Viral Song : କୋରାପୁଟିଆ ଗୀତ ଗାଇ ରେକର୍ଡ କଲେ ରାଣୀ ପଣ୍ଡା,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ…

ତେବେ ଅଭିନେତ୍ରୀ ରାଣୀ ପଣ୍ଡା ସେହିପରି ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିବା ସହିତ ସେଠାରେ ତାଙ୍କର ଅବକାଶ ସମୟ ଅତିବାହିତ କରୁ ଥିବାର ଦେଖିବାକୁ ମିଳିଥାଏ।ସେ ଅନେକ ସମୟରେ ତାଙ୍କର ପ୍ରଶଂସକ ମାନଙ୍କ ର ନିକଟତର ହୋଇଥାନ୍ତି ସୋସିଆଲ ମିଡ଼ିଆ ଜରିଆରେ। ଏହାଛଡା ଅନେକ ସମୟରେ ସେ କୌଣସି ଘଟଣା ଉପରେ ତାଙ୍କ ଢଙ୍ଗରେ ଉଚିତ୍ ମନ୍ତବ୍ୟ ରଖି ସମସ୍ତଙ୍କ ନଜରକୁ ଆସିଥାନ୍ତି। ଆପଣ ଏହି ଅଭିନେତ୍ରୀ ଜଣଙ୍କ ର

ଅନେକ ଡାନ୍ସ ଭିଡିଓ, ଷ୍ଟାଇଲିସ ପୋଜ୍ ସବୁକୁ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ। ଯାହାକୁ ଦେଖି ଆପଣ ମାନେ ଖୁସି ବି ହେଉଥିବେ।ଏବେ କିନ୍ତୁ ତାଙ୍କର ଏକ ସୁଟିଂ ସେଟ୍ ର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅଭିନେତ୍ରୀ ରାଣୀ ପଣ୍ଡା ଏକ ମ୍ୟୂଜିକ ଭିଡିଓ ସୁଟ ପାଇଁ ପୋଜ ଦେଉଛନ୍ତି ଏବଂ ତାଙ୍କର ମେକ୍ ଅପ୍ ଓ ଗେଟ୍ ଅପ୍ କୁ ସଜାଡୁ ଛନ୍ତି।

ଓଡିଶାର ଜଣେ ଆଗଧାଡିର କଣ୍ଠଶିଳ୍ପୀ ଅଟନ୍ତି ଗାୟିକା ରାନି ପଣ୍ଡା ତାଙ୍କ ସ୍ଵର ଯିଏ ଶୁଣିଛି ସିଏ ଜାଣିଛି ତାଙ୍କ ସ୍ୱରର ଚମକ କେତେ ରହିଛି। ତାଙ୍କର ସ୍ୱରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ରାନି ପଣ୍ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।

ଆପଣମାନେ ଜାଣିଛନ୍ତି ଯେ ସେ ଅନେକ ଫିଲ୍ମ୍ ଏବଂ ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି। ଏବେ ସେ ଘରେ ଘରେ ବେଶ୍ ପରିଚିତ ଚେହେରା ଅଟନ୍ତି। ତାଙ୍କର ଅନେକ ଗୀତ ଆପଣ ଶୁଣିବାକୁ ପାଉଥିବେ।

 ଆଉ ତାଙ୍କ ନାମ ଆଗରେ ଯୋଡି ହୋଇଗଲା ଜଣେ ବିବାଦୀୟ ଅଭିନେତ୍ରୀ ର ଟାଗ।ନିଜର ଭଲ କାମ ପାଇଁ ମଧ୍ଯ ସେ ଅନେକ ସମୟରେ ଲୋକ ଲୋଚନକୁ ଆସିଛନ୍ତି ଏବଂ ପ୍ରଶଂସିତ ବି ହେଇଛନ୍ତି। ତାଙ୍କର ଲୋକଙ୍କ ପ୍ରତି ସାହାଯ୍ୟ ମନୋଭାବ ବା ପରୋପକାରିତା ଅନେକଙ୍କୁ ବେଶ୍ ପସନ୍ଦ ଆସିଛି।

ସେହି ରାନି ପଣ୍ଡା ଆଜି କରାପୁଟ ଲୋକ ମାନଙ୍କ ପାଇଁ ଗୀତ ଗାଇଛନ୍ତି। ଏପଟେ ପୁଣି ସେ ଗୀତ ଗାଇ ବେସ୍ ଲୋକ ପ୍ରିୟ ଅଭିନେତ୍ରୀ ହୋଇ ପାରିଛନ୍ତି। ସେ ଗୀତ ଟିକୁ ଗାଇବା ସମୟରେ ବେଶ୍ ଝୁମିଝୁମି ଗାଇଛନ୍ତି ଏବଂ ନିଜକୁ ମଧ୍ଯ୍ଯ ଚୁଲବୁଲି ମଧ୍ଯ୍ଯ ସେ କହିଛନ୍ତି।ସେ ଏ କରାପୁଟିଆ କହିଛନ୍ତି। ଏବଂ ସେ ଗୀତ ରେ ବେଶ୍ ଝୁମିଝୁମି ଗାଇଛନ୍ତି।

ସିଏ ଜାଣିଛି ତାଙ୍କ ସ୍ୱରର ଚମକ କେତେ ରହିଛି। ତାଙ୍କର ସ୍ୱରର ଯାଦୁରେ ସେ ଅନେକଙ୍କୁ ତାଙ୍କ ସ୍ୱରର ଦିୱାନା କରିଥାନ୍ତି। ତେବେ ଓଡ଼ିଶାର ସଙ୍ଗୀତ ଜଗତର ଜଣେ ଜଣାଶୁଣା ପରିଚିତ ଚେହେରା ହେଉଛନ୍ତି ରାନି ପଣ୍ତାଙ୍କୁ ଓଡ଼ିଶାର ଅଗଣିତ ଶ୍ରୋତା ବେଶ୍ ପସନ୍ଦ କରନ୍ତି।ଆପଣମାନେ ଜାଣିଛନ୍ତି ଯେ ସେ ଅନେକ ଫିଲ୍ମ୍ ଏବଂ ଆଲବମ ଗୀତରେ ତାଙ୍କର କଣ୍ଠଦାନ କରି ଜଣେ ଲୋକପ୍ରିୟ ଗାୟିକା ହୋଇ ପାରିଛନ୍ତି।

ଏବେ ସେ ଘରେ ଘରେ ବେଶ୍ ପରିଚିତ ଚେହେରା ଅଟନ୍ତି। ତାଙ୍କର ଅନେକ ଗୀତ ଆପଣ ଶୁଣିବାକୁ ପାଉଥିବେ।ଆଉ ତାଙ୍କ ନାମ ଆଗରେ ଯୋଡି ହୋଇଗଲା ଜଣେ ବିବାଦୀୟ ଅଭିନେତ୍ରୀ ର ଟାଗ।ନିଜର ଭଲ କାମ ପାଇଁ ମଧ୍ଯ ସେ ଅନେକ ସମୟରେ ଲୋକ ଲୋଚନକୁ ଆସିଛନ୍ତି ଏବଂ ପ୍ରଶଂସିତ ବି ହେଇଛନ୍ତି!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।