ହେ ଭଗବାନ…ଟିକେ ଛୋଟ ଭୁଲ୍ ପାଇଁ ଚାଲିଗଲା ନିରୀହ ମା ଓ କୁନି ଛୁଆର ଜୀବନ ,ଭିଡ଼ିଓ ଦେଖିଲେ କାନ୍ଦି ପକେଇ ବେ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ଭାବିବା ପାଇଁ ବାଧ୍ୟ ହେବେ ଯେ ଟିକିଏ ଅସାବଧାନତା ଓ ଅନ୍ୟମନସ୍କ ପାଇଁ କେତେ ବଡ ଦୁର୍ଘଟଣା ଘଟି ଯାଇପାରେ। ସାମାନ୍ୟ ସାମାନ୍ୟ ଭୁଲ୍ ଓ ଟିକେ ଟିକେ ଅନ୍ୟମନସ୍କ ନେଇ ପାରେ କାହାର ଜୀବନ।

ଏହି ଭିଡିଓକୁ ଟିକେ ଭଲ ଭାବରେ ଦେଖନ୍ତୁ ଜଣେ ମହିଳା ଏକ ଛୋଟ ପିଲାକୁ ଧରି ଆସୁଛନ୍ତି। ଆଉ ମହିଳା ଜଣକ ମୋବାଇଲରେ ଗପୁ ଥିଲେ। ମହିଳା ଜଣଙ୍କ ମୋବାଇଲରେ କେତେ ବ୍ୟସ୍ତ ରହିଛନ୍ତି ଆପଣ ତାହା ଭିଡିଓ ଦେଖି ଅନୁମାନ କରି ପାରୁଥିବେ।

ମହିଳା ଜଣକ ଆଗ ପଛ ଆଖ ପାଖ ନଦେଖି ମୋବାଇଲରେ ଗପି ଗପି ଚାଲିଛନ୍ତି ଆଉ ରାସ୍ତା କଡରେ ଥିବା ଏକ ଗାତ ଭିତରେ ନିଜ ଛୁଆ ସହିତ ପଡ଼ି ଯାଉଛନ୍ତି। ଏଥି ଦୃଶ୍ୟକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବା ସହ ଆପଣଙ୍କ ଲୋମ ମଧ୍ୟ ଲୋମ ଟାଙ୍କୁରି ଉଠିବ। ମହିଳା ଯେଉଁ ଭଳି ଭାବରେ ତାଙ୍କ ଛୁଆ ସହ ଗାତ ଭିତରେ ପଡ଼ିଗଲେ ସେ ଗାତ ଭିତରୁ ଉଦ୍ଧାର କରିବା ଖୁବ୍ କାଠିକର ପାଠ।

ଏହାପରେ ମହିଳା ଜଣଙ୍କ ପଡି ଯିବା ଦେଖି ଆଖ ପାଖର ଲୋକେ ଧାଇଁ ଆସୁଛନ୍ତି ଏବଂ ମହିଳା ଏବଂ ତାଙ୍କ ପିଲାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ଗାତଟି ଖୁବ୍ ଛୋଟ ଥିବାରୁ ମହିଳାଙ୍କୁ ଏବଂ ତାଙ୍କ ପିଲାଙ୍କୁ ଉଦ୍ଧାର କରିବା ଏତେ ସହଜ ନଥିଲା।

ଏହା ପରେ ଜଣେ ବ୍ୟକ୍ତି ସେହି ଗାତ ଭିତରେ ପଶି ପ୍ରଥମେ ପିଲାଟିକୁ ବାହାର କରି ଆଣିଛନ୍ତି। ତା ପରେ ମହିଳାଙ୍କୁ ମଧ୍ୟ ବାହାର୍ କରିଛନ୍ତି। ତେବେ ଉଦ୍ଧାର ପରେ ମା ଓ ଛୁଆ ଉଭୟ ଠିକ୍ ଥିବାର ଜଣା ପଡିଛି।

ତେବେ ଟିକେ ଭୁଲ ଓ ଅନ୍ୟମନସ୍କ ପାଇଁ କେତେ ବଡ ଅଘଟଣ ଘଟିଯାଇ ପାରେ ତାହା ଏହି ଚିତ୍ର ବୟାନ କରୁଛି। ଛୋଟ ଛୋଟ ଭୁଲ ପାଇଁ କେତେବେଳେ ବି କାହା ଜୀବନ ଅକାଳରେ ଜାଇ ପାରେ କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେଉଁ ଗାତଟି କର ଯାଇଥିଲା ତାର ଆଖପାଖରେ କିଛି ବୋର୍ଡ କାହିଁକି ମାରା ଯାଇ ନଥିଲା। ହୁଏତ ସ୍ତ୍ରୀ ଲୋକ ବୋର୍ଡ ଦ୍ଵାରା ଦେଖି ସତର୍କ ହେଇ ପାରିଥାନ୍ତେ ଓ ଅଲଗା ରାସ୍ତା ପଟେ ଯାଇ ପାରିଥାନ୍ତେ।

ତଥାପି ଏଠାରେ ମହିଳାଙ୍କର ଭୁଲକୁ ମଧ୍ୟ ଏଡାଇ ଦିଆ ଯାଇ ନପାରେ। କାରଣ ମହିଳା ଜଣକ ରାସ୍ତାରେ ଯିବା ସମୟରେ ମୋବାଇଲରେ ଗପି ଗପି ଚାଲିଥିଲେ ଆଉ ସେ ସମ୍ପୂର୍ଣ୍ଣ ଅନ୍ୟମନସ୍କ ରହିଥିଲେ। ଯେଉଁଥି ପାଇଁ ଏଭଳି ଏକ ଅଘଟଣ ଘଟି ଗଲା। କିନ୍ତୁ ଭଗବାନଙ୍କ କୃପା ଓ ସ୍ଥାନୀୟ ଲୋକଙ୍କ ସାହାଯ୍ୟ ପାଇଁ ମହିଳା ଓ ତାଙ୍କ ପିଲାଙ୍କ ଜୀବନ ବଞ୍ଚି ପାରିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।