Chandra grahan – ଚନ୍ଦ୍ର ଗ୍ରହଣ ରେ ୪ ରାଶି କୋଟିପତି…. ମିଳିବ ଦୁନିଆରେ ସବୁ ସୁଖ ଶାନ୍ତି….

ଯାହାକି ଦୀପାବଳୀ ର ଦୁଇ ଦିନ ପୂର୍ବରୁ ପାଳନ କରାଯାଏ। ଏହି ପର୍ବରେ ମାତା ଲକ୍ଷ୍ମୀ ଓ ଭଗବାନ ଗଣେଶ ଙ୍କର ପୂଜାର୍ଚ୍ଚନା କରାଯାଏ।ତେବେ ଏହି ଧନତେରସ୍ୱ ରେ ୫ ଟି ରାଶି ର ବ୍ୟକ୍ତି ଙ୍କ ପାଇଁ ଆସିଛି ମହାସଂଯୋଗ ଏବଂ ହେବା କୁ ଯାଉଛି ବଡ଼ ପରିବର୍ତ୍ତନ। ତେବେ ଆସନ୍ତୁ ଜାଣିବା ସେହି ୫ ଟି ଭାଗ୍ୟଶାଳୀ ରାଶି ର ବ୍ୟକ୍ତି ଙ୍କ ବିଷୟରେ।

୧.ବୃଷ ରାଶି:-
ଏହି ଧନତେରସ୍ୱ ରେ ବୃହସ୍ପତି ଙ୍କ ର ପ୍ରବେଶ ଏହି ରାଶି ମଧ୍ୟକୁ ହୋଇଥିବାରୁ , ବୃଷ ରାଶିର ବ୍ୟକ୍ତିଙ୍କ ର ଜୀବନ ରେ କେତେକ ପରିବର୍ତ୍ତନ ଆସିବାକୁ ଯାଉଛି।ତେଣୁ ଆପଣଙ୍କ ର ଚାକିରୀ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏବଂ ଏହାର ପ୍ରଭାବରେ ଆପଣଙ୍କ ପରିବାର ରେ କଳି ଝଗଡା ହୋଇପାରେ। ଆପଣ କୁଆଡେ ଯିବା ସମୟରେ ଘରୁ ସୋରିଷ ପାଟିରେ ପକାଇ ବହାତ ନ୍ତୁ ଶୁଭ ଅଟେ

.କନ୍ୟା ରାଶି:-

ଧନତେରସ୍ୱ ରେ ରାଶି ଚଳନ ଯୋଗୁଁ କନ୍ୟା ରାଶିର ବ୍ୟକ୍ତି ଙ୍କର ପାରିବାରିକ ସୁଖ ଶାନ୍ତି ଦେଖାଯିବ ।ପତ୍ନୀ ଓ ସଂତାନଭାଗ୍ୟଶାଳୀ ରାଶି ର ବ୍ୟକ୍ତି ଙ୍କ ବିଷୟରେ।

୧.ବୃଷ ରାଶି:-
ଏହି ଧନତେରସ୍ୱ ରେ ବୃହସ୍ପତି ଙ୍କ ର ପ୍ରବେଶ ଏହି ରାଶି ମଧ୍ୟକୁ ହୋଇଥିବାରୁ , ବୃଷ ରାଶିର ବ୍ୟକ୍ତିଙ୍କ ର ଜୀବନ ରେ କେତେକ ପରିବର୍ତ୍ତନ ଆସିବାକୁ ଯାଉଛି।ତେଣୁ ଆପଣଙ୍କ ର ଚାକିରୀ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏବଂ ଏହାର ପ୍ରଭାବରେ ଆପଣଙ୍କ ପରିବାର ରେ କଳି ଝଗଡା ହୋଇପାରେ। ଆପଣ କୁଆଡେ ଯିବା ସମୟରେ ଘରୁ ସୋରିଷ ପାଟିରେ ପକାଇ ବହାତ ନ୍ତୁ ଶୁଭ ଅଟେ .

କନ୍ୟା ରାଶି:-
ଧନତେରସ୍ୱ ରେ ରାଶି ଚଳନ ଯୋଗୁଁ କନ୍ୟା ରାଶିର ବ୍ୟକ୍ତି ଙ୍କର ପାରିବାରିକ ସୁଖ ଶାନ୍ତି ଦେଖାଯିବ ।ପତ୍ନୀ ଓ ସଂତାନ ଙ୍କର ଠାରୁ ଶୁଭ ସମାଚାର ମିଳିବ ।ତା ସହ ଆପଣଙ୍କ ର ଭ୍ରମଣ କରିବାର ସୁଯୋଗ ମଧ୍ୟ ମିଳିବ ଓ ଆପଣଙ୍କୁ କିଛି ନୂଆ ମଧ୍ୟ ଶିକ୍ଷିବା ର ସୁଯୋଗ ମିଳିବ।


୩.ମିଥୁନ ରାଶି:-
ଆପଣଙ୍କ ର ଅଟକି ଯାଇଥିବା କାର୍ଯ୍ୟରେ ଶୁଭ ଫଳ ମିଳିବ। ସୁଖ ସଂମାନ ସହ ଧନ ସମ୍ପତ୍ତି ପ୍ରାପ୍ତ କରିବାର ଯୋଗ ମଧ୍ୟ ରହିଛି ।ନିଜ କାର୍ଯ୍ୟ କଳାପର ସମୀକ୍ଷା କରିପାରନ୍ତି। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ସୁ- ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ।

୪.କୁମ୍ଭ ରାଶି:-
କେତେକ କ୍ଷେତ୍ରରେ ଉନ୍ନତି ମିଳିବା ବେଳେ କେତେକ କ୍ଷେତ୍ରରେ ବିଫଳତା ରହିଛି। ଭୁଲ ବୁଝାମଣା ହେବାର ସମ୍ଭାବନା ଅଛି ।ପରିଶ୍ରମ ର ଫଳ ମିଳିବ କିନ୍ତୁ ମାନସିକ ସ୍ତରରେ ଅଶାନ୍ତି ଦେଖାଦେବ।.

କନ୍ୟା ରାଶି:-

ଧନତେରସ୍ୱ ରେ ରାଶି ଚଳନ ଯୋଗୁଁ କନ୍ୟା ରାଶିର ବ୍ୟକ୍ତି ଙ୍କର ପାରିବାରିକ ସୁଖ ଶାନ୍ତି ଦେଖାଯିବ ।ପତ୍ନୀ ଓ ସଂତାନ ଙ୍କର ଠାରୁ ଶୁଭ ସମାଚାର ମିଳିବ ।ତା ସହ ଆପଣଙ୍କ ର ଭ୍ରମଣ କରିବାର ସୁଯୋଗ ମଧ୍ୟ ମିଳିବ ଓ ଆପଣଙ୍କୁ କିଛି ନୂଆ ମଧ୍ୟ ଶିକ୍ଷିବା ର ସୁଯୋଗ ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।