viral ଭିଡ଼ିଓ – OMG ! ଭାଇଜଣଙ୍କ ଏମିତି ହିନ୍ଦୀ ରେ କଥା ହେଉଛନ୍ତି ଥରେ ଶୁଣିଲେ ଆପଣ କୋମା ପଳେଇବେ,ଯାହାକୁ 55 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ video!

ଭାଷା ଗୋଟେ ଏମିତି ଜିନିଷ , ଯାହା ଆପଣଂକୁ ଜାଣିବା ନିହାତି ଆବଶ୍ୟକ । ବିଭିନ୍ନ ପ୍ରକାର ଭାଷା ଜାଣିବା ନିହାତି ଆବଶ୍ୟକ । କାରଣ ଏଇ ଭାଷା ଦିନେ ଆପଣଂକୁ ବହୁତ ଆଗକୁ ନେଇ ଯାଇ ପାରେ । ଯଦି ଆପଣ ଅନ୍ୟ କୁ ଭଲ ଭାବରେ ବୁଝେଇ ପାରୁ ଥିବେ ଭାଷା ମାଧ୍ୟମ ରେ ତାହାଲେ ଆପଣ ଦିନେ ବହୁତ ଆଗକୁ ଯାଇ ପାରିବେ । ପ୍ରଥମେ ନିଜ ଭାଷା କୁ ଠିକ ଭାବରେ ଜାଣନ୍ତୁ ତା ପରେ ଅନ୍ୟ ଯେକୌଣସି ଭାଷା ଜାଣନ୍ତୁ । ତେଣୁ କଥା ରେ ଅଛି ଉଚ୍ଚ କର ଯେବେ ନିଜ ଆଶା … ଉଚ୍ଚ କର ଆଗେ ନିଜ ମାତୃ ଭାଷା

। ତମେ ଯଦି ନିଜ ମାତୃ ଭାଷା କୁ ଭଲ ଭାବରେ ଜାଣି ଥିବ । ତାହାଲେ ତମେ ଅନ୍ୟ ହିନ୍ଦୀ ଓ ଇଂରାଜୀ ଭାଷା ମଧ୍ୟ ଭଲ ଭାବରେ ଜାଣି ପାରିବ । ଏହି ଭାଷା ଗୁଡିକ ମଧ୍ୟ ନିହାତି ଜାଣିବା ଆବଶ୍ୟକ । ଇଂରେଜ ମାନେ ଆମ ଦେଶ କୁ ଶାସନ କରୁ ଥିଲେ ସତ । କିନ୍ତୁ ସେମାନେ ଯିବା ବେଳେ ଆମକୁ ଗୋଟେ ଭଲ ଜିନିଷ ଶିଖେଇ ଦେଇ ଗଲେ । ତାହା ହେଉଛି ଇଂରାଜୀ ଭାଷା ।

ଯାହା ଫୋଳରେ ଆଜି ଭାରତ ର ବହୁତ ଲୋକ ଅନ୍ୟ ଦେଶ ରେ ଯାଇ ରହି ପାରୁ ଛନ୍ତି । ଇଂରାଜୀ ଭାଷା କହି ପାରୁ ଛନ୍ତି । ଯଦି ଆପଣ ରାଜ୍ୟ ହାହାର କୁ ଯାଉଛନ୍ତି ତାହାଲେ ଆପଣ ପ୍ରଥମେ ହିନ୍ଦୀ ଭାଷା ଶିଖିବା ନିହାତି ଆବଶ୍ୟକ । ତେଣୁ ହିନ୍ଦୀ ଓ ଇଂରାଜୀ ଶିଖିବା ନିହାତି ଆବଶ୍ୟକ । ଆଜି ଆମେ ଆପଣଂକୁ ଏତେ କଥା କହିବା ର ମାନେ ଆଜି ଏକ ହିନ୍ଦୀ ଓ ଓଡ଼ିଆ କଥା କଲ ରେକର୍ଡ଼ କରା ଯାଇଛି ।

ଯାହା ଆପଣ ଶୁଣିବା ପରେ ନ ହସି ରହି ପାରିବେ ନାହିଁ । କଥା ଟି ହେଉଛି ଜଣେ ଓଡ଼ିଆ ଗ୍ରହକ ଙ୍କ ପାଖକୁ କଲ କରି ଥିଲେ ହିନ୍ଦୀ କଷ୍ଟମର କେୟାର । ତେବେ ସେ ହିନ୍ଦୀ ରେ କଥା ହେଉ ଥିଲେ ଓଡ଼ିଆ ଗ୍ରାହକ ଙ୍କ ସହିତ ଯାହା ଆପଣ ସୁଣିଲେ ବହୁତ ହସିବେ । ତେବେ ଆସନ୍ତୁ ଜାଣିବା ସେ କଣ କହୁ ଥିଲେ ।


ପ୍ରଥମେ ଝିଅ ଟି ହିନ୍ଦୀ ରେ କହି ଥିଲେ , ତମର ଗୋଟେ ଗାଡି ଆସିଛି ଆସି ନେଇ ଯାଅ । କିନ୍ତୁ ବ୍ୟକ୍ତି ଜଣକ ବୁଝି ପାରି ନ ଥିଲେ । ବ୍ୟକ୍ତି ଜଣକ କହିଲେ ମାମୁଁ କୁ କହିବି ଯିବେ , ସେ ଏହି କଥା ଟି ଓଡ଼ିଆ ରେ କହି ଥିଲେ ।

ତେବେ ପୁଣି ଝିଅଟି କହି ଥିଲେ ତୁମେ କେଉଁ ଭାଷା ରେ କହୁଚ ମୁଁ କିଛି ବୁଝି ପାରୁନି । ଏମିତି ତାଙ୍କ ଭିତରେ କଥା ଚାଲି ଥିଲା । ଯାହା ଆଜି ରେକର୍ଡ଼ କରାଯାଇ ଥିଲା । ଆପଣ ଏହାକୁ ସୁଣିଲେ ବହୁତ ହସିବେ । ତେବେ ଏହି କଲ ରେକର୍ଡ଼ କୁ ଶୁଣନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।