viral ଭିଡ଼ିଓ – ପୁଣିଥରେ marcket କୁ ଆସିଲେ ସାନ୍ତୁନଙ୍କ ମୁ ରାଜା ତର ତୁ ରାଣୀ ମୋର ଗୀତ ଦେଖିଲେ ହସି ଗଡିବେ , ମାତ୍ର 4 ଘଣ୍ଟାରେ 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !

ଏବେ ଓଡିଶା ର ଗୋଟିଏ ସୁପର ଷ୍ଟାର , ଯାହାର ନାମ ସାନ୍ତୁନ । ସାନ୍ତୁନ ଏବେ ପ୍ଲେ ବେକ ସିଙ୍ଗର ହୋଇ ସାରି ଲେଣି । କାରଣ ସେ ଏବେ ଗୋଟାଏ ପରେ ଗୋଟେ ଗୀତ ଗାଇ ଚାଲି ଛନ୍ତି । ଓଡିଶା ର ନୂଆ ସ୍ୱର ରେ ପାଦ ଦେଇ ଥିଲେ ସାନ୍ତୁନ । କିନ୍ତୁ ଆଜି ସେ ଓଡ଼ିଆ ମାନଙ୍କ ର ନୂଆ ସିଙ୍ଗର ହୋଇ ସମସ୍ତଙ୍କ ର ମନ କିଣି ପାରି ଛନ୍ତି । ଆଜି ତାଙ୍କ ଗୀତ କାହାକୁ ପସନ୍ଦ ନ ଲାଗୁଚି । ଗାଁ ରୁ ସହର ଯାଏଁ କେବଳ ସାନ୍ତୁନ ଙ୍କର ଗୀତ ବାଜୁଛି । ତେବେ ଏଥିରୁ ଜଣା ପଡୁଛି ଭାଇରାଲ ବୟ ସାନ୍ତୁନ କୁ ଲୋକ ମାନେ କେତେ ଗ୍ରହଣ କରୁ ଛନ୍ତି ।

ସାନ୍ତୁନ ଯାଇ ନାହାନ୍ତି ନୂଆ ସ୍ୱର ର ଫାଇନାଲ କୁ କିନ୍ତୁ ସେ ହୋଇ ଗଲେଣି ସୁପର ଷ୍ଟାର । ଏବେ ସେ ପଇସା କମେଇବା ଆରମ୍ଭ କରି ସାରି ଲେଣି । ସେ ଏବେ ଅର୍କେଷ୍ଟ୍ରା ରେ ଗୀତ ଗାଇବା ମଧ୍ୟ ଆରମ୍ଭ କରି ସାରି ଲେଣି । ଆଜ୍ଞା ହଁ ତାଙ୍କ ବିଷୟ ରେ ଯେତେ କହିଲେ ମଧ୍ୟ କମ ହୋଇ ଯିବ । ଏବେ ସେ ଗୋଟେ ଗୀତ ଗାଇ ଛନ୍ତି ଆସନ୍ତୁ ଶୁଣିବା

 ଗୀତ ଟି ସେ ଜ୍ୟତ୍ରିମୟୀ ସାଙ୍ଗରେ ଗାଇ ଛନ୍ତି । ଏହି ଗୀତ ଟି ବହୁତ ରମାଣ୍ଟିକ ଗୀତ ଅଟେ । ଲଭର ମାନକ ପାଇଁ ଏହି ଗୀତ ଟି ଦର କାର । ତେବେ ଆସନ୍ତୁ ସେହି ଗୀତ ବିଷୟ ରେ ଜାଣିବା , ” ସବୁ ଦିନ ଲାଗେ ମୋତେ ରଙ୍ଗିଲା ରଙ୍ଗିଲା …. ତ ଚେହେରା ନିଦ କୁ ମୋ ଚୋରି କରି ନେଲା , କୁମାରୀ ମନଟା ମୋର ଲାଜ ରେ ଲାଜ ରେ … ସରମି ସରମି ଗୋଲା କମଳ ଛୁଆଁ ରେ ,

 ମନ ସେଜ ସଜେଇ ବଜେଇଲୁ ସାହା ନାଇ , ପାରିଜାତ ହାତେ ଦେଇ ଆଖିରେ ଆଖି ମିଶେଇ , ଗଢିବାକୁ ବହୁ ଦୁରେ ସପନ ର ବାଲି ଘର , ତୁ ରାଣୀ ମୋର ମୁଁ ରାଜା ତର ” । ଗୀତ ଟି ଏହି ଭାବରେ ହୋଇଛି । ଯାହା ଲୋକ ମାନେ ଏହି ଗୀତ ଟିକୁ ବହୁତ ପସନ୍ଦ କରୁ ଛନ୍ତି ।

ଏବେ ଲୋକେ ହ୍ୟୁମାନ ସାଗର କୁ ଯେତେ ପସନ୍ଦ କରୁ ନାହାନ୍ତି , ସାନ୍ତୁନ କୁ ତା ଠାରୁ ଅଧିକ ଲୋକ ମାନେ ପସନ୍ଦ କରୁ ଛନ୍ତି । ସାନ୍ତୁନ ପ୍ରଥମେ ହିନ୍ଦୀ ର ସିଙ୍ଗିଙ୍ଗ ରିଆଲିଟି ଶୋ କୁ ଯାଇ ଥିଲେ ।

ସେଠାରୁ କଟି ଯାଇ ଥିଲେ । ତା ପରେ ଆସି ନୂଆ ସ୍ୱର ରେ ଷ୍ଟାର ହୋଇ ଗଲେ । ସେ ଜଣେ କେବଳ ସିଙ୍ଗର ନୁହନ୍ତି ସେ ଜଣେ ମଧ୍ୟ ଆକ୍ଟର ହୋଇ ପାରିବେ ବୋଲି ପପୁ ଏ କଥା ଟିକୁ କହି ଛନ୍ତି । ତେବେ ଆପଣ ମାନେ ଏହି ଗୀତ ଟିକୁ ଶୁଣନ୍ତୁ ଏବଂ ଗୀତ ଟିରେ ମଜା ନିଅନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।