Viral Video : ପ୍ରକୃତି ଙ୍କ ମୁମ୍ବାଇ ରାସ ଲିଳା ଭିଡିଓ ଭାଇରାଲ୍ ,,ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

କିଛି ଦିନ ତଳେ ନିଜ ବୟାନ କୁ ନେଇ ଚର୍ଚ୍ଚା ରେ ଥିବା ପ୍ରକୃତି ମିଶ୍ର ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି । ଆଗରୁ ମଦ ବିଜ୍ଞାପନ ବିବାଦକୁ ନେଇ ମୁହାଁ ଖୋଲିଥିଲେ ପ୍ରକୃତି ଏବେ ପୁଣି ଏକ ସୋସିଆଲ ମିଡିଆରେ ଭାଇରଲ ହଉଛି ତାଙ୍କ ଫଟୋ । ସୋସିଆଲ ମିଡ଼ିଆ ରେ ଏବେ ଏମିତି କିଛି ଫଟୋ ଭାଇରାଲ ହେଉଛି ଯାହାକୁ ନେଇ ପୁଣି ବିବାଦରେ ପଡିଛନ୍ତି ଓଡ଼ିଆ ସୁନ୍ଦରୀ ପ୍ରକୃତି ମିଶ୍ର । ଏ ନେଇ ବର୍ତମାନ ପର୍ଯ୍ୟନ୍ତ ପ୍ରକୃତି ମିଶ୍ର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ।

ପ୍ରକୃତି ମିଶ୍ର ପୂର୍ବ ପ୍ରେମିକ ସହ ସମ୍ପର୍କରେ ଥାଇ ମଧ୍ୟ ବାବୁସାନଙ୍କୁ ଭଲ ପାଉଥିଲେ ବୋଲି କହିଛନ୍ତି ତୃପ୍ତି । ଦିନେ ବାବୁସାନଙ୍କୁ ପ୍ରକୃତି ଫୋନ କରିଥିବା ବେଳେ ଫୋନ ଉଠାଇ ତୃପ୍ତି ବୁଝାଇଥିବା କହିଛନ୍ତି ।ଲ ଲକଡାଉନ ସମୟରେ କାମ ନମିଳିବାରୁ ଅବସାଦରେ ବାବୁସାନ ନିଶା ଅଭ୍ୟସ୍ତ ହୋଇଥିଲେ ।

କିନ୍ତୁ ପ୍ରକୃତି ତାଙ୍କ ଜୀବନକୁ ଆସିବା ପରେ ଘଣ୍ଟା ବହୁତ କିଛି ବଦଳିଯାଇଥିଲା । ଏପରିକି ବାବୁସାନଙ୍କୁ ପ୍ରକୃତି ନିଶାସକ୍ତ କରାଇ ଫାଇଦା ଉଠାଉଥିବା ତୃପ୍ତି ଅଭିଯୋଗ କରିଛନ୍ତି । ଓଲିଉଡର ଲୋକପ୍ରିୟ ଅଭିନେତା ବାବୁସାନ, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସଂପର୍କକୁ ନେଇ ରାଜରାସ୍ତାରେ ହୋଇଥିବା ହାଇଡ୍ରାମ ଏବେ ଚାରିଆଡେ ଚର୍ଚାର ବିଷୟ ପାଲଟିଛି ।

ତେବେ କୁଆଡେ ଗଲେ ରାତୁଲ ତାଙ୍କ ସହିତ ସମ୍ପର୍କରେ ଥିବାର ଭିଡିଓ ଗୁଡ଼ିକ ପୋଷ୍ଟ କରିଥିଲେ ପ୍ରକୃତି ମିଶ୍ର ଏବଂ ସେ ତାଙ୍କ ବଏଫ୍ରେଣ୍ଡ୍ ବୋଲି ମଧ୍ୟ ଜାହିର କରିଥିଲେ କିନ୍ତୁ ଏବେ କିଛିଦିନ ହେବ ଦେଖିବାକୁ ମିଳୁଛି ରାତୁଲଙ୍କ ଫଟୋ ଏବଂ ଭିଡିଓ ଉଡ଼ି ଯାଇଛି ମିଶ୍ରଙ୍କ ଆକାଉଣ୍ଟ୍ ରୁ ଏବଂ କେବଳ ପ୍ରକୃତି ମିଶ୍ରଙ୍କ ଫଟୋ ହିଁ ଅଛି ତେବେ ପୂର୍ବତନ ପ୍ରେମିକଙ୍କୁ ଭୁଲିଗଲେ କି ପ୍ରକୃତି ମିଶ୍ର ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରୁଛି।

