viral ଭିଡ଼ିଓ -“ଟିକେ ଡାନ୍ସ ଟିକେ ଆକ୍ଟିଂ”,ଡାନ୍ସ କରି କମାଲ କଲେ ସୁନ୍ଦରୀ ଆକାଂକ୍ଷା ଏବଂ ଫୁଲେଇ ସୋନାଲିଶା ଡାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ,ଯାହାକୁ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ସମ୍ପୂର୍ଣ video!

ବିଭିନ୍ନ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମ ମାଧ୍ୟମରେ ଲୁଚି ରହିଥିବା ପ୍ରତିଭା ଗୁଡ଼ିକ ସାମ୍ନାକୁ ଆସୁଛି। ଭିନ୍ନ ଭିନ୍ନ ପ୍ରତିଭା ଗୁଡ଼ିକ ଆଣିବା ପାଇଁ ଆଜିକାଲି ବହୁତ୍ ପ୍ରକାର ରିଆଲିଟି ଶୋ ଦେଖିବାକୁ ମିଳୁଛି। ତେବେ ସୀତାରାମ ଅଗ୍ରୱାଲ ଓ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କ ଟିଭି ଚ୍ୟାନେଲ ସିଦ୍ଧାର୍ଥ ଟିଭି ନୂଆ ପ୍ରତିଭା ଗୁଡ଼ିକ ଖୋଜିବାରେ ପ୍ରୟାସ ଜାରି ରଖିଛନ୍ତି। ସିଦ୍ଧାର୍ଥ ଟିଭି ତରଫରୁ ବିଭିନ୍ନ ରିଆଲିଟି ଶୋ ମାଧ୍ୟମରେ ନୂଆ ନୂଆ ପ୍ରତିଭା ସାମ୍ନାକୁ ଆସୁଥିବାର ଦେଖିବାକୁ ମିଳିଛନ୍ତି।

ତେବେ ଏହି ଲୋକପ୍ରିୟ ଟିଭି ଚ୍ୟାନେଲ ସିଦ୍ଧାର୍ଥ ଟିଭି ମୋନୋରଞ୍ଜନର ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ପାରିଛି। ଏହି ଟିଭି ଚ୍ୟାନେଲରେ ଅନେକ ଗୁଡ଼ିଏ ମନୋରଞ୍ଜନ ଭିତ୍ତିକ ଶୋ ଗୁଡ଼ିକ ଦେଖିବାକୁ ମିଳୁଛି।

ତେବେ ଏଥି ମଧ୍ୟରୁ ଏକ ଲୋକପ୍ରିୟ ରିଆଲିଟି ଶୋ ହେଉଛି “ଟିକେ ଡାନ୍ସ ଟିକେ ଆକ୍ଟିଂ” ଏହି ଶୋ ମାଧ୍ୟମରେ ନୂତନ କଳାକାର ମାନଙ୍କୁ ଚୟନ କରା ଯାଇଥାଏ। ଯେଉଁ ଯୁବ ପିଢ଼ିମାନେ ଅଭିନୟ ଦୁନିଆକୁ ଆସିବା ପାଇଁ ଇଚ୍ଛୁକ ସେମାନେ ଏଥିରେ ଅଂଶ ଗ୍ରହଣ କରିବା ପାଇଁ ଆସିଥାନ୍ତି। ତାଙ୍କ ଭିତରେ ରହିଥିବା ପ୍ରତିଭାକୁ ଦେଖାଇଥାନ୍ତି।

ଏହି ରିଆଲିଟି ଶୋ ଟି ଦର୍ଶକ ମାନଙ୍କ ମନକୁ ଖୁବ୍ ଛୁଇଁ ପାରିଛି। ଦର୍ଶକ ମାନେ ଏହି ଶୋକୁ ଖୁବ୍ ପସନ୍ଦ କରୁଥିବାର ଦେଖିବାକୁ ମିଳୁଛି। ତେବେ ଏହି ଶୋ ରେ ଭାଗନେଇଥିବା ପ୍ରତିଭା ମାନେ ଖୁବ୍ ସୁନ୍ଦର୍ ଡାନ୍ସ ଏବଂ ଆକ୍ଟିଂ କରି ଜଜେସ୍ ଏବଂ ଦର୍ଶକ ମାନଙ୍କ ମନକୁ କିଣିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ସମସ୍ତେ ନିଜର ବେଷ୍ଟ ଦେବା ପାଇଁ ଚେଷ୍ଟା ଓ ପରିଶ୍ରମ ଜାରି ରଖିଛନ୍ତି।


ଏହାର ଗୋଟିଏ ପରେ ଗୋଟିଏଭିଡିଓ ଏବେ ସାମ୍ନାକୁ ଆସିବାକୁ ଲାଗୁଛି। ତେବେ ବର୍ତ୍ତମାନ ସମୟରେ ଏହି ରିଆଲିଟି ଶୋ ଭାଗ ନେଇଥିବା ଦୁଇଜଣ ସୁନ୍ଦରୀଙ୍କ ଡୁଏଟ୍ ପ୍ରୋଫମାନ୍ସକୁ ଦର୍ଶକ ମାନେଖୁବ୍ ପସନ୍ଦ କରୁଛନ୍ତି।

ଏହି ଭିଡିଓ ସୁନ୍ଦରୀ ସୋନାଲିଶା ଏବଂ ଆକାଂକ୍ଷାଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳୁଛି। ଦୁଇ ଜଣ ଯାକ ଖୁବ୍ ସୁନ୍ଦର ଦେଖାଯିବା ସହିତ ଖୁବ୍ ସୁନ୍ଦର୍ ଡାନ୍ସ କରୁଛନ୍ତି। ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସୁଛି। ଜଜେସ ମାନେ ଏମାନଙ୍କୁ ଭଲ ଭଲ କମେଣ୍ଟ ମଧ୍ୟ ଦେଇଛନ୍ତି।

ଏହି ଭିଡିଓରେ ଜଜେସ୍ ମାନଙ୍କ ଖୁବ୍ ମସ୍ତି ମଧ୍ୟ ଦେଖିବାକୁ ମିଳୁଛି। ଏହି ଶୋର ଉପସ୍ଥାପକ ସୁମନ ଏବଂ ଜଜେସ୍ ତଥା ହାସ୍ୟ ଅଭିନେତା ହରିଭାଇ ଖୁବ୍ ମଜା ମସ୍ତି କରୁଛନ୍ତି କେବଳ ଏତିକି ନୁହେଁ ହରି ଭାଇ ନିଜେ ଷ୍ଟେଜକୁ ଆସି ସବୁ ପାର୍ଟିସିପେଟ୍ ମାନଙ୍କ ମଜାଳିଆ ଡାନ୍ସ ଷ୍ଟେପ୍ ମଧ୍ୟ କରୁଛନ୍ତି।

ଏହାପରେ ଅଭିନେତ୍ରୀ ଶୀତଳ ଆସି ହରି ଭାଇଙ୍କୁଙ୍କ ହାତ ଟାଣି ତାଙ୍କ ସିଟ ପାଖକୁ ନେଇ ଯାଇଛନ୍ତି। ତେବେ ଭିଡିଓଟି ପୁରା ମନୋରଂଜନରେ ଭରପୁର ହୋଇ ରହିଛି। ଯାହା ଆପଣ ଏହି ଭିଡିଓ ରେ ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।