viral ଭିଡ଼ିଓ-ଓଃ..କି..ଡ୍ୟାନ୍ସ ଗର୍ଭବତୀ ମହିଳାଙ୍କ ଜବରଦସ୍ତ ଡାନ୍ସ ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ !

ଗୀତ ଓ ନାଚ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ। ଏହି ନାଚ ଓ ଗୀତ ମନକୁ ଆନନ୍ଦିତ ରଖିବା ସହ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ। ଅନେକ ଲୋକେ ଡାନ୍ସକୁ ନେଇ ବହୁ ଆଗ୍ରହୀ ରହିଥାନ୍ତି। ଡାନ୍ସ ଦେଖିବା ପାଇଁ ଓ ଡାନ୍ସ କରିବା ପାଇଁ ପ୍ରାୟ ସମସ୍ତେ ଚାହିଁଥାନ୍ତି। ଡାନ୍ସ ଆମକୁ ଏକ ଭିନ୍ନ ଧରଣର ଖୁସି ଦେଇଥାଏ। ମନର ଦୁଃଖ କଷ୍ଟ ଦୂର କରିବା ପାଇଁ ଡାନ୍ସ ଏକ ମାଧ୍ୟମ କହିଲେ ଭୁଲ ହେବ ନାହିଁ। ଡାନ୍ସ ଆମକୁ ମୋନୋରଞ୍ଜନର ଖୋରାକ ଯୋଗାଇ ଥାଏ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଭାଇରାଲ ହେଉଥିବା ଡାନ୍ସ ଭିଡିଓ ନେଇ ଆସିଛୁ ଯାହାକୁ ଦେଖିଲେ ଆପଣ ମଧ୍ୟ ନାଚିବାକୁ ବାଧ୍ୟ ହୋଇଯିବେ। ଏହି ଡାନ୍ସ ଭିଡିଓରେ ଏକ ଗର୍ଭବତୀ ମହିଳାଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳିଛି।

ଯାହା ତୀବ୍ର ବେଗରେ ଭାଇରାଲ ହେବାକୁ ଲାଗିଛି। ଗର୍ଭବତୀ ମହିଳାଙ୍କ ଜବରଦସ୍ତ ଡାନ୍ସକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି। ଗର୍ଭବତୀ ଅବସ୍ଥାରେ ମହିଳା ଜଣକ ଏଭଳି ଡାନ୍ସ କରୁଛନ୍ତି ଯାହାକୁ ଆପଣ ନିଜେ ନ ଦେଖିଲେ ବିଶ୍ୱାସ କରି ହେବ ନାହିଁ।

ଆପଣ ବହୁତ ସାରା ଡାନ୍ସ ଭିଡିଓ ଦେଖିଥିବେ, କିନ୍ତୁ ଏହି ଗର୍ଭବତୀ ମହିଳାଙ୍କ ଡାନ୍ସ ଟିକେ ନିଆରା। ଆପଣ ଭାବିପାରୁ ନଥିବେ କି ଜଣେ ମହିଳା ଗର୍ଭ ଧାରଣ କରି ଏତେ ସୁନ୍ଦର ନୃତ୍ୟ ପରିବେଷଣ କେମିତି କରିପାରୁଛନ୍ତି।

ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ‘ ଗଙ୍ଗୁବାଇ କାଠିଆଓ୍ବାଡି’ ର ସୁପରହିଟ ହୋଇଥିବା ‘ ଢୋଲିଡ଼ା’ଗୀତରେ ମହିଳା ଜଣକ ଝୁମି ଝୁମି ଡାନ୍ସ କରୁଛନ୍ତି। ସୁନ୍ଦର ଏକ୍ସପ୍ରେସନ ସହିତ ଖୁବ୍ ଏନର୍ଜି ସହିତ ଡାନ୍ସ କରୁଛନ୍ତି ଏହି ଗର୍ଭବତୀ ମହିଳା।

ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ‘ ଗଙ୍ଗୁବାଇ କାଠିଆଓ୍ବାଡି’ ର ‘ଢୋଲିଡ଼ା’ ଗୀତ ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ ହେଉଛି। ଏହି ଗୀତକୁ ନେଇ ଆଲିଆଙ୍କ ଫ୍ରେଣ୍ଡମାନେ ମଧ୍ୟ ଖୁବ ଏକ୍ସାଇଟେଡ ରହିଛନ୍ତି।’

ଢୋଲିଡା’ ଗୀତରେ ବର୍ତ୍ତମାନ ସମୟରେ ଛୋଟ ୟୁର୍ଜସ ମାନଙ୍କଠାରୁ ବଡ ବଡ ସେଲିବ୍ରେଟି ମାନେ ଏହି ଗୀତରେ ରିଲସ୍ ଭିଡିଓ ବନାଇ ପୋଷ୍ଟ କରୁଛନ୍ତି। ଏଥିରୁ ବାଦ୍ ପଡ଼ି ନାହାନ୍ତି ଏହି ଗର୍ଭବତୀ ମହିଳା ଜଣକ।

ଗର୍ଭବତୀ ମହିଳାଙ୍କ ସହିତ ତାଙ୍କ ସ୍ଵାମୀ ମଧ୍ୟ ଡାନ୍ସ କରୁଥିବାର ନଜର ଆସୁଛନ୍ତି। ମହିଳାଙ୍କ ସ୍ବାମୀ ମନି ସିଂଙ୍କ ଏକ ଇନଷ୍ଟାଗ୍ରାମ ପେଜ ରହିଛି। ଯେଉଁ ପେଜରେ ଏହି ଡାନ୍ସ ଭିଡିଓଟି ପୋଷ୍ଟ କରା ଯାଇଥିଲା। ଯାହା ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ ହେବାକୁ ଲାଗିଛି।

ମହିଳା ଜଣକ ଡାନ୍ସର କ୍ରେଜରେ ଏତେ ପ୍ରଭାବିତ ହୋଇ ଯାଇଛନ୍ତି ଯେ ସେ ଗର୍ଭବତୀ ଅଛନ୍ତି ବୋଲି ଖାତିର ନ କରି ସ୍ବାମୀଙ୍କ ସହ ମଜା ନେଇ ନେଇ ଡାନ୍ସ କରୁଛନ୍ତି। ଯେଉଁଥି ପାଇଁ ମହିଳା ଜଣକ ଏବେ ଖୁବ୍ ଭାଇରାଲ ହେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ । ଏ