viral ଭିଡ଼ିଓ – ବାହାଘର ପରେ ପ୍ରଥମଥର କମେଡି KING ପ୍ରଜ୍ଞାନ ଓ ତାଙ୍କ ସ୍ତ୍ରୀ ସୁନନ୍ଦା କଲେ ଜବରଦସ୍ତ ଡାନ୍ସ,ମାତ୍ର 4 ଘଣ୍ଟାରେ 3 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !
ଲୋକ ପ୍ରିୟ ଅଭିନେତ୍ରୀ ଓ ଅଭିନେତା ଅଛନ୍ତି ଓ ଏହି କଳାକାରମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ମଧ୍ୟ ହୋଇ ପାରିଛନ୍ତି। ନିଜର ଅଭିନୟ କଳା ମାଧ୍ୟମରେ ଅନେକ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି।ତେବେ ଆଜି ଆମେ ଆପଣଙ୍କୁ ଘରେ ଘରେ ପରିଚିତ ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜର କମେଡି ମାଧ୍ୟମରେ ଖୁବ କମ୍ ଦିନରେ ବେଶ ଲୋକପ୍ରିୟତା ହାସଲ କରିଥିଲେ।
ପ୍ରଜ୍ଞା ରଞ୍ଜନ ଖଟୁଆ। ଓଡ଼ିଆ କଥାଚିତ୍ର ଜଗତର ଏକ ଚର୍ଚ୍ଚିତ ଚେହେରା। ନିଜର ଜବରଦସ୍ତ କମେଡି ପାଇଁ ସେ ଆଜି ଦର୍ଶକ ମାନଙ୍କ ହୃଦୟରେ ଏହ ସ୍ବତନ୍ତ୍ର ଯାହା ତିଆରି କରି ପାରିଛନ୍ତି। ସେ ଜଣେ ଏମିତି ଅଭିନେତା ଯାହାଙ୍କ ମୁହଁର ଏକ୍ସପ୍ରେସନ ଦେଖିଲେ ଲୋକେ ହସନ୍ତି, ଆଉ ତାଙ୍କ ମୁହଁରୁ ପଦେ ଡାଏଲଗ ଶୁଣିଲେ ହସି ହସି ବେଦମ ହୁଅନ୍ତି। ସେଇଥି ପାଇଁ ଛୋଟ ପରଦା ହେଉକି ବଡ଼ ପରଦା ସବୁଠି ତାଙ୍କ ଅଭିନୟର ଯାଦୁ ଦର୍ଶକଙ୍କୁ ବାନ୍ଧି ରଖିପାରେ।
ମଞ୍ଚ ଅଭିନୟ ଠାରୁ ସିନେମା, ପ୍ରଜ୍ଞା ନିଜର ନିଆରା ଅନ୍ଦାଜରେ ହାସ୍ୟ ଅଭିନୟ କରିଥାନ୍ତି। ତାଙ୍କ ହାସ୍ୟରସ ରେ ଲୋକ ମାନଙ୍କ ମୁଡ୍ ମୁହୂର୍ତ୍ତରେ ବଦଳେଇ ଦେଇ ପାରନ୍ତି ଏହି ହାସ୍ୟ ଅଭିନେତା। ସମସ୍ତଙ୍କୁ ହସର ଖୋରାକ ଯୋଗାଇଥାନ୍ତି ଏହି ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆ।
ପ୍ରଜ୍ଞାଙ୍କ ଜବରଦସ୍ତ କମେଡି ପଞ୍ଚର ମଜା ନିଅନ୍ତି ଦର୍ଶକ ମାନେ।ହସି ହସି ବେଦମ୍ କରି ଦିଅନ୍ତି ଏହି ଲୋକ ପ୍ରିୟ କଳାକାର ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ। ତାଙ୍କର ସବୁ କମେଡି କ୍ଲିପ୍ ଗୁଡ଼ା ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ଯାଏ। ଯାହାର ଭରପୁର ଆନନ୍ଦ ନିଅନ୍ତି ଦର୍ଶକ।ପ୍ରଜ୍ଞା ଖଟୁଆ ଅନେକ ଗୁଡିଏ ଫିଲ୍ମ ଏବଂ ରିଆଲିଟି ସୋ ରେ ସୁନ୍ଦର କମେଡି ଅଭିନୟ କରି ଥିବାର ଦେଖିବାକୁ ମିଳିଛି।
କେବଳ ଫିଲ୍ମ ନୁହେଁ ସେ ଷ୍ଟେଜ ପୋଗ୍ରାମରେ ମଧ୍ୟ କମେଡି କରି ଥାଆନ୍ତି। ୟୁଟ୍ୟୁବ ଚ୍ୟାନେଲର ରେ ତାଙ୍କର ଭିଡିଓ ଅପଲୋଡ଼ ହେବା ପରେ ମିଲିୟନ ମିଲିୟନ ଭିଉ ଏବଂ ଲାଇକ ହେଇଯାଏ। ଦର୍ଶକ ମାନଙ୍କ ବହୁତ ଭଲ ପାଇବା ସାଉଁଟି ପାରିଛନ୍ତି ଏହି ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ।
ତେବେ ବର୍ତ୍ତମାନ ସମୟରେ ଏହି ହାସ୍ୟ ଅଭିନେତା ପ୍ରଜ୍ଞାନ ରଞ୍ଜନ ଖଟୁଆଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳୁଛି। ଯାହା ବର୍ତ୍ତମାନ ସମୟରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ପ୍ରଜ୍ଞାଙ୍କୁ ଅଭିନେତ୍ରୀ ଦେବଜାନୀଙ୍କ ସହିତ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି। ତେବେ ସବୁଠାରୁ ମଜା କଥା ହେଉଛି ପ୍ରଜ୍ଞା ଏକ ଶାଢ଼ୀ ପିନ୍ଧି ଝିଅ ଭଳି ସଜେଇ ହୋଇଛନ୍ତି। ଯାହାକୁ ଦେଖି ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।