ଓଃ..କି ଡାନ୍ସ ! ଭାଉଜ ନାଚିଲେ ଦିଅର ବାହାଘର ରେ ଜବରଦସ୍ତ ଠୁମକ ଡାନ୍ସ …ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ video….
ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ନିଶ୍ଚିତ ଖୁସି ହେବେ। କାରଣ ଏଠାରେ ଏହି ଭିଡିଓରେ କିଛି ଜଣ ମହିଳାଙ୍କ ଆକର୍ଷଣୀୟ ଡାନ୍ସ ଭିଡିଓ ଦେଖିବାକୁ ମିଳିଛି।ତେବେ ଆପଣ ତ ଡାନ୍ସ ଦେଖିବାକୁ ଭଲ ପାଉଥିବେ।
ନୃତ୍ୟ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ସଙ୍ଗୀତ ଏବଂ ନୃତ୍ୟ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ କହାକୁ ନୃତ୍ୟ କରୁ ଥିବାର ଦେଖିବାକୁ ପାଉ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ।
ଟିକିଏ ନାଚି ଦେଲେ ଆମକୁ ବହୁତ୍ ଖୁସି ଲାଗିଥାଏ।ଅନେକ ଜଣ ନିଜେ ନାଚି ନଥାନ୍ତି କିନ୍ତୁ ନାଚ ଦେଖିବାକୁ କିମ୍ୱା ନାଚର ମାହଲକୁ ବହୁତ୍ ଭଲ ପାଆନ୍ତି। ଆଉ ଯିଏ ନାଚିବାକୁ ଭଲ ପାଏ ସେ ନାଚ ଦେଖିଲେ କିମ୍ୱା ନାଚିବାର ସୁଯୋଗ ମିଳିଲେ ଏହାକୁ ହାତଛଡ଼ା କରେ ନାହିଁ।
ଯେମିତି ବି ହେଉ ନାଚରେ ଯୋଗ ଦିଏ ଏବଂ ନାଚି ପକାଏ।ତେଣୁ ଏଥିପାଇଁ କୌଣସି ବି ନିର୍ଦ୍ଦିଷ୍ଟ କୌଣସି ସ୍ଥାନ ନଥାଏ। ଯେଉଁଠି ବି ଟିକିଏ ନାଚିବାର ସୁଯୋଗ ମିଳେ ସେତେବେଳ ଆମେ ନାଚିଥାଉ କିଛି ନଭାବି। ସେହିପରି ଏଠାରେ ଏହି ଭିଡିଓ ରେ ମହିଳା ମାନଙ୍କର ଡାନ୍ସ ଯେଉଁଭଳି ଭାବରେ ରହିଛି ତାକୁ ଅନେକ ଦେଖି ବହୁତ୍ ପସନ୍ଦ କରୁଛନ୍ତି।
ଆପଣ ବି ଥରେ ଏହାକୁ ନିଶ୍ଚିତ ଦେଖନ୍ତୁ।ଏହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଏହା ଏକ ବାହାଘର କାର୍ଯ୍ୟକ୍ରମ ର ଡାନ୍ସ ଭିଡିଓ ଅଟେ। ଯେଉଁଠି କିଛି ମହିଳା ମନଖୋଲି ନାଚୁଥିବାର ଦେଖିବାକୁ ମିଳୁଛି।
ସେମାନେ ତାଙ୍କ ଢଙ୍ଗରେ ବେଶ୍ ଭଲ ନାଚ ଦେଖାଉଛନ୍ତି।ଅଣ୍ଟା ହଲେଇ ହଲେଇ ଏମିତି ଭାବରେ ନାଚରେ ମଜ୍ଜିି ଯାଇ ନାଚ ଦେଖାଉଛନ୍ତି ଯେ ତାକୁ ଦେଖିଲେ ଆପଣ ଭାବିବେ ଯେମିତି ପ୍ରଫେସନାଲ ଡାନ୍ସର ମାନେ ଡାନ୍ସ କରୁଛନ୍ତି। ଏହା ଦେଖିବାକୁ ଯେତିକି ଖୁସି ଲାଗୁଛି ସେତିକି ଆକର୍ଷଣୀୟ ମଧ୍ୟ ହୋଇଛି ମହିଳା ମାନଙ୍କ ଏହି ଡାନ୍ସ।
ତେବେ ତାଙ୍କର ଏଭଳି ଡାନ୍ସ କୁ ଦେଖି ନିକଟରେ ଥିବା ଅନ୍ୟ ଲୋକେ ବହୁତ୍ ଖୁସି ହେଉଛନ୍ତି। ତେବେ ବାହାଘର ପାର୍ଟିରେ ଏପରି ଏକ ଦୃଶ୍ୟ ଦେଖି ଆପଣଙ୍କୁ ବି ପାର୍ଟି ଆଟେଣ୍ଡ କରିବାକୁ ଇଛା ହେଉଥିବ। ଯାହାବି ହେଉ ମହିଳା ନାଚି ନାଚି ନିଜେ ଯେମିତି ପାର୍ଟି କୁ ଉପଭୋଗ କରୁଛନ୍ତି ଏବଂ ଅଣ୍ଟା ହଲେଇ ହଲେଇ ଜବରଦସ୍ତ ଡାନ୍ସ କରୁଛନ୍ତି ତାହା ଦେଖିବାର କଥା। ସୋସିଆଲ ମିଡିଆରେ ଏବେ ଏହି ଭିଡିଓ ବେଶ୍ ସେୟାର ହେବାରେ ଲାଗିଛି। ଏହି ଭିଡିଓକୁ ଏବେ ସୁଦ୍ଧା ୧୧ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।