viral ଭିଡ଼ିଓ – ବର୍ଷା ସହ ଖେଳ ,ରେପ୍ କେସରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବର୍ଷା ମାଗୁଛନ୍ତି ନ୍ୟାୟ | ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ପ୍ରେମକାହାଣୀ ବିଷୟ ରେ ଶୁଣି ଥିବେ। ତାଙ୍କର ପ୍ରେମକାହାଣୀ ତ ଟିଭି ,ଖବରକାଗଜ, ସୁସିଆଲ୍ ମିଡିଆ ରେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି। ଯୁଆଡେ ଗଲେ ଯଉଁଠାରେ ଶୁଣିଲେ ଏହି ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଙ୍କ ପ୍ରେମକାହାଣୀ କୁ ନେଇ ଲୋକମାନେ ଆଲୋଚନା କରୁଛନ୍ତି। ଏହି କାହାଣୀରେ ଟୁଙ୍ଗୁରୁ ଭୋଳ ହିରୋ ସାଜିଥିବା ବେଳେ ବର୍ଷା ହିରୋଇନ ସାଜିଛନ୍ତି।
କାହାଣୀ ର ହିରୋଇନ ବର୍ଷା ଆଜି ରଥଯାତ୍ରା ରେ ଡାକିଲେ କଳା ଠାକୁର ଙ୍କୁ ସେ ଭକ୍ତି ର ସହ କହିଛନ୍ତି ହେ ଠାକୁର ଟୁଙ୍ଗୁରୁ ମତେ ବଦ୍ ଲାମ୍ କରିଦେଲା। ମୋ ସହ ପ୍ରେମ କଲା ଧକା ଦେଲା ହେ କଳା ଠାକୁର ତୁମେ ହିଁ ମୋ ସାହା ଭରସା।

ଆପଣମାନେ ତ ଜାଣିଥିବେ ଏ ଘଟଣା ଆମର ନୁେହଁ ଏ ଘଟଣା ହେଉଛି ବର୍ଷାଙ୍କ ର ଯେଉଁ ମାଡାମ୍ ଟୁଙ୍ଗୁରୁ ଭୋଳ ଙ୍କୁ ପ୍ରେମ କରୁଥିଲେ।ଅଟୋରୁ ଆରମ୍ଭ ହୋଇଥିଲା ଏମାନଙ୍କ ର ପ୍ରେମ କାହାଣୀ। ତା ପରେ ମାଡାମ୍ ଜଣକ ବାରମ୍ବାର ବାରମ୍ବାର ଅଟୋ ଭଡା ଡାକୁଥିଲେ। ସେଇଠୁ ତାଙ୍କ ମଧ୍ଯ୍ଯରେ ପ୍ରେମ ହୋଇଥିଲା।

ଏବଂ ସେମାନେ ମଧ୍ଯ୍ଯ ସେହି ଠାରୁ ପାଖା ପାଖି ହୋଇଥିଲେ ଟୁଙ୍ଗୁରୁ ଭୋଳ ଓ ବର୍ଷା ଙ୍କ ଭିତରେ। ବଢି ଚାଲିଥାଏ ତାଙ୍କ ପ୍ରେମ କାହାଣୀ। ତାଙ୍କ ମଧ୍ଯ୍ଯ ରେ ବୟସ ର ପାନ୍ତର ଅନ୍ତର ବହୁତ ଥିଲା। ବୟସ ର ପାତର ଅନ୍ତର ବହୁତ ଥିଲେ ସେମାନେ ପରସ୍ପର କୁ ଭଲ ପାଉଥିଲେ।

 ଟୁଙ୍ଗୁରୁ ଭୋଳ କହନ୍ତି ସେ ବୟସରେ ଏତେ ବଡ ଯେ ମୁଁ ଚାହିଁଲେ ବି ତାଙ୍କୁ ବିବାହ କରିପାରିବିନି। ଆଉ ବିବାହ କରିବାକୁ ମନା କରିଦେଇ ଥିଲେ ଟୁଙ୍ଗୁରୁ ଭୋଳ। କିନ୍ତୁ ବର୍ଷା ମାଡାମ୍ ଙ୍କ ଗୋଟିଏ ଜିଦ୍ ଟୁଙ୍ଗୁରୁ ଭୋଳ ହେଉଛି କେବଳ ବର୍ଷା ର।

ଏ ଜିଦ୍ ଜିଦ୍ ଭିତରେ କଥା ଅନେକ ବ୍ଯପି ଯାଏ। କିନ୍ତୁ ସମାଧାନ ହୁଏ ନାହିଁ। ଆଉ ଟୁଙ୍ଗୁରୁ ଭୋଳ ହିରୋ ହେଇ ଜାଆନ୍ତି। କିଛି ଆଲବମ୍ କରନ୍ତି ଏବଂ ମନେ ମନେ ହିରୋ ପାଲଟି ଯାଆନ୍ତି ଟୁଙ୍ଗୁରୁ ଭୋଳ। ଗୀତ ରେ ନିଜେ ଗାୟକ ସାଜନ୍ତି, ସେପଟେ ବର୍ଷା ବି ଛାଡନ୍ତି ନାହିଁ।

କଷ୍ଟ ରେ କଷ୍ଟ ରେ କେତେ ଯେ ଗୀତ ଗାଇଛନ୍ତି। ଆଉ ଗୋଟେ ଆଲବମ୍ ମଧ୍ଯ କରିଛନ୍ତି। ଏହା ଭିତରେ ବର୍ଷା ଙ୍କ ର ପୁଣି ଭାଇରାଲ ହେଉଛି ଏହି ଭଜନ ଟି। ଭଜନ ଟି ବର୍ଷା ମାଡାମ୍ ଗାଇଛନ୍ତି ଯେଉଁ ଥିରେ ଶବ୍ଦ ଅଛି ହେ ମୋ କଳା ଠାକୁର କଷ୍ଟ ମୋର ଦୂର କର। ସେ ଏଭଳି ଦୁଃଖ ଜଣାଇଛନ୍ତି କଳା ଠାକୁର ଙ୍କୁ। ଏହା ପରେ ବି ଏହି ପରି ଗୋଟିଏ ପରେ ଗୋଟିଏ ଗୀତ ବାହାରି ଚାଲିଛି ସମାଜକୁ। ଏପରି ଗୀତ ସମାଜକୁ କି ବାର୍ତ୍ତା ଦେଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