🛑EXCLUSIVE : ମୋ ମା ମତେ ମନ ଭରି ଗେଲ କଲା । କହିଲା ତୁ ଆମ ସହ ଯାଆନି । ଆମେ ଯାଉଛୁ ତୁ ପଛରେ ମାଉସୀ ସହ ଯିିବୁ… ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଜଣେ ଝିଅ ଟି ତା ମାା ପାଇଁ ଏତେ କାନ୍ଦି ମିଡିଆ ଆଗରେ କହୁଚି।ଆପଣ ତ ଜାଣିଛନ୍ତି ବର୍ତ୍ତମାନ ସମୟରେ ଜଣେ ମା ନଙ୍କମୃତ୍ୟୁ ହୋଇ ଯାଇଛି ଯାହାକି ସୋସିଆଲ ମିଡ଼ିଆ ରେ ଖୁବ ମାତ୍ରା ରେ ଚହଳ ସୃଷ୍ଟି କରିଛି | କ୍ୟାନ୍ସର ରୋଗ ରେ ପୀଡିତ ଥିବାରୁ ତାଙ୍କୁ ମେଡିକାଲ ରେ ଚିକିତ୍ସା କରାଯାଉ ଥିଲା କିନ୍ତୁ ଶେଷ ରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇ ଥିଲେ |

ଟେଲି ଧାରାବାହିକ ଖଳନାୟକ ଭୂମିକା ରେ ସେ ଅଭିନୟ କରି ସେ ଘରେ ଘରେ ପରିଚିତ ଥିଲେ | ଏକାଧିକ ତେବେ ଏକ ଭିଡ଼ିଓ ମାଧ୍ୟମ ରେ ଦେଖିବାକୁ ମିଳିଛି କି ଯେତେ ବେଳେ ରାଜେଶ୍ୱରୀ ଙ୍କର ମୃତ ଶରୀର ଶେଷକୃତ୍ୟ ହେବା ପାଇଁ ଯାଉ ଥିଲା ସେତେବେଳେ ଙ୍କ ଶାଶୁ ଙ୍କର ଛାତି ଫଟାଇ କାନ୍ଦ କାନ୍ଦୁ ଥିବାର ଦେଖିବାକୁ ମିଳି ଥିଲା |

ରାଜେଶ୍ୱରୀ ଙ୍କର ଶାଶୁ ମା ତାଙ୍କ ବୋହୂ ଙ୍କୁ ଖୁବ ଭଲ ପାଉ ଥିଲେ ଏବଂ ତାଙ୍କୁ ବୋହୂ ରୂପ ରେ ନୁହେଁ ବରଂ ନିଜ ଝିଅ ରୂପ ରେ ଦେଖୁ ଥିଲେ ଆଉ ସେତିକି ଭଲ ପାଇବା ମଧ୍ୟ ଦେଉ ଥିଲେ | ଏକଥା ଆମେ କହୁନୁ ବରଂ ଗୋଟେ ମା ର କୋହ ଭରା କାନ୍ଦ କହୁଛି | ରାଜେଶ୍ୱରୀ ଙ୍କର ଶାଶୁ ମା ତାଙ୍କ ଦେହାନ୍ତ ରେ ଏତେ ମ୍ରିୟମାଣ ହୋଇ ପଡିଛନ୍ତି ଯେ ସେ ନିଜକୁ ସମ୍ଭାଳି ମଧ୍ୟ ପାରୁ ନାହାଁନ୍ତି, ଏମିତି କି କାନ୍ଦି କାନ୍ଦି ବେହୋସ ମଧ୍ୟ ହୋଇ ପଡ଼ୁଛନ୍ତି |

ରେ ସେ ଅଭିନୟ କରି ପ୍ରସିଦ୍ଧ ସାଉଁଟି ଥିଲେ, ଧାରାବାହିକ ରେ ସେ ଅଳକା ଚରିତ୍ର ରେ ଅଭିନୟ କରି ଥିଲେ |କାନ୍ଦି କାନ୍ଦି କହୁଛନ୍ତି କି ମୋ ଝିଅ ପୁରୀ ଯାଉଛି ତାକୁ ମାସ୍କ ପିନ୍ଧାଇ ଦିଅ ସାନିଟାଇଜର ଦିଅ ମୋ ଝିଅକରି ପ୍ରସିଦ୍ଧ ସାଉଁଟି ଥିଲେ, ଧାରାବାହିକ ରେ ସେ ଅଳକା ଚରିତ୍ର ରେ ଅଭିନୟ କରି ଥିଲେ |

କାନ୍ଦି କାନ୍ଦି କହୁଛନ୍ତି କି ମୋ ଝିଅ ପୁରୀ ଯାଉଛି ତାକୁ ମାସ୍କ ପିନ୍ଧାଇ ଦିଅ ସାନିଟାଇଜର ଦିଅ ମୋ ଝିଅ ଲୋ ଏଭଳି କିଛି କହି ଶାଶୁ ମା ରଡି ଛାଡ଼ି କାନ୍ଦୁଛନ୍ତି | ଯାହାକୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସି ଯିବ କାରଣ ଏମିତି ବହୁତ କମ ଶାଶୁ ଅଛନ୍ତି ଯେଉଁ ମାନଙ୍କୁ ଏଭଳି ଏକ ବୋହୂ ମିଳିବ |

ରାଜେଶ୍ୱରୀ ନିଜ ବ୍ୟକ୍ତିଗତ ଜୀବନରେ ଏକ ବହୁତ ଭଲ ମଣିଷ ଟିଏ ଥିଲେ ଏବଂ ନିଜଥିଲେ ଆଉ ସେତିକି ଭଲ ପାଇବା ମଧ୍ୟ ଦେଉ ଥିଲେ | ଏକଥା ଆମେ କହୁନୁ ବରଂ ଗୋଟେ ମା ର କୋହ ଭରା କାନ୍ଦ କହୁଛି | ରାଜେଶ୍ୱରୀ ଙ୍କର ଶାଶୁ ମା ତାଙ୍କ ଦେହାନ୍ତ ରେ ଏତେ ମ୍ରିୟମାଣ ହୋଇ ପଡିଛନ୍ତି ଯେ ସେ ନିଜକୁ ସମ୍ଭାଳି ମଧ୍ୟ ପାରୁ ନାହାଁନ୍ତି, ଏମିତି କି କାନ୍ଦି କାନ୍ଦି ବେହୋସ ମଧ୍ୟ ହୋଇ ପଡ଼ୁଛନ୍ତି |ରେ ସେ ଅଭିନୟ କରି ପ୍ରସିଦ୍ଧ ସାଉଁଟି ଥିଲେ, ଧାରାବାହିକର ସବୁ କର୍ତ୍ତବ୍ୟ କୁ ସେ ଠିକ ଭାବରେ ପାଳନ କରୁ ଥିଲେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।