Full Comedy : ଖେଳମ 2 ବାବୁସାନ – ପ୍ରକୃତିଙ୍କ viral ଅଡିଓ call, ଜବରଦସ୍ତ କମେଡି,,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ…

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଥିବା ଭିଡିଓ ଯାହା ଓଲିଉଡକୁ ନେଇ ଆସିଛି । ଆଉ ଓଲିଉଡ ଷ୍ଟାର ବାବୁଶାନ୍ ମହାନ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସମ୍ପର୍କକୁ ନେଇ ଆସିଛି ଏହି ଖବର । ଆଉ ଆପଣମାନେ ସମସ୍ତେ ବାବୁଶାନ୍ ଓ ପ୍ରକୃତି ମିଶ୍ରଙ୍କର ପ୍ରେମ ସଂପର୍କ ବିଷୟରେ ଶୁଣିଥିବେ । ଆଉ ଏହି ଘଟଣା ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ଦିନକୁ ଦିନ ତାଙ୍କ ଘଟଣାରେ ନୂଆ ନୂଆ ଆସୁଛି ।

ବାବୁସାନ ଓ ପ୍ରକୃତି ମିଶ୍ର ଏକ କାର ରେ ଏକାଠି ଥିବା ସମୟ ରେ ବାବୁସାନ ଙ୍କର ପତ୍ନୀ ତୃପ୍ତି ଆସି ସେହି ସ୍ଥାନରେ ପହଞ୍ଚି ଥିଲେ | ଏହାପରେ ବାବୁସାନ ଙ୍କ ସହ ତାଙ୍କ ସ୍ତ୍ରୀ ଝଗଡା ଲାଗିବା ପରେ ତୁପ୍ତି ପ୍ରକୃତି ଙ୍କ ଚୁଟି କୁ ଧରି ଗାଡ଼ି ଭିତରେ ମାର ପିଟ କରି ଥିଲେ | ଏହାପରେ ପ୍ରକୃତି ସେହି ସ୍ଥାନରୁ ଚାଲି ଯାଉ ଥିବା ସମୟ ରେ ବାବୁସାନ ଙ୍କ ପତ୍ନୀ ତୃପ୍ତି ତାଙ୍କୁ ଅଟକାଇ ଟଣା ଓଟରା କରି ଥିଲେ |

ଆଉ ଏହି ଘଟଣାରେ ଏବେ ନୂଆ ମୋଡ଼ ଆସିଛି ଯାହା ହେଉଛି ବାବୁଶାନ୍ ଆଉ ପ୍ରକୃତି ମିଶ୍ରଙ୍କର କଲ୍ ରେକର୍ଡିଂ ଆ …କି କଷ୍ଟ । ଆଉ ଏହି କଲ୍ ରେକର୍ଡିଂ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆଉ ଏହି ଅଡିଓରେ ଆପଣମାନେ ଶୁଣିବାକୁ ପାଇବେ ଯେ ପ୍ରକୃତି ମିଶ୍ର ଭ୍ୟାକ୍ସିନ ନେଇଛନ୍ତି ଆଉ ତାଙ୍କ ଦେହ ଖରାପ ହେଇ ଯାଇଛି ଆଉ ତାଙ୍କୁ ବାବୁଶାନ୍ ସରି କହୁଛନ୍ତି । ଆଉ କହୁଛନ୍ତି ମୁଁ ବୁଝି ପାରୁଛି ତତେ କଷ୍ଟ ହେଉଥିବ ଆଉ ତୁ ରେଷ୍ଟ ନେ ଆଉ ଭଲ ହେଇଯିବ ।


ଯେ ଗୋଟିଏ ସାଙ୍ଗ ସହିତ ଯଦି ଗାଡ଼ିରେ ବୁଲିଲା ତ କଣ ହେଇଗଲା ସାର୍ ଯଦି ସାଙ୍ଗ ହେଇଥାନ୍ତା ତ ଆପଣ ଗୋଟିଏ ରେକର୍ଡିଂ ଆ …ଏହି ସବୁ ରେକର୍ଡିଂ କୋର୍ଟ ରେ ବ୍ୟବହାର କାରୋନ୍ତୁ ନାହିଁ ଆପଣଙ୍କ ପାଖରେ ଯଦି ଭିଡ଼ିଓ ଅଛି ତ ଦେଖନ୍ତୁ ସାର ଦେଖି ପାରିବେ ହଉ ତାହେଲେ ଜର୍ଜ କହିଲେ ମୁଁ ଗୋଟିଏ ସାୟରି କହିବି ଛିଣ୍ଡା ଲୁଗା ପିନ୍ଧି ଯାଉଛି ପର ଘଇତା କୁ ଘର କରି ।

ଆଉ ତୋର ମିଟିଂ ବି ଅଛି ଆଉ ତୁ କେଉଁ କଲରର ଶାଢ଼ୀ ପିନ୍ଧିବୁ । ତାପରେ ପ୍ରକୃତି କହୁଛନ୍ତି ମୁଁ ଦୁପଟ୍ଟା ପକାଇବି । ଆଉ ତାପରେ ବାବୁଶାନ୍ କହୁଛନ୍ତି ହଉ ଫଟୋ ପଠେଇବୁ । ଆଉ ତାପରେ ପ୍ରକୃତି ମିଶ୍ର କହୁଛନ୍ତି ହଉ ରଖ ବାୟ, ଲଭ୍ ୟୁ ।

ତାପରେ ବାବୁଶାନ୍ କହୁଛନ୍ତି ବାୟ, ଡୁଡୁ ଲଭ୍ ୟୁ । ଆଉ ଏହିଭଳି କିଛି କଥା ହୋଇଛନ୍ତି ବାବୁଶାନ୍ ଆଉ ପ୍ରକୃତି ମିଶ୍ର । ଆଉ ଏବେ ଏହି ଭିଡିଓ ବହୁତ ପରିମାଣରେ ଭାଇରାଲ ହେଉଛି । ଏହି ବିଷୟ କୁ ନେଇ କିଛି କମେଡି ମଧ୍ୟ କରିଛନ୍ତି । ମୁଁ ଆଉ ପ୍ରକୃତି ସହିତ ସମ୍ପର୍କ ରଖିବିନି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।