପରେ ଦିଲ୍ଲୀପ ନିଜେ ରଶ୍ମିତାଙ୍କୁ ନିଜେ କହିଥିଲେ କି ତାଙ୍କ ସ୍ଵାମୀ ନିଜେ ପଇସା ଦେଇ ଏପରି କରିବାକୁ ପଇସା ପତ୍ର ଦେଇଥିଲେ।
ତେବେ ଏ ସବୁ କରିବାର କାରଣ ହେଉଛି ରଶ୍ମିତାଙ୍କ ସ୍ବାମୀ ଦୀପକ ଅନ୍ୟ ଜଣେ ଅନ୍ୟ ଜଣେ ଯୁବତୀ ଅମିତା ସାମଲଙ୍କ ସହିତ ପ୍ରେମ ସମ୍ପର୍କ ରଖିଛନ୍ତି ସେଥିପାଇଁ ସେ ରଶ୍ମିତାକୁ ଛାଡ଼ପତ୍ର ଦେବାପାଇଁ ଚାହୁଁଛନ୍ତି। ତେବେ ରଶ୍ମିତାଙ୍କ ଦୁଇଟି ପିଲା ଥିବା ବେଳେ ସେ ଛାଡ଼ପତ୍ର ପାଇଁ ରାଜି ନାହାଁନ୍ତି ଯେଉଁଥି ପାଇଁ ସ୍ବାମୀ ଦୀପକ୍ ଏଭଳି ଏକ ଷଡଯନ୍ତ୍ର ରଚନା କରି ରଶ୍ମିତାକୁ ଭିଡିଓ ଭାଇରାଲ କରିଦେବାର ଧମକ ଦେଉଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।