ଛି…ଛି..ସ୍ୱାମୀ ମଲା ପରେ ଶ୍ୱଶୁରକୁ ବାହା ହେଲା ବହୁ,ଭିଡ଼ିଓ ଦେଖିଲେ ମୁଣ୍ଡକାମ କରିବନି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ପ୍ରତ୍ୟେକ ଦିନ ପ୍ରତ୍ୟେକ ସମୟରେ ସାମାଜିକ ଗଣ ମାଧ୍ୟମରେ କିଛି ନା କିଛି ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି।ସାମାଜିକ ଗଣ ମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓ ଗୁଡ଼ିକ ମଧ୍ୟରୁ କିଛି ଭିଡିଓ ଖୁବ୍ ଭାଇରାଲ ହୋଇଥାଏ। ବେଳେବେଳେ ସୋସିଆଲ ମିଡ଼ିଆରେ ଏଭଳି ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଶୁଣିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇ ପଡୁଛୁ। ତେବେ ଏଥି ମଧ୍ୟରୁ କିଛି ଭିଡ଼ିଓକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି ଏବଂ କିଛି ଭିଡିଓ ଏମିତି ହେଇଥାଏ ଯାହାକୁ ଖୁବ୍ ନିନ୍ଦା ମଧ୍ୟ କରାଯାଏ।

ତେବେ ଆପଣ ମାନେ ଜାଣିଥିବେ ଯେ ଶଶୁର ଆଉ ବୋହୂର ସମ୍ପର୍କ ବାପ ଝିଅର ସମ୍ପର୍କ ସହିତ ସମାନ । ଯେଉଁ ବାପାଙ୍କୁ ଝିଅ ବାପ ଘରେ ଛାଡ଼ି ଆସିଥାଏ ସେହି ବାପାଙ୍କୁ ସେ ଶାଶୁ ଘରେ ଶଶୁର ଆକାରରେ ପାଇଥାଏ । ତେବେ ଏମାନଙ୍କର ସମ୍ପର୍କ ଅତ୍ୟନ୍ତ ପବିତ୍ର ସମ୍ପର୍କ ଅଟେ ।

 କିନ୍ତୁ ବେଳେବେଳେ ଏହି ଶଶୁର ବୋହୁଙ୍କୁ ନେଇ ଏଭଳି ଖବର ସାମ୍ନାକୁ ଆସୁଅଛି , ଯାହାକୁ ବିଶ୍ୱାସ କରିବା ସହଜ ମନେ ହେଉନାହିଁ ଆଉ ଯାହା ବିଷୟରେ ଶୁଣିବା ପରେ ମୁଣ୍ଡ ତଳକୁ ହୋଇ ଯାଉଛି ।

କେଉଁଠି ଶଶୁର ବୋହୁ ପ୍ରେମରେ ପାଗଳ ତ ଆଉ କେଉଁଠି ବୋହୁ ଉପରେ ଖରାପ ନଜର ପକାଉଛି ଶଶୁର ପୁଣି ଆଉ କେଉଁଠି ଶଶୁର ବୋହୁ ଚମ୍ପଟ । ତେବେ ବର୍ତ୍ତମାନ ସମୟରେ ମଧ୍ୟ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ଲୋକଲୋଚନକୁ ଆସିଅଛି ଯାହାକୁ ସହଜରେ ବିଶ୍ୱାସ କରି ହେଉନାହିଁ ।ତେବେ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଥିବା ଏହି ଖବର ବିଷୟରେ ଆସନ୍ତୁ ଜାଣିବା।


ତେବେ ନିଜ ବୋହୂକୁ ବିବାହ କରିଛନ୍ତି ତାଙ୍କ ନିଜ ଶଶୁର। ପୁଅର ଦେହ ତ୍ୟାଗ ପରେ ମନ୍ଦିରରେ ବୋହୂକୁ ସିନ୍ଦୂର ପିନ୍ଧାଇଲେ ଶଶୁର। ଏମିତି ଏକ ଖବର ଏବେ ଗଣ ମାଧ୍ୟମରେ ଜୋର୍ ଧରିଛି। ତେବେ ପୁଅ ମରିଯିବା ପରେ ବୋହୂର ଆଗକୁ ଓ ପଛକୁ କେହି ନଥିଲେ। ତେଣୁ ପୁଅର ଦେହାନ୍ତ ପରେ ବୋହୂକୁ ସାହାରା ଦେବା ପାଇଁ ଶଶୁର ଏମିତି କରିଛନ୍ତି ବୋଲି ସେ କହିଛନ୍ତି। ଶଶୁରଙ୍କ ବୟସ ୪୫ ହୋଇଥିବା ବେଳେ ବୋହୂର ବୟସ ମାତ୍ର ୨୫ ବର୍ଷ।

ତେବେ ଶଶୁର ଓ ବୋହୂର ସମ୍ପର୍କ ଜଣେ ବାପା ଓ ଝିଅର ସମ୍ପର୍କ ହୋଇଥିବା ବେଳେ ଶଶୁର ଓ ବୋହୂ ବିବାହ କରିବା କେତେ ଜୋର ଠିକ୍ ତାହା ଗଣ ମାଧ୍ୟମ ପ୍ରଶ୍ନ କରିଥିଲା। ଯାହାର ଉତ୍ତରରେ ଶଶୁର କହିଥିଲେ ଏଇଟା

ଆମ ବ୍ୟକ୍ତିଗତ ବ୍ୟାପାର ଏବଂ ବୋହୂ ମଧ୍ୟ କହିଥିଲେ କି ସେ ନିଜ ଇଚ୍ଛାରେ ବିବାହ କରିଛନ୍ତି। ତେବେ ଶଶୁର ବୋହୂକୁ ସାହାରା ଦେବା ପାଇଁ ତାଙ୍କୁ ଅନ୍ୟ କୋଉ ଯୁବକ ଦେଖି ବାହା ଦେଇ ପାରିଥାନ୍ତେ କିନ୍ତୁ ଝିଅ ସମାନ ବୋହୂକୁ ନିଜେ ବିବାହ କରିବା ଖୁବ୍ ଲଜ୍ୟା ଓ ନିନ୍ଦା ଜନକ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।