viral video – ଛିଃ..ଛିଃ..ଏମିତି ମା କାହାକୁ ନମିଳୁ ,ବିକଳାଙ୍ଗ ପୁଅକୁ ରାସ୍ତାରେ ଫିଙ୍ଗିଲା ମା , ସାହା ହେଲା ପୋଲିସ ବାବୁ ,ଭିଡ଼ିଓ ଦେଖିଲେ କାନ୍ଦିପକେଇବେ ଦେଖନ୍ତୁ ଭିଡ଼ିଓ…
ଆମେ ଅନେକ ସମୟରେ ଦେଖିଛେ ଗୋଟେ ମା ଓ ସନ୍ତାନ ମଧ୍ୟରେ ଥିବା ସ୍ନେହ ମମତା ଓ ଭଲ ପାଇବା। ମା ତାର ସନ୍ତାନ ପାଇଁ ସବୁ ସ୍ତରକୁ ବି ଯାଇପାରେ। ଜଟିଳରୁ ଜଟିଳ ପରିସ୍ଥିତିରୁ ବି ନିଜ ସନ୍ତାନଙ୍କୁ ରକ୍ଷା କରିପାରେ ଜଣେ ମା। ମା ହେଉଛି ତ୍ୟାଗ ଓ ମହାନତାର ପ୍ରତୀକ। ତେବେ ଜଣେ ମା ପାଇଁ ତା ସନ୍ତାନ ସବୁକିଛି ହୋଇଥାଏ। ସନ୍ତାନ ଯେମିତି ବି ହୋଇଥାଉ ମା ପାଖରେ କିଛି ବାଛ ବିଚାର ନଥାଏ। ମା ପାଇଁ ତ ସବୁ ସନ୍ତାନ ସମାନ।
ତେବେ ବର୍ତ୍ତମାନ ସମୟରେ ଯେଉଁ ଚିତ୍ର ଦେଖିବାକୁ ମିଳିଛି ତାହା ସନ୍ତାନ ଓ ମା ମଧ୍ୟରେ ଥିବା ସ୍ନେହ ମମତା ଭଲପାଇବା ନୁହେଁ। ବରଂ ଜଣେ ମା ତା ବିକଳାଙ୍ଗ ପୁଅ ପ୍ରତି କରିଥିବା ଅନ୍ୟାୟ ଯାହା ଏବେ ଦେଖିବାକୁ ମିଳୁଛି। ଯଦି ଜଣେ ସନ୍ତାନ ବିକଳାଙ୍ଗ ହୋଇଥାଏ ତାକୁ କଣ ଜଣେ ମା ରାସ୍ତା କଡରେ ଫିଙ୍ଗି ଦେଇ ପାରେ।
ସତରେ କଣ ମାର ହୃଦୟ ଏତେ କଠୋର ହେଇପାରେ।ହଁ ଆଜ୍ଞା ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଯାହା ଦେଖିଲେ ଆପଣଙ୍କ ଆଖି ଲୁହରେ ଭିଜି ଯିବ।ପୁଅ ବିକଳାଙ୍ଗ ହୋଇ ଯାଇଛି ବୋଲି ଜଣେ ମା ତାକୁ ରାସ୍ତା କଡରେ ଛାଡି କୁଆଡେ ପଳାଇଛି।
ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱର ଠାରେ। ଭୁବନେଶ୍ୱର ମଞ୍ଚେଶ୍ୱର୍ ଥାନା ଅଞ୍ଚଳରେ ଦେଖିବାକୁ ମିଳୁଛି ଏହି ଭଳି ଏକ ହୃଦୟ ବିଦାରକ ଘଟଣା। ଗଛ ମୂଳରେ ଦିବ୍ୟଙ୍ଗ ପୁଅକୁ ଛାଡ଼ି ଦେଇ ଚାଲି ଯାଇଛନ୍ତି ମା ବାପା।
ସ୍ଥାନୀୟ ଲୋକେ ହଶ ବର୍ଷର ଏହି ବିଦ୍ୟାଙ୍କ ପୁଅକୁ ଦେଖି ଉଦ୍ଧାର କରିଥିଲେ। ଏହାପରେ ମଞ୍ଚେଶ୍ୱର ଥାନାରେ ଜଣାଇଥି ଲେ। ଏହା ପରେ ପୋଲିସ୍ ଆସି ୧୦ ବର୍ଷର ପୁଅକୁ ସେଥିରେ ନେଇ ଯାଇଥିଲେ। ଏହାପରେ ମଞ୍ଚେଶ୍ଵର୍ ଥାନା ପୋଲିସ ପିଲାଟିକୁ CWC କୁ ହସ୍ତାନ୍ତର କରିଛି।
ତେବେ ସମସ୍ତଂକ ମନରେ ଗୋଟାଏ ପ୍ରଶ୍ନ କଣ କରିଥିଲା ଏହି ପିଲାଟି। ପିଲାଟିର ଦୋଷ କଣ। ସେ କଣ ଜାଣି ଶୁଣି ଏପରି ଦିବ୍ୟାଙ୍ଗା ହୋଇ ଯାଇଛି।କଣ ପାଇଁ ଏଭଳି ଦିବ୍ୟାଙ୍ଗ ପିଲାକୁ ଛାଡି ଦେଇ ଚାଲିଗଲେ ତା ବାପା ଆଉ ମା। ଦିବ୍ୟଙ୍ଗା ପିଲାଟିକୁ ଛାଡ଼ିଲା ବେଳେ କଣ ଟିକିଏ ବି ବିବେକ ବାଧା ଦେଇ ନଥିଲା।
ନା ଏ ବାପା ମାଙ୍କ ହୃଦୟ ବୋଲି କିଛି ନଥିଲା। ସବୁ ମାନବିକକତାକୁ ଭୁଲି ଯାଇ ପିଲାଟିକୁ କେମିତି ଭାବେ ଛାଡି ଚାଲିଗଲେ ବାପା ମା। ଯେଉଁ ମା ସନ୍ତାନଙ୍କୁ ୧୦ ମାସ ଦଶ ଦିନ ଗର୍ଭରେ ଧରି ଜନ୍ମ ଦେଇଥିଲା ସେ ତା ଜନ୍ମ କଲା ପୁଅ ସହ କେମିତି ଏଭଳି କରି ପାରିଲା। ସେ ଯାହାବି ହେଉ ଏମିତି ଦୁର୍ଭାଗ୍ୟ ଭଗବାନ କାହାକୁ ବି ନ ଦିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।