viral ଭିଡ଼ିଓ-ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ଼।ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !

ଦିନକୁ ଦିନ ଆମ ସମାଜରେ ଆଉ ସଚ୍ଚା ପ୍ରେମ ଆଉ ଦେଖିବାକୁ ମିଳୁନାହିଁ। ପ୍ରାୟ ସମୟରେ ପ୍ରେମରେ ଧୋକା ଦେଖିବାକୁ ମିଳୁଛି। ସେଥିପାଇଁ ପ୍ରେମରେ ଧୋକା ଖାଇଥିବା ପ୍ରେମର ପ୍ରେମ ପଥିକ ମାନେ କିଛି ଭୁଲ ଷ୍ଟେପ ନେଇ ଯାଉଛନ୍ତି।ସ୍ବାର୍ଥନିହିତ ପ୍ରେମ ଓ ଏକପାଖିଆ ପ୍ରେମର କରୁଣ ପରିଣତିରୁ କେତେବେଳେ ଘଟୁଛି ହତ୍ୟାକାଣ୍ଡ ତ କେତେବେଳେ ଆତ୍ମହତ୍ୟା।

ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ମଡେ଼ଲ ତଥା ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହି ଙ୍କ ମୃତ୍ୟୁ ମାମଲାର ବିବାଦ।ଗତ ୩୧ ଜାନୁୟାରୀରେ ଭୁବନେଶ୍ୱର ନନ୍ଦନବିହାର ଅଞ୍ଚଳରେ ଘର ଭିତରୁ ସୌମ୍ୟ ରଞ୍ଜନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରା ଯାଇଥିଲା। ମରିବା ପୂର୍ବରୁ ସୌମ୍ୟରଞ୍ଜନ ଏକ ସୁଇସାଇଡ ନୋଟ୍ ଲେଖି ଯାଇଥିଲେ। ଯାହା ବର୍ତ୍ତମାନ ସମୟରେ ଏକ ବଡ ପ୍ରସଙ୍ଗ ପାଲଟି ଯାଇଛି।ସୌମ୍ୟଙ୍କ ମୃତଦେହ ପାଖରୁ ମିଳିଥିବା

ଏହି ହାତ ଲେଖା ସୁଇସାଇଡ୍ ନୋଟରେ ସ୍ପଷ୍ଟ ଭାବେ ଲେଖା ଯାଇଥିଲା ଧୋକାବାଜ୍ ପ୍ରେମିକାର ପ୍ରେମ ପ୍ରତାରଣା ସମ୍ପର୍କରେ। ଯାହାକୁ ଦେଖି ପରିବାର ଲୋକେ ସୌମ୍ୟଙ୍କ ପ୍ରେମିକା ସୋନାଲିଙ୍କ ଉପରେ ଆଣିଥିଲେ ଅଭିଯୋଗ।ତାଙ୍କୁ ନ୍ୟାୟ ମିଳୁ ବୋଲି ଅନେକ ସ୍ୱର ଉଠାଇ ଥିବା ବେଳେ ଏ ପର୍ଯ୍ୟନ୍ତ ପୋଲିସ୍ ର କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ।

ସୌମ୍ୟ ରଞ୍ଜନଙ୍କ ନ୍ୟାୟ ଦାବିରେ ଅନେକ ଲୋକେ ସ୍ୱର ଉଠାଇ ଛନ୍ତି ଓ ଅନେକ ଲୋକେ ପ୍ରେମର ପ୍ରତାରଣା ଉପରେ ନିଜର ମତ ରଖିବାରେ ଲାଗିଛନ୍ତି। ସେମିତି ଏକ ମତବାଦ୍ ସାମ୍ନାକୁ ଆସିଛି। ସୁବାଶିସ ଷଡ଼ଙ୍ଗୀ ନାମକ ଏକ ବ୍ୟକ୍ତି ନିଜ ୟୁଟ୍ୟୁବ ଚ୍ୟାନେଲରେ ଲାଇଭ ଆସି ଲୋକ ମାନଙ୍କୁ ଏମିତି ମାନସିକ ଭାରସାମ୍ୟ ନହରାଇବା ପାଇଁ ସଚେତନ କରିଛନ୍ତି।


ସେ କହୁଛନ୍ତି ଯେ କିଛି ଲୋକଙ୍କର ମାନସିକତାର ପରିବର୍ତ୍ତନ ଘଟିଥାଏ। ଯେଁଉମାନଙ୍କର ମାନସିକତାରେ ପରିବର୍ତ୍ତନ ଘଟେ ସେମାନେ କେବେ ମଣିଷ ହୋଇପାରନ୍ତି ନାହିଁ। ପ୍ରେମରେ କେବେ କଣ୍ଡିସନ ନଥାଏ। ପ୍ରକୃତ ପ୍ରେମରେ କେବଳ ଭଲପାଇବା ରହିଥାଏ।

ପ୍ରେମକୁ କେବେ ପଇସା ଧନ ସଂପତ୍ତି ତୁଳନା କରିବା ଉଚିତ୍ ନୁହେଁ। ସୋନାଲି ନନ୍ଦଙ୍କ ବିରୁଦ୍ଧରେ ସବୁ ପ୍ରମାଣ ଥିବା ଶ୍ୱତେ ପୋଲିସ କଣ ପାଇଁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ସେ ବିଷୟରେ ସୁବାଶିସ ସ୍ୱର ଉତ୍ତୋଳନ କରିଛନ୍ତି। ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଝୁଲନ୍ତା ମୃତଦେହ ପାଖରୁ ମିଳିଥିବା ସୁଇସାଇଡ୍ ନୋଟ୍ ଓ ଭାଇରାଲ ହୋଇଥିବା କଲ୍ ରେକଡିଂରୁ ସିଧା ସଳଖ ଭାବରେ ସୋନାଲି ନନ୍ଦଙ୍କ ବିରୁଦ୍ଧରେ ଯାଉଛି ତଥାପି ତାଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇନାହିଁ।

ଯାହାକୁ ନେଇ ରାଜ୍ୟରେ ଜୋରସୋର ଚର୍ଚ୍ଚା ଚାଲିଛି। ମଡେ଼ଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଓ ସୋନାଲି ନନ୍ଦଙ୍କ ଭାଇରାଲ କଲ୍ ରେକର୍ଡ ସାମ୍ନାକୁ ଆସିଲା ପରେ ସାଧାରଣ ଲୋକଙ୍କ ପାଖରୁ ଗୋଟିଏ ପରେ ଗୋଟିଏ ମତ ଦେଖିବାକୁ ମିଳୁଛ। କେବଳ ପରିବାର ଲୋକେ ନୁହେଁ ସାରା ରାଜ୍ୟ ସୌମ୍ୟରଞ୍ଜନଙ୍କ ନ୍ୟାୟ ଦାବିରେ ସ୍ୱର ଉତ୍ତୋଳନ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।