ତେବେ ରାତୁଲ ଏବଂ ପ୍ରକୃତି ମିଶ୍ର ଦୁଇଜଣ ବମ୍ବେରେ ରହୁଥିବାର ଦେଖିବାକୁ ମିଳିଥିଲା ଏବଂ ତାଙ୍କ ସାଙ୍ଗମାନେ ମଧ୍ୟ ରହୁଥିବାର ଦେଖିବାକୁ ମିଳିଥିଲା ତେବେ ରାତୁଲ ଏବଂ ପ୍ରକୃତି ଦୁହେଁ ଦୁହିଁଙ୍କୁ ବେଶ୍ ଭଲ ପାଉଥିବାର ଦେଖିବାକୁ ମିଳୁଥିଲା ତେବେ ରାତୁଲଙ୍କ ଆକାଉଣ୍ଟ୍ ରେ ମଧ୍ୟ କୌଣସି ଫଟୋ ପ୍ରକୃତି ମିଶ୍ରଙ୍କର ଦେଖିବାକୁ ମିଳୁନାହିଁ ଯାହାକି ପୂର୍ବରୁ ଦେଖିବାକୁ ମିଳିଥିଲା।

ତେବେ ପ୍ରକୃତି ମିଶ୍ର ଆଉ ରାତୁଲ ଦୁଇଜଣ ଲିଭିନ୍ ରିଲେସନସିପ୍ ରେ ମଧ୍ୟ ରହୁଥିବାର ମଧ୍ୟ ଚର୍ଚ୍ଚା ହେଉଥିଲା କାହିଁକିନା ଦୁଇଜଣଙ୍କୁ ପ୍ରାୟ ହୋଟେଲ୍ ର ଏକ ଘରେ ଦେଖିବାକୁ ମିଳୁଥିଲା ଭିଡିଓ ସୁଟିଂ କରୁଥିବାର ଏବଂ ରାତୁଲ ଏବଂ ପ୍ରକୃତି ମଧ୍ୟ ରୋମାନ୍ସ କରୁଥିବାର ଦେଖିବାକୁ ମିଳିଥିଲା।

ତେବେ ବାବୁସାନ୍ ଙ୍କ ଘଟଣା ପରେ ପ୍ରକୃତି ମିଶ୍ରଙ୍କ ଆକାଉଣ୍ଟରେ ରାତୁଲଙ୍କର କୌଣସି ଫଟୋ ନଥିଲା ଏବଂ ପ୍ରକୃତି ମିଶ୍ରଙ୍କର ଏକା ହିଁ ଫଟୋ ଥିଲା ତେବେ ପ୍ରଶ୍ନ ଉଠୁଛି ଭୁଲିଗଲେ କି ପ୍ରକୃତି ମିଶ୍ର ତାଙ୍କ ପୂର୍ବତନ ପ୍ରେମିକ ରାତୁଲଙ୍କୁ ଏବଂ ଏବେ ବାବୁସାନ୍ ମହାନ୍ତିଙ୍କ ସହିତ ସମ୍ପର୍କରେ ଥିବା କଥା ସତ ଏହା କେତେଦୂର ସତ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ତେବେ ପୂର୍ବତନ ପ୍ରେମିକ ରାତୁଲଙ୍କ ସହିତ ବୋଧେ ପ୍ରକୃତି ମିଶ୍ରଙ୍କର ବ୍ରେକଅପ୍ ହୋଇ ଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।