sadhubani – ମହିଳା ମାନେ ମଥାରେ ସିନ୍ଦୁର କେଉଁଠି ଲଗେଇବେ। ଭୁଲ ରେ ବି କରନ୍ତୁ ନାହିଁ ଏହି ବଡ ଭୁଲ…..

ସଧବା ନାରୀର ପ୍ରତୀକ ସିନ୍ଦୂର। ମଥାରେ ସିନ୍ଦୂର ଥିଲେ ଅତି ସହଜରେ ବାରି ହୋଇଯାଏ ଯେ ନାରୀଟି ବିବାହିତା। ହିନ୍ଦୁ ଧର୍ମ ଅନୁଯାୟୀ ସ୍ୱାମୀର ଦୀର୍ଘାୟୁ ପାଇଁ ନାରୀଟିଏ ସିନ୍ଦୂର ଲଗାଏ। ସିନ୍ଦୂର ବିନା ଜଣେ ବିବାହିତା ନାରୀ ଅସମ୍ପୂର୍ଣ୍ଣ। ପ୍ରତିଦିନ ଗାଧୋଇ ସାରିବା ପରେ ଜଣେ ନାରୀ ସିନ୍ଦୂର ଲଗାଏ।

ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ସିନ୍ଦୂର ଲଗାଇବା ସମୟରେ ନାରୀମାନଙ୍କୁ ଟିକେ ଧ୍ୟାନ ଦେବା ଉଚିତ। କିଛି ମହିଳା ଅଛନ୍ତି ମଥାରେ ମଝି ସୁନ୍ତାଣୀ ନକରି ଡାହାଣ କିମ୍ବା ବାମ କଡରେ କରନ୍ତି ଏବଂ ସେଠାରେ ସିନ୍ଦୂର ଲଗାନ୍ତି। ଏପରି କରିବା ଅନୁଚିତ, କେବଳ ମଝି ସୁନ୍ତାଣୀ କରି ସିନ୍ଦୂର ଲଗାନ୍ତୁ। ମଝି ସୁନ୍ତାଣୀ ବ୍ୟତୀତ ଅନ୍ୟ କେଉଁଠି ସିନ୍ଦୂର ଲଗାଇଲେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ମନାନ୍ତର ହୁଏ ବୋଲି କୁହାଯାଏ ।

ବିବାହ ସମୟରେ ଶୁଭ ମୁହୂର୍ତର ଧ୍ୟାନ ରଖୀ ବିଧି ବିଧାନ ସହିତ ବିବାହକୁ ସମ୍ପର୍ଣ୍ଣ କରାଯାଇଥାଏ । ବିବାହ ସମୟରେ ସିନ୍ଧୁର, ମଙ୍ଗଳସୂତ୍ର ଓ ଗୋଡ ମୁଦିର ବହୁତ ମହତ୍ଵ ରହିଥାଏ । ସବୁ ଜିନିଷ ଶୁହାଗର ନିଶାନି ହୋଇଥାଏ ।ମାନ୍ୟତା ଅନୁସାରେ ସିନ୍ଦୁର ନ ଲଗାଇବା ଅଶୁଭ ହୋଇଥାଏ । ଏହା ସ୍ଵାମୀର ନିଜ ଖୁସି ସହିତ ଜଡିତ ରହିଛି । କୁହାଯାଏକି ଏହି ସିନ୍ଦୁର ସ୍ବାମୀଙ୍କୁ ସଙ୍କଟରୁ ଉଧାର କରିଥାଏ । ଯେଉଁ ମହିଳା ସିନ୍ଦୁରକୁ କେସ ଭିତରେ ଲୁଚାଇକି ରଖିଥାଏ ତାର ସ୍ଵାମୀ ସମାଜରେ ଲୁଚି ଯାଇଥାଏ ।

ମଥାରେ ସିନ୍ଦୁର ଲଗାଇବା ସମୟରେ କଣ ସାବଧାନ ରହିବା ଉଚିତ :- ଶାସ୍ତ୍ରରେ କୁହାଯାଇଚିକି କୌଣସି ବିବାହିତ ସ୍ତ୍ରୀ କୁ ସିନ୍ଦୁର ନିଜ ମଥାର ମଝିରେ ଲଗାଇବା ଉଚିତ ଏମିତି କରିବା ଦ୍ଵାରା ସ୍ଵାମୀ ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ ଓ କୌଣସି ଭୟ ରହିନଥାଏ ।

