viral song-ଓଡ଼ିଆ ହିରୋଇନ ଶିବାନୀ ଗାଇଲେ ରୋମାଣ୍ଟିକ ଗୀତ , ଯାହା ଆପଣ ଥରେ ସୁଣିଲେ 10 ଥରେ ଶୁଣିବା ପାଇଁ ଚେଷ୍ଟା କରିବେ,ଏବେ ସୋସିଆଲ ମେଡିଆରେ ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ full ଭିଡ଼ିଓ !
ଓଡ଼ିଆ ଅଭିନେତ୍ରୀ ଶିବାନୀ , ଯାହାକୁ ଆପଣ ସବୁ ସମୟ ରେ ଟିଭି ପରଦା ରେ ଦେଖି ଥିବେ । ସେ ଆଜି ଏକ ଷ୍ଟୁଡିଓ ରେ ରୋମାଣ୍ଟିକ ଗୀତ ଗାଇ ଛନ୍ତି । ତେବେ ଆଜି ଆମେ ତାଙ୍କ କାହାଣୀ ବିଷୟ ରେ କିଛି କହିବୁ । ପିଲାଟି ଦିନରୁ ଶିବାନୀ ଙ୍କର ଆକ୍ଟିଂ ପ୍ରତି ତାଙ୍କର ବହୁତ ଆଗ୍ରହ ଥିଲା । ସେ ପ୍ରତେକ ରାତ୍ରି ରେ ସ୍ୱପ୍ନ ଦେଖୁ ଥିଲେ କେବେ ଦିନେ ସେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରିବେ ।
ଆଉ ତାଙ୍କୁ ଲୋକେ ଶିବାନୀ ନାମ ରେ ଜାଣିବେ । ତେଣୁ ସେ ବହୁତ ଚେଷ୍ଟା କରି ଥିଲେ କେମିତି ଆକ୍ଟିଂ ଶିଖିବା ପାଇଁ । ତେବେ ଦିନେ ସେ ତାଙ୍କ ଘର ଛାଡ଼ି 3 ଦିନ ପର୍ଯ୍ୟନ୍ତ ତାଙ୍କ ଗୁରୁ ଙ୍କ ଘରେ ରହି ଥିଲେ କେବଳ ଆକ୍ଟିଂଗ ଶିଖିବା ପାଇଁ । କେବଳ ଯେ ହିରୋଇନ ହେବା ପାଇଁ ଆକ୍ଟିଂଗ ଦରକାର ତାହା ନୁହେଁ । ନିଜ ପାଖରେ ଡ୍ୟାନ୍ସ ଥିବା ଦରକାର ଆଉ ଭଲ ଭୋଏସ ଥିବା ଦରକାର ।
ତେବେ ସେ ପିଲାଟି ଦିନରୁ ପ୍ଲିମ କରିବା ଷ୍ଟାର୍ଟ କରି ଦେଇ ଥିଲେ । ତାଙ୍କର ପ୍ରଥମ ଫିଲ୍ମ ଥିଲା ଲେଖୁ ଲେଖୁ ଲେଖି ଦେଲି । ତେବେ ସେ ଏହି ପ୍ଲିମ ରେ ଛୋଟ କଳା କାର ଭାବରେ କାମ କରୁ ଥିଲେ । ଏହା ପୂର୍ବରୁ ମଧ୍ୟ ସେ ବହୁତ ଜାଗା ରେ ଆକ୍ଟିଂ କରି ଛନ୍ତି । ତେବେ ଏତିକି ରେ ତାଙ୍କ କାହାଣୀ ସୋରି ନ ଥିଲା ।
ତାଙ୍କ ଦ୍ୱାରା ସବୁ ହୋଇ ଯାଇ ଥିଲା । କିନ୍ତୁ ପ୍ଲିମ ରେ ଭୋଏସ ଦେବା ତାଙ୍କ ଦ୍ୱାରା ହେଇ ପାରୁ ନ ଥିଲା । ସେଥି ପାଇଁ ସେ ଗୀତ ଶିଖୁ ଥିଲେ । ତେବେ କିଛି ଦିନ ଶିଖିବା ପରେ ତାଙ୍କର ଭୋଏସ ରେ ପରିବର୍ତ୍ତନ ଆଣି ଥିଲେ । ଆଉ ତା ପରେ ସିଷ୍ଟର ଶ୍ରୀ ଦେବୀ ରେ ସେ ହିରୋଇନ ହୋଇ କାମ କରୁ ଥିଲେ ।
ତେବେ ସେ ଗୀତ ଶିଖୁ ଥିଲେ ତାଙ୍କର ଗୋଳା ରେ ଗୋଟେ ନୂଆ ଟିଉମ୍ବର ସୃଷ୍ଟି ହୋଇ ଥିଲା । ଆଉ ତା ପରେ ସେ ଭଲ ଗୀତ ଗାଉ ଥିଲେ କିନ୍ତୁ ସୁଯୋଗ ତାଙ୍କୁ କେବେ ମିଳି ନ ଥିଲା । ତେବେ ସେ ଯାଇ ଥରେ ଓଡିଶା ର ସଙ୍ଗୀତ ର ଭଗବାନ ପ୍ରେମାନନ୍ଦ ସାର ଙ୍କୁ କହି ଥିଲେ ଗୀତ ଗାଇବା କଥା । ପ୍ରେମାନନ୍ଦ ସାର ତାଙ୍କୁ ଥରେ ଚାନ୍ସ ଦେଇ ଦେଲେ ।
ଆଉ ତା ପରେ ସେ ଏତେ ସୁନ୍ଦର ଗୀତ ଗାଇବେ ବୋଲି ପ୍ରେମାନନ୍ଦ ସାର କେବେ ଭାବି ନ ଥିଲେ । ଆଜି ଶିବାନୀ ଙ୍କର ଗୀତ ସାରା ଓଡ଼ିଶାରେ ବାଜୁଛି । ସେ ମଧ୍ୟ ଦିନେ ସ୍ୱପ୍ନ ଦେଖି ଥିଲେ ଗୀତ ଗାଇବେ ବୋଲି , ଯାହା ଆଜି ସଫଳ ହୋଇଛି । ତେଣୁ ଆପଣ ମାନେ ମଧ୍ୟ ସ୍ୱପ୍ନ ଦେଖନ୍ତୁ ଆଉ କର୍ମ କରି ଚାଲନ୍ତୁ । ଫୋଳ ଭଗବାନ ଦେବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।