viral video – ଭଉଣୀ ଭଉଣୀ କହି,ଭଉଣୀ ସହ ଫାଇଦା ଉଠେଇଲା ଧରମ ଭାଇ ସହ ଶାରୀରିକ ସମ୍ପର୍କ,ଆଉ ଧରାପଡ଼ିଗଲା ପରେ… ଯାହା ହେଲା,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ବର୍ତ୍ତମାନର ଏହି ଅତ୍ୟାଧୁନିକ ଯୁଗରେ ଲୋକ ମାନଙ୍କ ପାଖରେ ସଭ୍ୟତା କିମ୍ବା ମାନବିକତାର ଖୁବ୍ ଅଭାବ ଦେଖିବାକୁ ମିଳୁଛି। କେଉଁ ସମ୍ପର୍କରେ ପବିତ୍ରତା କିମ୍ବା ସତ୍ୟତା ଦେଖିବାକୁ ବିଲକୁଲ୍ ମିଳୁନାହିଁ । ଏମିତିକି ଭାଇ ଭଉଣୀର ପବିତ୍ର ସମ୍ପର୍କ ମଧ୍ୟ ଏଠାରେ ଅପବିତ୍ର ଓ କଳଙ୍କିତ । ତେବେ ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି ଯାହା ବିଷୟରେ ଜାଣିଲେ ଆପଣଙ୍କର ପାଦ ତଳୁ ମାଟି ଖସିଯିବ ଏବଂ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଆଜ୍ଞା ହଁ ଏଠାରେ ଯେଉଁ ଚିତ୍ର ସୃଷ୍ଟି ହେଉଛି ତାହା ଭାଇ ଭଉଣୀକୁ କଳଙ୍କିତ କରିଛି। ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଦାଗ। ଭାଇ ଭଉଣୀ ସହ ରଖିଲା ଶାରିରୀକ ସମ୍ପର୍କ। ଶେଷରେ ବାହା ହୋଇ ଦେଲା ନିର୍ଯାତନା।ଏବେର ନ୍ୟାୟ ଆଶାରେ ପୀଡିତା।

 ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି ଗଜପତି ଜିଲ୍ଲାର ରାୟଗଡ଼ା ବ୍ଲକ ସୋରଡ଼ା ଗ୍ରାମରେ ଦେଖିବାକୁ ମିଳୁଛି। ଗ୍ରାମର ବସ୍ତିରାଣୀ ଛିଞ୍ଚାନି ଜଣେ ଗରୀବ ଓ ନିରୀହ ଝିଅ। ସେ ତାଙ୍କ ବାପା ମାଙ୍କ ଗୋଟିଏ ବୋଲି ଅଲିଅଳି ଝିଅ। ବାପାର ମା ଝିଅକୁ ଖୁବ୍ ଗେହ୍ଲାରେ ପାଲିଥିଲେ। ଗରିବ ହେଲେବି କରୁଥିରେ କମି ରଖି ନଥିଲେ।

ତେବେ ପରିବାରରେ କେହି ପୁଅ ନଥିବାରୁ ଏହାର ଫାଇଦା ଉଠାଇ ଥିଲା ସେହି ଗ୍ରାମର ସୁରେନ୍ଦିପ ନାମକ ଏକ ଯୁବକ। ବସ୍ତିରାଣୀଙ୍କ ଘରକୁ ଆସି ଅତି ଭଲେଇ ହୋଇ ଭାଇର ପରିଚୟ ଦେଉଥିଲେ। ବସ୍ତିରାଣୀଙ୍କ ବାପା ମାଙ୍କୁ ସମ୍ମାନ ଦେବା ସହ ବସ୍ତିରାଣୀକୁ ଭଉଣୀ ପରି ଦେଖୁଥିଲେ। ସେତେବେଳେ ବସ୍ତିରାଣୀଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା।ସୁରେନ୍ଧିପ ବସ୍ତିରାଣୀଙ୍କ ଠାରୁ ୪-୫ ବର୍ଷର ବଡ ହେବେ।

ତେବେ ଝିଅର ସରଳ ହୃଦୟକୁ ଦେଖି ଏହାର ଫାଇଦା ଉଠାଇ ଥିଲା ଧରମ ଭାଇ। ଝିଅକୁ ଫୁସଲାଇ ମିଠା ମିଠା କଥା କହି ପ୍ରେମ ଜାଲରେ ଫସାଉଥିଲ ଯୁବକ। ଯୁବତୀ ମଧ୍ୟ କିଛି ନ ବୁଝି ଧିରେ ଧିରେ ଧରମ ଭାଇର ମିଠା କଥାରେ ଭାସି ଯାଇ ପ୍ରେମରେ ଉବୁଟୁବୁ ହେଉଥିଲେ ଆଉ ଏହାପରେ ଆରମ୍ଭ ହୋଇଗଲା ପ୍ରେମ ଓ ଶାରିରୀକ ସମ୍ପର୍କ। ଥରେ ନୁହେଁ ବାରମ୍ବାର ଧରମ ଭାଇ ଭଉଣୀ ସହ ରଖୁଥିଲା ଶାରିରୀକ ସମ୍ପର୍କ।

ଏହାରି କିଛିଦିନ ପରେ ଯୁବତୀଙ୍କ ବାପା ମା ଆରପାରିକୁ ଚାଲିଗଲେ ଆଉ ଯୁବକୁଙ୍କୁ ମିଳିଗଲା ବଡ ସୁଯୋଗ। ଭଉଣୀ ଘରେ ଖିଆ ପିଆ କରିବା ସହିତ ସେଠି ରହି ଭଉଣୀ ସହ ରଖୁଥିଲା ଶାରିରୀକ ସମ୍ପର୍କ। ତେବେ ଗାଁଲୋକେ ଏହାକୁ ଜାଣି ପାରି ସେମାନଙ୍କର ବିବାହ କୋର୍ଟରେ କରାଇ ଦେଲେ।

କିନ୍ତୁ ଶାଶୁ ଘର ଲୋକେ ବୋହୂକୁ ଗ୍ରହଣ କରିବା ବଦଳରେ ଦେଉଥିଲେ ନିର୍ଯାତନା ଆଉ ତା ପରେ ଥାନାର ଦ୍ବାରସ୍ଥ ହୋଇଥିଲେ ଯୁବତୀ। ଏହାପରେ ପୋଲିସ ସ୍ବାମୀ ତଥା ଧରମ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପଟେ ଝିଅ କହୁଛି ସେ ପୁଅକୁ ଉଚିତ୍ ଦଣ୍ଡ ଦେଇ ତାଙ୍କୁ ନ୍ୟାୟ ଦେବା ପାଇଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।