ସେହି ମହିଳା ଯିଏ ନିଜ ମଥାର ମଝିବାଲା ଭାଗକୁ ଛାଡି ତାର ପାଖରେ ସିନ୍ଦୁର ଲଗାଇଅଥାଏତ ତାର ସ୍ଵାମୀ ସହିତ ଦୂରତା ବଢିଥାଏ ଓ ଦୁଇଜଣଙ୍କ ଭିତରେ ସବୁବେଳେ ବିବାଦ ଭଳି ସ୍ଥିତି ବନିଥାଏ । ଗାଧୋଇ ସାରିବା ପରେ ସର୍ବ ପ୍ରଥମେ ଆପଣ ପୂଜା ଘରକୁ ଯାଇଥାନ୍ତି ।

ପୂଜା ଘରକୁ ଯିବା ପୂର୍ବରୁ ସିନ୍ଦୁର ଲଗାଇକି ଯାନ୍ତୁ। ଯଦି ଭୁଲି ଯାଇଛନ୍ତି ଠାକୁର ଘରେ ମାଆକୁ ଯେଉଁ ସିନ୍ଦୁର ଲଗାଇଥାନ୍ତି ସେହି ସିନ୍ଦୁର ମଧ୍ୟ ଲଗାଇ ପାରିବେ । ପୂଜା ଘରେ ସିନ୍ଦୁର ଲଗାଇବା ପାଇଁ ଗୋଟେ ଅଲଗା ସିନ୍ଦୁର ଡବା ରଖନ୍ତୁ ଓ ମା ପାଇଁ ଆଲଗ ସିନ୍ଦୁର ଡବା କରନ୍ତୁ । ସିନ୍ଦୁର ତିନିଥର ନେଇ ମଥାରେ ଭରିବା ଆବଶ୍ୟକ ହୋଇଥାଏ ।

ପିରିଅଡରେ ସିନ୍ଦୁର ବିଲକୁଲ ଲଗାଇଆବ ଉଚିତ ନୁହେଁ, ଯଦି ଅଧିକ ଗୁରୁତ୍ଵ ପୂର୍ଣ ରହିଛି ଓ ପାର୍ଟି ବା ଫଙ୍କଶନରେ ଯିବାର ଅଛି ତେବେ ଯାଇ ଲଗାଇ ପାରିବେ । ଆଉ ସିନ୍ଦୁର ଡବା ଅଲଗା କରିବେ ତାକୁ ଖାଲି ପିରିଅଡ ସମୟରେ ହିଁ ଲଗାଇବେ ।

ସ୍ଵାମୀଙ୍କ ହାତରୁ ଦେଲି ସିନ୍ଦୁର ଲଗାଇବା ଉଚିତ ନୁହେଁ କେବଳ ବିବାହ ସମୟରେ ହିଁ ଥରେ ସ୍ବାମୀଙ୍କ ହାତରୁ ସିନ୍ଦୁର ଲଗାଯାଇଥାଏ । ସିନ୍ଦୁରକୁ ବହୁତ ଯତ୍ନର ସହିତ ରଖିବା ଆବଶ୍ୟକ ତାକୁ ଇଆଡେ ସିଆଡେ ରଖିବା ଠିକ ନୁହେଁ । କାରଣ କେଉଁଠି ପଡିବାର ଆଶଙ୍କା ଥାଏ । ସିନ୍ଦୁର ଏମିତି ଡବାରେ ରଖିବା ଉଚିତ ଯଦି ତଳେ ପଡିଯାଏ ଯେମିତି ନଭାଙ୍ଗେ । ଯଦି ଭୁଲରେବି ସିନ୍ଦୁର ତଳେ ପଡିଯାଏ ତାକୁ ଭୁଲରେ ମଧ୍ୟ ଗୋଡ ଲଗାଇବେ ନହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।